Lekhichi Naa Tora - Form "Lekhichhi Naa Tora"

ତୁ ଆସିଲୁ ଯେବେଠାରୁ, ଏଇ ମନର କାଗଜରୁ
ତୁ ଆସିଲୁ ଯେବେଠାରୁ ଏଇ ମନର କାଗଜରୁ କାଟିଦେଇ ନାଁଟି ମୋର

ଲେଖିଛି, ଲେଖିଛି, ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ଲେଖିଛି ନାଁ ତୋର

ତୁ ଡ଼ାକିଲୁ ଯେବେଠାରୁ ଏ ଆଖିର ଆଇନାରୁ ପୋଛିଦେଇ ମୁହଁଟି ମୋର

ଲେଖିଛି, ଲେଖିଛି, ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ଲେଖିଛି ନାଁ ତୋର

हर पल, हर पल ତୋ କଥା ଭାବେରେ
କି ରାତି, କି ଦିନ
हर पल, हर पल ତୋ କଥା ଭାବେରେ
କି ରାତି, କି ଦିନ

ହଲଚଲ୍, ହଲଚଲ୍ କଲୁ ଏଇ ମନକୁ ଛୁଇଁଲୁ ଯେଦିନ
ତୁ ଛୁଇଁଲୁ ଯେବେଠାରୁ, ମୋ କଥା ମୋ କବିତାରୁ କାଢ଼ି ସବୁ ଭାବନା ମୋର

ଲେଖିଛି, ଲେଖିଛି, ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ଲେଖିଛି ନାଁ ତୋର

ଭଲଠାରୁ ବେଶି ଭଲ ମୋତେ ତୁ ପାଇଲୁ ସାଥିରେ
ହଁ ଭଲଠାରୁ ବେଶି ଭଲ ମୋତେ ତୁ ପାଇଲୁ ସାଥିରେ
ଧୀରେ-ଧୀରେ ଘରଟିଏ ଗଢ଼ି ତୁ ରହିଲୁ ଛାତିରେ

ତୁ ରହିଲୁ ଯେବେଠାରୁ ମୋ ସ୍ୱପ୍ନର ଦୁନିଆଁରୁ ଭୁଲି ନିଜ ଠିକଣା ମୋର

ଲେଖିଛି, ଲେଖିଛି, ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ଲେଖିଛି ନାଁ ତୋର

ଲେଖିଛି ନାଁ ତୋର
ଲେଖିଛି ନାଁ ତୋର



Credits
Writer(s): Baidyanath Dash
Lyrics powered by www.musixmatch.com

Link