Mana Khale Tate Chahe (From "Zabardast Premika")

ହୋ-ହୋ-ହୋ
ହୋ-ହୋ-ହୋ

ମନ ଖାଲି ତତେ ଚାହେଁ
ସକାଳରୁ ସଞ୍ଜ ଯାଏଁ

ହଁ ମନ ଖାଲି ତତେ ଚାହେଁ
ସକାଳରୁ ସଞ୍ଜ ଯାଏଁ
ତୁ ମୋର ଛାତି ତଳେ ମିଠା-ମିଠା ସ୍ପନ୍ଦନ
କେମିତି କହିବି ହାଏ?

सैयारा-सैयारा ମନ
ତୋ ପାଇଁ बंजारा ସତେ
ତୋ ପ୍ରେମରେ ହେଲି आवारा ହାଏ
सैयारा-सैयारा ମନ
ତୋ ପାଇଁ बंजारा ସତେ
ତୋ ପ୍ରେମରେ ହେଲି आवारा

ତୁ କୁହୁକ ପରିଟେ, ତୁ ମୋ ମନ ଶାରୀଟେ
ହାଏ ତୁ ମିଠା-ମିଠା ଛାଇ ମୋ ଚଲାବାଟେ
ତୁ ଅସରା ସ୍ବପ୍ନଟେ, ତୁ ଅବୁଝା ଗପଟେ
ମୋ ପ୍ରେମ ମନ୍ଦିରେ ତୁ ହାଏ ଅଲିଭା ଦୀପଟେ

ମନ ଖାଲି ତତେ ଚାହେଁ
ଯହିଁ ଥାଏ, ଯହିଁ ଯାଏ
ତୋ ପ୍ରେମ ସାତରଙ୍ଗେ ଇନ୍ଦ୍ରଧନୁ ପରସ
ପାଗଳ କରିଛି ହାଏ

सैयारा-सैयारा ମନ
ତୋ ପାଇଁ बंजारा ସତେ
ତୋ ପ୍ରେମରେ ହେଲି आवारा ହାଏ
सैयारा-सैयारा ମନ
ତୋ ପାଇଁ बंजारा ସତେ
ତୋ ପ୍ରେମରେ ହେଲି आवारा

ମୋ ଜୀବନ ମରୁରେ ତୁ ବରଷାର ଟୋପା
ମୋ ଫଗୁଣ ରାତିରେ ତୁ ଲକ୍ଷେ ଚିନି-ଚମ୍ପା
ତୁ ହସ-ଲୁହ ମୋର, ତୋ ପ୍ରେମ ମୋ ସାହାରା
କାଇଁ ଲାଗେ ମୋତେ ହାଏ ମୁଁ ତୋ ବିନା अधूरा?

ମନ ଖାଲି ତତେ ଚାହେଁ
ସବୁ ଜନ୍ମ ପାଇଁ ହାଏ
ତତେ ପାଇ ମୁଁ ଆଜି ଆଉ କିଛି ମାଗେନ
ତୁ ଶେଷ ପାଉଣା ଟିଏ

सैयारा-सैयारा ମନ
ତୋ ପାଇଁ बंजारा ସତେ
ତୋ ପ୍ରେମରେ ହେଲି आवारा ହାଏ
सैयारा-सैयारा ମନ
ତୋ ପାଇଁ बंजारा ସତେ
ତୋ ପ୍ରେମରେ ହେଲି आवारा
सैयारा-सैयारा ମନ
ତୋ ପାଇଁ बंजारा ସତେ
ତୋ ପ୍ରେମରେ ହେଲି आवारा ହାଏ
सैयारा-सैयारा ମନ
ତୋ ପାଇଁ बंजारा ସତେ
ତୋ ପ୍ରେମରେ ହେଲି आवारा



Credits
Writer(s): Abhijit Majumdar
Lyrics powered by www.musixmatch.com

Link