Aakashe Ki Ranga Lagila

ଆଜି ଆକାଶେ କି ରଙ୍ଗ ଲାଗିଲା?
ଆଜି ଆକାଶେ କି ରଙ୍ଗ ଲାଗିଲା?

ଧୀରେ-ଧୀରେ କିଏ ସେ ଛୁଇଁ ଦେଇଗଲା?
ଧୀରେ-ଧୀରେ କିଏ ସେ ମନ ଚୋରି କଲା?
ଧୀରେ-ଧୀରେ କିଏ ସେ ଛୁଇଁ ଦେଇଗଲା?
ଧୀରେ-ଧୀରେ କିଏ ସେ ମନ ଚୋରି କଲା?

ସକାଳୁ-ସକାଳୁ ଆଖି ଖୋଲୁ-ଖୋଲୁ
ସକାଳୁ-ସକାଳୁ ଆଖି ଖୋଲୁ-ଖୋଲୁ

ଏ ଦୁନିଆଟା ଲାଗେ ରଙ୍ଗିଲା

ଆଜି ଆକାଶେ କି ରଙ୍ଗ ଲାଗିଲା?
ଆଜି ଆକାଶେ କି ରଙ୍ଗ ଲାଗିଲା?
ଆଜି ଆକାଶେ କି ରଙ୍ଗ ଲାଗିଲା?
ଆଜି ଆକାଶେ କି ରଙ୍ଗ ଲାଗିଲା?

ଆକାଶରେ ନାହିଁ ମେଘ, ନାହିଁ ଆଜି ଝଡ଼
ଆଖିରେ ତା ଅସୁମାରି ସପନର ଭିଡ଼
ହୋ, ଆକାଶରେ ନାହିଁ ମେଘ, ନାହିଁ ଆଜି ଝଡ଼
ଆଖିରେ ତା ଅସୁମାରି ସପନର ଭିଡ଼

ସପନର ସୁନାପକ୍ଷୀ ଝାଡ଼ି ସୁନାପର
ଉଡ଼ି-ଉଡ଼ି କହେ ସାରା ଆକାଶଟା ମୋର, ଆକାଶଟା ମୋର

ଧୀରେ-ଧୀରେ ସପନେ ଯିଏ ଦେଖା ହେଲା
ଧୀରେ-ଧୀରେ ସତରେ ସିଏ ସାଥୀ ହେଲା

ତା'ରି ସାଥୀରେ ବାଟ ଚାଲୁ-ଚାଲୁ
ତା'ରି ସାଥୀରେ ବାଟ ଚାଲୁ-ଚାଲୁ

ଏ ବାଟ ସାରା ଫୁଲ ଫୁଟିଲା

ଆଜି ଆକାଶେ କି ରଙ୍ଗ ଲାଗିଲା?
ଆଜି ଆକାଶେ କି ରଙ୍ଗ ଲାଗିଲା?
ଆଜି ଆକାଶେ କି ରଙ୍ଗ ଲାଗିଲା?
ଆଜି ଆକାଶେ କି ରଙ୍ଗ ଲାଗିଲା?

ହେହେ-ହେହେ-ହେହେ-ହେ
ଲାଲା-ଲାଲା-ଲାଲା-ଲା
ସାରେଗାରେ-ଗାପା-ଗାରେ-ସାନି-ପାସା
ସାରେଗାରେ-ଗାପା-ଗାରେ-ସାନି-ପାରେ

ମାଟି ଲାଗେ ମୋତି ପରି, ଖରା ଲାଗେ ହୀରା
ପ୍ରେମର ଏ ପାଗ ଆଜି ସତେ ସୁନାଝରା
ହଁ, ମାଟି ଲାଗେ ମୋତି ପରି, ଖରା ଲାଗେ ହୀରା
ପ୍ରେମର ଏ ପାଗ ଆଜି ସତେ ସୁନାଝରା

ସୁନାଝରା ସୁରୁଜରେ ସାତ ରଙ୍ଗ ଭରା
ସେଇ ରଙ୍ଗ ଲାଗିଥିବ ଜୀବନଟା ସାରା, ଜୀବନଟା ସାରା

ଧୀରେ-ଧୀରେ ଆଖିରେ ଗପ ଲେଖାହେଲା
ଧୀରେ-ଧୀରେ ଓଠରେ ଗୀତ ଝରିଗଲା

ସେଇ ଗୀତ ଦୁଇ ହୃଦୟକୁ ଛୁଇଁ
ସେଇ ଗୀତ ଦୁଇ ହୃଦୟକୁ ଛୁଇଁ

ଏ ଜୀବନକୁ କରିଲା ସୁରିଲା

ଆଜି ଆକାଶେ କି ରଙ୍ଗ ଲାଗିଲା?
ଆଜି ଆକାଶେ କି ରଙ୍ଗ ଲାଗିଲା?
ଆଜି ଆକାଶେ କି ରଙ୍ଗ ଲାଗିଲା?
ଆଜି ଆକାଶେ କି ରଙ୍ଗ ଲାଗିଲା?



Credits
Writer(s): Mantri Kumar, Das Bikash
Lyrics powered by www.musixmatch.com

Link