Chhati Tale (From "Love You Hamesha")

ଛାତି ତଳେ ରହିଗଲୁ
ମୋଠୁ ମୋତେ ନେଇଗଲୁ
ଛାତି ତଳେ ରହିଗଲୁ
ମୋଠୁ ମୋତେ ନେଇଗଲୁ
ପାଗଳ କରିଛି ମୋତେ ତୋ ପ୍ରେମ ନିଶା
Love you, love you, love you हमेशा
Love you, love you, love you हमेशा, हमेशा
Love you, love you, love you हमेशा
Love you, love you, love you हमेशा, हमेशा

ଆଖି ସାରା ରହିଗଲୁ
ମୋଠୁ ମୋତେ ନେଇଗଲୁ
ଆଖି ସାରା ରହିଗଲୁ
ମୋଠୁ ମୋତେ ନେଇଗଲୁ
ତୁ ମୋ ପ୍ରେମର ମିଠା-ମହୁ ବରଷା (ଆ-ଆ)
Love you, love you, love you हमेशा
Love you, love you, love you हमेशा, हमेशा
Love you, love you हमेशा
Love you, love you हमेशा

ଭଲ ହେଲା ମନ ତଳେ ଦେଲୁ ମୋତେ ଆସରା
ନିଶା-ନିଶା ଲାଗେ ଆଜି ତୋ ଆଖି इशारा
ପ୍ରେମ ଏକ ଗୀତ ଟିଏ, ମୁଖୁଡ଼ା-ଅନ୍ତରା
ତୋ ବିନା ସେଇ ଗୀତ ଲାଗେ ମୋତେ ବେସୁରା
ଗପ କହି ଗୀତ ଗାଏ
ତତେ ଖାଲି ଭଲ ପାଏ
ରଙ୍ଗୋଲି-ରଙ୍ଗୋଲି ଲାଗେ ମୋ ଛୋଟ ଆଶା
Love you, love you, love you हमेशा
Love you, love you, love you हमेशा, हमेशा
Love you, love you, love you हमेशा
Love you, love you, love you हमेशा, हमेशा

ଆଜି କାଇଁ ବାଟସାରା କଥା କହେ ଫଗୁଣ
ଚାରିଆଡେ ଚମକୁଛି ତୋ ପ୍ରେମ ତୋରଣ
ଛାତିସାରା ଛାପିଦେଲି ତୋର ଏଇ ଚେହେରା
ଜିଇଁବାର ଅନୁଭୂତି ଲାଗେ ଆଜି ନିଆଁରା
ଚାଲୁଥାଏ, ଝୁଣ୍ଟୁଥାଏ
ତୋତେ ଖାଲି ଭାବୁଥାଏ
ତୁ ମୋ ପ୍ରେମର ମିଠା-ମିଠା ଭରଷା
Love you, love you, love you हमेशा
Love you, love you, love you हमेशा, हमेशा
Love you, love you, love you हमेशा
Love you, love you, love you हमेशा, हमेशा
Love you, love you, love you हमेशा
Love you, love you, love you हमेशा, हमेशा
Love you, love you, love you हमेशा
Love you, love you, love you हमेशा, हमेशा



Credits
Writer(s): Prem Anand
Lyrics powered by www.musixmatch.com

Link