Manara Katha

ମନର କଥା ଓଠେ ରହିଛି, ନା କହି ପାରୁଛି, ନା ରହି ପାରୁଛି
ଯାହାକୁ ମୋର ମନ ଦେଇଛି, ଏତେ ଅବୁଝା ସେ ବୁଝୁନି କିଛି

କେବେ ବୁଝିବ? ହାତ ଧରିବ, ହସି ହସିକା ମୋତେ କହିବ
ଭଲପାଏ ତୋତେ, ଭଲ ପାଉଛି
ଭଲ ପାଏ ତୋତେ, ଭଲ ପାଉଛି

ମନର କଥା ଓଠେ ରହିଛି, ନା କହି ପାରୁଛି, ନା ରହି ପାରୁଛି

ରିମଝିମ୍-ଝିମ୍ ରାତିର ନିଦକୁ ନେଇ
ଲୁଚି-ଲୁଚି ଆସି ଗଲି ମୁଁ ଶୋଇ

ଆହା-ଓହୋ-ଆହା-ହା

ଗୁଣ-ଗୁଣ-ଗୁଣ-ଗୁଣ-ଗୁଣ-ଗୁଣ ଗୀତକୁ ଗାଇ
ରାତି ପାହିଯାଏ, ତା କୋଳେ ଶୋଇ
ରାତି ପାହିଯାଏ, ତା କୋଳେ ଶୋଇ

ମନର କଥା ଓଠେ ରହିଛି, ନା କହି ପାରୁଛି, ନା ରହି ପାରୁଛି

ଝିରେ-ଝିରେ-ଝିରେ-ଝିରେ-ଝିରେ-ଝିରେ ବର୍ଷାରେ ଭିଜି
ମୋତେ ମୁଁ ପାଇଛି ତା ଦେହେ ଖୋଜି

ଚୁଲବୁଲ୍-ବୁଲ୍, ଚୁଲବୁଲ୍-ବୁଲ୍ ପାଦ ପାଉଁଜି
ଜାଣି-ଶୁଣି ଯାଏ, ତା ପାଖେ ହଜି
ଜାଣି-ଶୁଣି ଯାଏ, ତା ପାଖେ ହଜି

ମନର କଥା ଓଠେ ରହିଛି, ନା କହି ପାରୁଛି, ନା ରହି ପାରୁଛି

ଯାହାକୁ ମୋର ମନ ଦେଇଛି, ଏତେ ଅବୁଝା ସେ ବୁଝୁନି କିଛି

କେବେ ବୁଝିବ? ହାତ ଧରିବ, ହସି ହସିକା ମୋତେ କହିବ
ଭଲପାଏ ତୋତେ, ଭଲ ପାଉଛି
ଭଲପାଏ ତୋତେ, ଭଲ ପାଉଛି

ମନର କଥା...
ହୁଁ-ହୁଁ-ହୁଁ-ହୁଁ, ଲା-ଲା-ଲା-ଲା, ହୁଁ-ହୁଁ-ହୁଁ-ହୁଁ



Credits
Writer(s): Swarup Nayak
Lyrics powered by www.musixmatch.com

Link