Parda

(ତୁ କିଏ ସ? ହାଏ)
(ତୋ ଘର କୋଉଠି? ହାଏ)
(ଟିକେ ପରଦା ଉଠା, ତୋ ଚେହେରା ଦେଖା)
(ତୁ କିଏ ସେ? ହାଏ-ହାଏ)
(ତୋ ଘର କୋଉଠି? ହାଏ-ହାଏ)
(ଟିକେ ପରଦା ଉଠା, ତୋ ଚେହେରା ଦେଖା)
(ଟିକେ ପରଦା ଉଠା, ତୋ ଚେହେରା ଦେଖା)
ହୋ-ହୋ-ହୋ-ହୋ, ହୋ-ନା-ନା-ନା-ନା-ଯା, ହୁଁ-ହୁଁ-ହୁଁ-ହୁଁ-ହୁଁ

ପରଦା ଭିତରେ ଅଛି ଯଉ କଥା, ପରଦା ଭିତରେ ଥାଉ
ପରଦା ଖୋଲିଲେ ସେ କଥାର ମଜା ରହିବ ନାହିଁ ତ ଆଉ, ଏ
ହାଁ, ପରଦା ଭିତରେ ଅଛି ଯଉ କଥା, ପରଦା ଭିତରେ ଥାଉ
ପରଦା ଖୋଲିଲେ ସେ କଥାର ମଜା ରହିବ ନାହିଁ ତ ଆଉ

ଏ ପରଦା ପଡ଼ିଥାଉ, ଏ ଖେଳ ଚାଲୁଥାଉ
ପରଦା ପଡ଼ିଥାଉ, ଏ ଖେଳ ଚାଲୁଥାଉ
ପରଦା ଖୋଲିଲେ ସେଇ ଖେଳ ମଜା ରହିବ ନାହିଁ ତ ଆଉ

ଓହୋ-ହୋ, ଆହା-ହା
ଓହୋ-ହୋ-ହୋ, ଆହା-ହା
ଓହୋ-ହୋ, ଆହା-ହା
ଓହୋ-ହୋ-ହୋ, ଆହା-ହା

ଏଇ ପରଦାକୁ ଟିକେ ଖାଲିବାକୁ, ଲମ୍ବି ଆସେ କେତେ ହାତ
ସେଇ କଥା ପାଇଁ ହେଲା ରାମାୟଣ, ହେଲା ପୁଣି ମହାଭାରତ

ପରଦା ନାରୀର ଭୂଷଣ, ପରଦା ଆଭୂଷଣ
ପରଦା ବିଭୂଷଣ, ପରଦା ଲାଜ ତରଣ
ପରଦା କେବେ ଓଢ଼ଣା, ପରଦା କେବେ ଠିକଣା
ପରଦା କେବେ ଗହଣା, ପରଦା ମହୁଫେଣା

ଏ ପରଦା ପଡ଼ିଥାଉ, ଏ ଖେଳ ଚାଲୁଥାଉ
ପରଦା ପଡ଼ିଥାଉ, ଏ ଖେଳ ଚାଲୁଥାଉ
ପରଦା ଖୋଲିଲେ ସେଇ ଖେଳ ମଜା ରହିବ ନାହିଁ ତ ଆଉ

ଓହୋ-ହୋ, ଆହା-ହା
ଓହୋ-ହୋ-ହୋ, ଆହା-ହା
ଓହୋ-ହୋ, ଆହା-ହା
ଓହୋ-ହୋ-ହୋ, ଆହା-ହା

No ପରଦା, No चोली
ଯାହା କରିବା ଖୋଲା-ଖୋଲି
ହୋ, No ପରଦା, No चोली
ଯାହା କରିବା ଖୋଲା-ଖୋଲି

କରିବା ଯଦି ଡ଼ରିବା ନାହିଁ, ଡ଼ରିବା ଯଦି କରିବା ନାହିଁ
କରିବା ଯଦି ଡ଼ରିବା ନାହିଁ, ଡ଼ରିବା ଯଦି କରିବା ନାହିଁ
ଦୁନିଆକୁ ମାର୍ गोली

ସମୟ ପାଦରେ ଆମେ ପାଦ ମିଶେଇ
ନାଚିବା, ଗାଇବା ଆମେ ତାଳ ପକେଇ
ହେହେ-ହେହେ-ହେହେ-ହେହେ
ତୁମ ଶାସନ ଚଳିବ ନାହିଁ
ବହୁତ ଭଗିଲୁ ଏଇ ପରଦା ପାଇଁ

No ପରଦା, No चोली
ଯାହା କରିବା ଖୋଲା-ଖୋଲି
No ପରଦା, No चोली
ଯାହା କରିବା ଖୋଲା-ଖୋଲି

କରିବା ଯଦି ଡ଼ରିବା ନାହିଁ, ଡ଼ରିବା ଯଦି କରିବା ନାହିଁ
କରିବା ଯଦି ଡ଼ରିବା ନାହିଁ, ଡ଼ରିବା ଯଦି କରିବା ନାହିଁ
ଦୁନିଆକୁ ମାର୍ गोली



Credits
Writer(s): Swaroop Nayak
Lyrics powered by www.musixmatch.com

Link