Jajabara Mana Mora - Original

ଲାଲା-ଲାଲାଲା-ଲାଲା ଲାଲାଲା
ଲାଲା-ଲାଲାଲା-ଲାଲା ଲାଲାଲା

ଯୁ-ଯୁ-ଯୁ (ଯୁଯୁଯୁ)
ଯୁ-ଯୁ-ଯୁ (ଯୁଯୁଯୁ)

ଯୁ-ଯୁ-ଯୁ (ଯୁଯୁଯୁ)
ଯୁ-ଯୁ-ଯୁ (ଯୁଯୁଯୁ)

ଯାଯାବର ମନ ମୋର (ମନ ମୋର)
ସୀମାହୀନ ଆଶା ମୋର (ଆଶା ମୋର ହୋ, ରୁରୁ-ରୁରୁ-ରୁ)

ନୀତି ଗଢ଼େ, ନୀତି ଭାଙ୍ଗେ
ନୀତି ଗଢ଼େ, ନୀତି ଭାଙ୍ଗେ
ନୀତି ଗଢ଼େ, ନୀତି ଭାଙ୍ଗେ
ନୀତି ଗଢ଼େ, ନୀତି ଭାଙ୍ଗେ

ସ୍ୱପ୍ନର ବାଲିଘର (ବାଲିଘର ହୋ, ରୁରୁ-ରୁରୁ-ରୁ)

ଯାଯାବର...

ଯାଯାବର (ମନ ମୋର)
ଯାଯାବର (ମନ ମୋର)
ମୁଁ ନିର୍ଝର ଆଲୋକର
ମୋ ଛାଇ ବନ୍ଧୁ ମୋର

ନୀତି ଲେଖେ, ନୀତି ଜାଳେ
ନୀତି ଲେଖେ, ନୀତି ଜାଳେ
ନୀତି ଲେଖେ, ନୀତି ଜାଳେ
ନୀତି ଲେଖେ, ନୀତି ଜାଳେ

ଗଳ୍ପ ମୋ ହୃଦୟର (ହୃଦୟର ହୋ, ରୁରୁ-ରୁରୁ-ରୁ)

ଯାଯାବର ମନ ମୋର
(ସୀମାହୀନ ଆଶା ମୋର)
ଯାଯାବର...

ମୁଁ ପ୍ରେମିକ ଦିଗନ୍ତର
ମରୀଚିକା ପ୍ରିୟା ମୋର
ମୁଁ ପ୍ରେମିକ, ମରୀଚିକା ପ୍ରିୟା ମୋର

ଭଲପାଏ, ଭୁଲିଯାଏ
ଭଲପାଏ, ଭୁଲିଯାଏ
ଭଲପାଏ, ଭୁଲିଯାଏ
ଭଲପାଏ, ଭୁଲିଯାଏ

ନୀତିଦିନ ଖେଳ ମୋର (ଖେଳ ମୋର ହୋ, ରୁରୁ-ରୁରୁ-ରୁ)

ଯାଯାବର... (ଯାଯାବର)
ଯାଯାବର... (ଯାଯାବର)
ଯାଯାବର... (ଯାଯାବର)



Credits
Writer(s): Akshaya Mohanty
Lyrics powered by www.musixmatch.com

Link