Chanda Na Tume

ଚାନ୍ଦ ନା ତୁମେ ତାରା
ମୋତି ନା ତୁମେ ହୀରା
ଚାନ୍ଦ ନା ତୁମେ ତାରା
ମୋତି ନା ତୁମେ ହୀରା

ମୁଁ ଯେ ଆଜି ଭାବି ପାରେନା
ତୁମେ ରୂପର ତୁଳନା
ତୁମେ ମୋ ସ୍ବପ୍ନଝରା
ଯୁଗ-ଯୁଗର ପରା
ତୁମେ ମୋ ସ୍ବପ୍ନଝରା
ଯୁଗ-ଯୁଗର ପରା

ଏ ମନକଥା କହି ହୁଏନା
ତୁମେ ତ ବୁଝି ବୁଝନା

ଚାନ୍ଦ ନା ତୁମେ ତାରା
ମୋତି ନା ତୁମେ ହୀରା
ଚାନ୍ଦ ନା ତୁମେ ତାରା
ମୋତି ନା ତୁମେ ହୀରା

ତୁମ ଲାଜୁଆ ହସ ମୋତେଯେ ଭଲଲାଗିଛି
ତୁମ ସେ ମଜାଗପ ଏତେ ମୁଁ ଭଲପାଇଛି
ତୁମ ଲାଜୁଆ ହସ ମୋତେଯେ ଭଲଲାଗିଛି
ତୁମ ସେ ମଜାଗପ ଏତେ ମୁଁ ଭଲପାଇଛି

ମୁଁ ଯେ ଆଜି, ଯାଏ ହଜି
ତୁମେ ମୋ ମନ ଝରଣା

ଚାନ୍ଦ ନା ତୁମେ ତାରା
ମୋତି ନା ତୁମେ ହୀରା
ଚାନ୍ଦ ନା ତୁମେ ତାରା
ମୋତି ନା ତୁମେ ହୀରା

ମନ ଚାହୁଁଛି ଆଜି ଯିବାକୁ ଉଡ଼ି ବହୁଦୂର
ଯିବି ଯେଦିନ ତୁମେ ମଥାରେ ଦେବ ସିନ୍ଦୁର
ମନ ଚାହୁଁଛି ଆଜି ଯିବାକୁ ଉଡ଼ି ବହୁଦୂର
ଯିବି ଯେଦିନ ତୁମେ ମଥାରେ ଦେବ ସିନ୍ଦୁର

ସେଇଦିନ ଝୁରେ ମନ
କେବେ ଆସିବ ଜାଣେନା

ଚାନ୍ଦ ନା ତୁମେ ତାରା
ମୋତି ନା ତୁମେ ହୀରା
ଚାନ୍ଦ ନା ତୁମେ ତାରା
ମୋତି ନା ତୁମେ ହୀରା

ମୁଁ ଯେ ଆଜି ଭାବି ପାରେନା
ତୁମେ ରୂପର ତୁଳନା
ଚାନ୍ଦ ନା ତୁମେ ତାରା
ମୋତି ନା ତୁମେ ହୀରା
ଚାନ୍ଦ ନା ତୁମେ ତାରା
ମୋତି ନା ତୁମେ ହୀରା



Credits
Writer(s): Rath Basudev, Prasad Singh Narayan
Lyrics powered by www.musixmatch.com

Link