Danei Das Kahere Bhai - Original

ଦନେଇ ଦାସ କହେ ରେ ଭାଇ
କଥାଏ ବଡ଼ ସଚ୍ଚା

ଏ ଦୁନିଆରେ କେହି ନା କେହି କାହାର ତ ଚାମ୍ଚା
ଏ ଦୁନିଆରେ କେହି ନା କେହି କାହାର ତ ଚାମ୍ଚା

ଏ ଦୁନିଆରେ କେହି ନା କେହି କାହାର ଯଦି ଚାମ୍ଚା
ତୋ ଗୁରୁକୁ ତୋର ପଚାରି କହ
କାହାର ସେ ଚାମ୍ଚା?
ତୋ ଗୁରୁକୁ ତୋର ପଚାରି କହ
କାହାର ସେ ଚାମ୍ଚା?

ଗୁରୁଙ୍କର ଅଛି ମଟର-ଗାଡ଼ି
ଗୁରୁଙ୍କର ଅଛି କୋଠାବାଡି
ଚାକର-ବାକର ଧାଡ଼ିକି ଧାଡି଼ (ଆଛା)
ହୁକୁମ ଛୁଟେ ଘଡ଼ିକି ଘଡ଼ି

ହେଲେ ଗୋଟିଏ ଚିଜ ଅଭାବ ତାଙ୍କ
ଚାଲିଛି ଯାହା ଖୋଜା

ତୋ ନାନୀ କି ତୋର ପଚାରି କହ, ହେବ କି ସେ ଚାମ୍ଚା
ତୋ ନାନୀ କି ତୋର ପଚାରି କହ, ହେବ କି ସେ ଚାମ୍ଚା

ଏମିତି ଝିଅ ପାଇବ କାହିଁ?
ଯେମିତି ଚାଲି ସେମିତି ଛଇ
ଆରେ, ଯା-ଯା
ଯେମିତି ଠାଣି ସେମିତି ବେଣୀ
କେଉଁଠି କିଏ ପାରିବ ଖୁଣୀ

ଆରେ, ପିରତି ପଥେ ହିସାବ କଲେ
କେ ହେବ ତାର ଚାମ୍ଚା?

ଆରେ, ପ୍ରେମିକ ତ ସବୁଦିନେ ପ୍ରେମିକାର ଚାମ୍ଚା
ଆରେ, ପ୍ରେମିକ ତ ସବୁଦିନେ ପ୍ରେମିକାର ଚାମ୍ଚା
ଆବେ, ପ୍ରେମିକା ତ ସବୁଦିନେ ପ୍ରେମିକର ଚାମ୍ଚା
ଆଲୋ, ପ୍ରେମିକା ତ ସବୁଦିନେ ପ୍ରେମିକର ଚାମ୍ଚା

ତୁ ଚାମ୍ଚା
ତୁ ଚାମ୍ଚା
ତୁ ଚାମ୍ଚା
ତୁ ଚାମ୍ଚା
ତୁ, ତୁ, ତୁ, ତୁ, ତୁ

ତୁ ତ ମୋର, ମୁଁ ତୋ ତୋର
ଅଦଳ, ବଦଳ ଚାମ୍ଚା
ହା, ତୁ ତ ମୋର...



Credits
Writer(s): Akshaya Mohanty
Lyrics powered by www.musixmatch.com

Link