Pacharana Pacharana

ପଚାରନା ପଚାରନା
ମତେ ଜମା ପଚାରନା
ପଚାରନା ପଚାରନା
ମତେ ଜମା ପଚାରନା

କାହିଁକି ମୁଁ ହାରିଗଲି ଏଇ ଜୀବନରେ?
କାହିଁକି ମୁଁ ହାରିଗଲି ଏଇ ଜୀବନରେ?
ଚାଲୁ ଚାଲୁ ଚଲା ବାଟରେ, ଏ, ଏ, ଏ
ଚାଲୁ ଚାଲୁ ଚଲା ବାଟରେ-ଏ-ଏ-ଏ

ପଚାରନା ପଚାରନା
ମତେ ଜମା ପଚାରନା

ହୃଦୟ ଦରଜା ଡ଼େଇଁ ଜଣେ ଆସିଥିଲା କେହି
ହୃଦୟ ଦରଜା ଡ଼େଇଁ ଜଣେ ଆସିଥିଲା କେହି

ପଚାରନା ନାଁ ତାର ମନେ ନାହିଁ, ମନେ ନାହିଁ

ପଚାରନା ପଚାରନା
ମତେ ଜମା ପଚାରନା

ମୁଁ କାହିଁକି ଭାସେ ଆଜି ନିଜ ଲୁହ ରେ
ଚାଲୁ ଚାଲୁ ଚଲା ବାଟରେ-ଏ-ଏ-ଏ
ଚାଲୁ ଚାଲୁ ଚଲା ବାଟରେ

ପଚାରନା ପଚାରନା
ମତେ ଜମା ପଚାରନା

ସପନ ଦେଖିବା ପାଇଁ ମନା ତ କାହାକୁ ନାହିଁ
ସପନ ଦେଖିବା ପାଇଁ ମନା ତ କାହାକୁ ନାହିଁ
ସପନକୁ ସତ ଭାବି ବାଟ କେବେ ଚାଲ ନାହିଁ

ପଚାରନା ପଚାରନା
ମତେ ଜମା ପଚାରନା

କିଏ ମତେ ଜାଳିଦେଲା କେଉଁ ନିଆଁରେ?
ଚାଲୁ ଚାଲୁ ଚଲା ବାଟରେ-ଏ-ଏ-ଏ
ଚାଲୁ ଚାଲୁ ଚଲା ବାଟରେ-ଏ-ଏ-ଏ

ପଚାରନା ପଚାରନା
ମତେ ଜମା ପଚାରନା
ପଚାରନା ପଚାରନା
ମତେ ଜମା ପଚାରନା

କାହିଁକି ମୁଁ ହାରିଗଲି ଏଇ ଜୀବନରେ?
କାହିଁକି ମୁଁ ହାରିଗଲି ଏଇ ଜୀବନରେ?
ଚାଲୁ ଚାଲୁ ଚଲା ବାଟରେ, ଏ, ଏ, ଏ
ଚାଲୁ ଚାଲୁ ଚଲା ବାଟରେ-ଏ-ଏ-ଏ
ଚାଲୁ ଚାଲୁ ଚଲା ବାଟରେ, ଏ, ଏ, ଏ
ଚାଲୁ ଚାଲୁ ଚଲା ବାଟରେ



Credits
Writer(s): Panchanan Nayak, Gagan Bihari Jena
Lyrics powered by www.musixmatch.com

Link