Hau Baulo

ତମେ ୧୦ ଟା ବେଳେ ଶୋଇକି ଉଠୁଛ
୧୨ ଟା ବେଳେ ଦାନ୍ତ ଘଷୁଛ
ତମେ ୨ ଟା ବେଳେ ଗାଧେଇ ଯାଉଛ
୪ ଟା ବେଳେ ଖରା କିଲଉଛ

ଖାଲି ଆମରି ପାଇଁ ତମ ପାଖେ, ହଁ-ହଁ, ତମ ପାଖେ time ହଉନି, ହଁ

ହଉ-ହଉ ଲୋ ମାଧୁରୀ ନାନୀ
ହଉ-ହଉ ଲୋ ମାଧୁରୀ ନାନୀ
ହଉ-ହଉ ଲୋ ମାଧୁରୀ ନାନୀ, ମାଧୁରୀ ନାନୀ
(ହଉ-ହଉ ଲୋ) ମାଧୁରୀ ନାନୀ
(ହଉ-ହଉ ଲୋ) ମାଧୁରୀ ନାନୀ
(ହଉ-ହଉ ଲୋ) ମାଧୁରୀ ନାନୀ (ମାଧୁରୀ ନାନୀ)

ତମେ ୧୦ ଟା ବେଳେ ଶୋଇକି ଉଠୁଛ
୧୨ ଟା ବେଳେ ଦାନ୍ତ ଘଷୁଛ
ତମେ ୨ ଟା ବେଳେ ଗାଧେଇ ଯାଉଛ
୪ ଟା ବେଳେ ଖରା କିଲଉଛ

ଖାଲି ଆମରି ପାଇଁ ତମ ପାଖେ, ହଁ-ହଁ, ତମ ପାଖେ time ହଉନି, ହଁ

ହଉ-ହଉ ଲୋ ମାଧୁରୀ ନାନୀ
ହଉ-ହଉ ଲୋ ମାଧୁରୀ ନାନୀ
ହଉ-ହଉ ଲୋ ମାଧୁରୀ ନାନୀ, ମାଧୁରୀ ନାନୀ
(ହଉ-ହଉ ଲୋ) ମାଧୁରୀ ନାନୀ
(ହଉ-ହଉ ଲୋ) ମାଧୁରୀ ନାନୀ
(ହଉ-ହଉ ଲୋ) ମାଧୁରୀ ନାନୀ (ମାଧୁରୀ ନାନୀ)

ନିଦରେ ଚାଲୁଛ, ନିଦରେ ବୁଲୁଛ
ଝୁଲୁଛ ବୟସ ଡ଼ାଳରେ
ତମରି ବାଟକୁ ଚାହିଁ-ଚାହିଁ
ଚିଲ ବସିଲାଣି ଆମ ଚାଳରେ

ନିଦରେ ଚାଲୁଛ, ନିଦରେ ବୁଲୁଛ
ଝୁଲୁଛ ବୟସ ଡ଼ାଳରେ
ତମରି ବାଟକୁ ଚାହିଁ-ଚାହିଁ
ଚିଲ ବସିଲାଣି ଆମ ଚାଳରେ

ତମେ ସଞ୍ଜବେଳେ ଚୁଟି ବାନ୍ଧୁଛ
ବେଣୀ ଛାଟି ବଜାର ଯାଉଛ
ତମେ ୮ ଟା ବେଳେ T.V. ଖୋଲୁଛ
ରାତି ଅଧାଯାଏ cinema ଦେଖୁଛ

ହେଲେ ଆମ ଆଡେ ଟିକିଏ ତମ, ହଁ-ହଁ, ଟିକିଏ ତମ antenna ଧରୁନି, ହଁ

ଆରେ, ହଉ-ହଉ ଲୋ ମାଧୁରୀ ନାନୀ
ହଉ-ହଉ ଲୋ ମାଧୁରୀ ନାନୀ
ହଉ-ହଉ ଲୋ ମାଧୁରୀ ନାନୀ, ମାଧୁରୀ ନାନୀ
(ହଉ-ହଉ ଲୋ) ମାଧୁରୀ ନାନୀ
(ହଉ-ହଉ ଲୋ) ମାଧୁରୀ ନାନୀ
(ହଉ-ହଉ ଲୋ) ମାଧୁରୀ ନାନୀ (ମାଧୁରୀ ନାନୀ)

ଯାହା କହ ତୁମେ କାଚ-ମାର୍କା ଝିଅ
ଗୋଟିଏ ଚାନ୍ଦର ଟୁକୁଡ଼ା
ଆମକୁ ଦେଖିଲେ ମୁହଁ ମୋଡ଼
ସତେ ଅବା ଆମେ ପଚା ଆମ୍ବଡା

ଯାହା କହ ତୁମେ କାଚ-ମାର୍କା ଝିଅ
ଗୋଟିଏ ଚାନ୍ଦର ଟୁକୁଡ଼ା
ଆମକୁ ଦେଖିଲେ ମୁହଁ ମୋଡ଼
ସତେ ଅବା ଆମେ ପଚା ଆମ୍ବଡା

ତମେ ଛୁଟିଦିନ scooty ରେ ବୁଲୁଛ
ପୁଣି ସାଙ୍ଗମେଳେ ଖଟି କରୁଛ
ଆଉ ତା ପରେ parlour ଯାଉଛ
Ice-cream, kulfi ଖାଉଛ

ଖାଲି ଆମେ ଯାହା ଦେଲେ ତମ, ହଁ-ହଁ, ଦେଲେ ତମ ଦେହରେ ଯାଉନି, ହଁ

ହଉ-ହଉ ଲୋ ମାଧୁରୀ ନାନୀ
ହଉ-ହଉ ଲୋ ମାଧୁରୀ ନାନୀ
ହଉ-ହଉ ଲୋ ମାଧୁରୀ ନାନୀ, ମାଧୁରୀ ନାନୀ
(ହଉ-ହଉ ଲୋ) ମାଧୁରୀ ନାନୀ
(ହଉ-ହଉ ଲୋ) ମାଧୁରୀ ନାନୀ
(ହଉ-ହଉ ଲୋ) ମାଧୁରୀ ନାନୀ (ମାଧୁରୀ ନାନୀ)

ତମେ ୧୦ ଟା ବେଳେ ଶୋଇକି ଉଠୁଛ
୧୨ ଟା ବେଳେ ଦାନ୍ତ ଘଷୁଛ
ତମେ ୨ ଟା ବେଳେ ଗାଧେଇ ଯାଉଛ
୪ ଟା ବେଳେ ଖରା କିଲଉଛ

ଖାଲି ଆମରି ପାଇଁ ତମ ପାଖେ, ହଁ-ହଁ, ତମ ପାଖେ time ହଉନି, ହଁ

ହଉ-ହଉ ଲୋ ମାଧୁରୀ ନାନୀ
ହଉ-ହଉ ଲୋ ମାଧୁରୀ ନାନୀ
ହଉ-ହଉ ଲୋ ମାଧୁରୀ ନାନୀ, ମାଧୁରୀ ନାନୀ
(ହଉ-ହଉ ଲୋ) ମାଧୁରୀ ନାନୀ
(ହଉ-ହଉ ଲୋ) ମାଧୁରୀ ନାନୀ
(ହଉ-ହଉ ଲୋ) ମାଧୁରୀ ନାନୀ (ମାଧୁରୀ ନାନୀ)

ହଉ-ହଉ ଲୋ (ମାଧୁରୀ ନାନୀ)
ହଉ-ହଉ ଲୋ (ମାଧୁରୀ ନାନୀ)
ହଉ-ହଉ ଲୋ (ମାଧୁରୀ ନାନୀ) ମାଧୁରୀ ନାନୀ
(ହଉ-ହଉ ଲୋ ମାଧୁରୀ ନାନୀ)
(ହଉ-ହଉ ଲୋ ମାଧୁରୀ ନାନୀ)
(ହଉ-ହଉ ଲୋ ମାଧୁରୀ ନାନୀ) ଏ ମାଧୁରୀ ନାନୀ



Credits
Writer(s): Nirmal Nayak, Abhijeet Majumdar
Lyrics powered by www.musixmatch.com

Link