Kshyamanudkampadhara He

କ୍ଷମାନୁ କମ୍ପାଧର ହେ
କ୍ଷମାନୁ କମ୍ପାଧର ହେ

କ୍ଷୀରସାଗର ସମ୍ଭବା କୁଚକୁମ୍ଭ ଯୁଗଳ
ପରିରମ୍ଭ ଚତୁର ହେ

କ୍ଷମାନୁ କମ୍ପାଧର ହେ

କ୍ଷିତି ଚକ୍ରବାଳ ମହାଭୀତି ନିବାରଣ ହେ
କ୍ଷିତି ଚକ୍ରବାଳ ମହାଭୀତି ନିବାରଣ ହେ
ଶ୍ରୁତିଶିର ଅବତଂସାକୃତି ଶ୍ରୀଚରଣ ହେ

ମରାଳ ବିହରଣ କରାର୍ଚ୍ଚିତ ଚରଣ
ମରାଳ ବିହରଣ କରାର୍ଚ୍ଚିତ ଚରଣ
ଧରାଭାର ହରଣ ଚରାଚର ଶରଣ

ତରାବର କିରଣ ବରାବର ଚରଣ
ତରାବର କିରଣ ବରାବର ଚରଣ

ନଖାଂଶୁ ସୁରଗଣ, ନଖାଂଶୁ ସୁରଗଣ ଶିଖାଭରଣ ହେ

କ୍ଷମାନୁ କମ୍ପାଧର ହେ

କ୍ଷୀରସାଗର ସମ୍ଭବା କୁଚକୁମ୍ଭ ଯୁଗଳ
ପରିରମ୍ଭ ଚତୁର ହେ

କ୍ଷମାନୁ କମ୍ପାଧର ହେ



Credits
Writer(s): Kavisurya, Balakrishna Dash
Lyrics powered by www.musixmatch.com

Link