Aajana E Sahara - Form "Bye Bye Dubai"

ଅଜଣା ଏ ସହରରେ, ତୁ ଆଉ ମୁଁ
ସବୁ ଦିଶେ ସ୍ବପ୍ନ ପରି, ସତ ଖାଲି ତୁ
ସତ ଖାଲି ତୁ

ଅଜଣା ଏ ସହରରେ, ତୁ ଆଉ ମୁଁ
ସବୁ ଦିଶେ ସ୍ବପ୍ନ ପରି, ସତ ଖାଲି ତୁ
ସତ ଖାଲି ତୁ

ଏଇ Dubai ର ସହର, ହେବ ସାକ୍ଷୀ ଆମ ପ୍ରେମର
ଏଇ Dubai ର ସହର, ହେବ ସାକ୍ଷୀ ଆମ ପ୍ରେମର

ହଁ, ତୋ ପାଇଁ ମୁଁ ଆଉ ମୋ ପାଇଁ ତୁ

ଲାଲା-ଲା ଲାଲା-ଲା ଲାଲା-ଲା
Nisha, love you Nisha, ତୁ ମୋ Nisha
Nisha, love you Nisha, ତୁ ମୋ Nisha
ହେ-ହେ, Nisha, love you Nisha, ତୁ ମୋ Nisha
Nisha, love you Nisha, ତୁ ମୋ Nisha

ଜୀବନର ଏଇ ନୂଆ ମୋଡ଼ ଆମ ଆଗରେ
ଦୁନିଆର ସବୁ ଖୁସି ହାତ ମୁଠାରେ
ବାଧାବନ୍ଧନ ମାନିବାନି ଆଉ କିଛି ରେ
ଜିଇଁବା ଏ ଜୀବନ କୁ ଆମ मर्जी ରେ

ନୂଆ ଏଇ ପ୍ରେମ କାହାଣୀ
କେହି ଆଜିଯାଏ ଲେଖିନି
ନୂଆ ଏଇ ପ୍ରେମ କାହାଣୀ
କେହି ଆଜିଯାଏ ଲେଖିନି

ହଁ, ଆମେ ଆଜି ଲେଖିଦବା ଆମ ନାଁରେ

ଲାଲା-ଲା ଲାଲା-ଲା ଲାଲା-ଲା
Nisha, love you Nisha, ତୁ ମୋ Nisha
Nisha, love you Nisha, ତୁ ମୋ Nisha
ହୋ-ହୋ, Nisha, love you Nisha, ତୁ ମୋ Nisha
Nisha, love you Nisha, ତୁ ମୋ Nisha

ମନ ଆକାଶେ ଇନ୍ଦ୍ରଧନୁ କେ ଆଙ୍କୁଛି?
ମେଘ ନାହିଁ ହେଲେ ଦେହ ଭିଜିଯାଉଛି
ତୋ ଭିତରେ ମୁଁ ଧୀରେ-ଧୀରେ ହଜିଯାଉଛି
ସମୟଟା ଅମାନିଆ ଟିକେ ହୋଉଛି

ଲାଗେ ମିଠା-ମିଠା ଜୀବନ, ଆଉ ନ ଫିଟୁ ଏ ବନ୍ଧନ
ଲାଗେ ମିଠା-ମିଠା ଜୀବନ, ଆଉ ନ ଫିଟୁ ଏ ବନ୍ଧନ

ହଁ, ଆଜି ହଜିଯା ତୁ ମୋ ଭିତରେ

ଲାଲା-ଲା ଲାଲା-ଲା ଲାଲା-ଲା
Nisha, love you Nisha, ତୁ ମୋ Nisha
Nisha, love you Nisha, ତୁ ମୋ Nisha

ଲା-ଲା-ଲାଲା-ଲାଲା, ମୁଁ ତୋ Nisha
ଲା-ଲା-ଲାଲା-ଲାଲା, ମୁଁ ତୋ Nisha



Credits
Writer(s): Bikash Dash
Lyrics powered by www.musixmatch.com

Link