Abhi Manini (From "Zabardast Premika")

ଝଲସା-ଝଲସା ତାର ମହୁଆ ହସ
ଓ, ଛନକା-ଛନକା ଫୁଲ କୁଆଁରୀ ବେଶ
सरमी ଆଖିରେ ନିରୀହ ଚାହାଣି
सरमी ଆଖିରେ ନିରୀହ ଚାହାଣି
ମୋର ଛାତିରେ ତୋଳିଲା ଘର
ଅଭିମାନିନୀ ପ୍ରିୟା କୁ ମୋର (ପ୍ରିୟା କୁ ମୋର)
ଲାଗିନଯାଉ ହାଏ କାହା ନଜର, ହଁ-ହଁ
ଅଭିମାନିନୀ ପ୍ରିୟା କୁ ମୋର
ଲାଗିନଯାଉ ହାଏ କାହା ନଜର

କେଉଁ ଋତୁର ଫୁଲ ସେତ ଅନାମିକା
ଲାଗେ ରୂପରେ ମୋନାଲିସା ଚିତ୍ରଲେଖା
किमियां କଲା ମୋତେ, ଭୁଲିଲି ନିଦ ସତେ
ଜେବେଠୁ ହେଲା ସିଏ ଦେଖା
ଚଗଲି ବୟସୀ ଚଂଚଳ ହରିଣୀ
ଚଗଲି ବୟସୀ ଚଂଚଳ ହରିଣୀ
ମୋର ପଲକେ ତୋଳିଲା ଘର
ଅଭିମାନିନୀ ପ୍ରିୟା କୁ ମୋର (ପ୍ରିୟା କୁ ମୋର)
ଲାଗିନଯାଉ ହାଏ କାହା ନଜର, ହଁ-ହଁ
ଅଭିମାନିନୀ ପ୍ରିୟା କୁ ମୋର

ଲାଗିନଯାଉ ହାଏ କାହା ନଜର

ଲାଗୁଥିଲା ସେ କଥା କୁହା ଛବି ଟିଏ
ତୁନି ଓଠରେ କହିଗଲା ଭଲପାଏ
ମନଟା ସାଧାସିଧା, ଲାଜରେ ଓଦା-ଓଦା
ତା ବିନା ମରିଯିବି ହାଏ
କଅଁଳ କିଶୋରୀ ମୋ ମନ ଚକୋରି
କଅଁଳ କିଶୋରୀ ମୋ ମନ ଚକୋରି
ଆଜି ସାଜିଛି ଜୀବନ ମୋର
ଅଭିମାନିନୀ ପ୍ରିୟା କୁ ମୋର (ପ୍ରିୟା କୁ ମୋର)
ଲାଗିନଯାଉ ହାଏ କାହା ନଜର, ହଁ-ହଁ
ଅଭିମାନିନୀ ପ୍ରିୟା କୁ ମୋର
ଲାଗିନଯାଉ ହାଏ କାହା ନଜର



Credits
Writer(s): Abhijit Majumdar
Lyrics powered by www.musixmatch.com

Link