Akhire Mu Rakhithili (From "Mu Premi Mu Pagala")

ଆଖିରେ ମୁଁ ରଖିଥିଲି, I'm in your love
ଓଠରେ ମୁଁ କହିଦେଲି, I'm in your love

(Oh, baby, oh, baby, oh, baby, you are mine)
(Oh, baby, oh, baby, oh, baby, you are mine)

ମନରେ ମୁଁ ଆଙ୍କିଦେଲି, I'm in your love
ଦୁନିଆକୁ କହିଦେଲି, I'm in your love

ପାଗଳ ଆଜି ଏ ଚଗଲା ବୟସ

ଆ କରିବା, ଆ କରିବା ପ୍ରେମ ବିନ୍ଦାସ୍
ଆ କରିବା, ଆ କରିବା ପ୍ରେମ ବିନ୍ଦାସ୍

I'm in love, I'm in love
I'm in love, I'm in love
I'm in love

(Oh, baby, oh, baby, oh, baby, you are mine)
(Oh, baby, oh, baby, oh, baby, you are mine)

(ଓ-ହୋ)
(ଓ-ହୋ)

ଆଜି କାହିଁକି ଖୋଲା ଆକାଶ ଲାଗୁନି ବେଶୀ ଦୂର?
ଏଇ ମନରେ ପ୍ରେମର ପକ୍ଷୀ ତୋଳିଛି ବୋଲି ଘର

(Oh, baby, oh, baby, oh, baby, you are mine)

ଆଜି କାହିଁକି ଚଲା ବାଟରେ ହୁଏ ମୁଁ ବାଟବଣା?
ତୋ ମନ ମୋର ହୃଦୟ ଖୋଜେ, ପଡିଗଲାଣି ଜଣା

ମନରେ ତୋ ରୂପ ଭାଙ୍ଗୁଛି ଅଳସ

ଆ କରିବା, ଆ କରିବା ପ୍ରେମ ବିନ୍ଦାସ୍
ହେ, ଆ କରିବା, ଆ କରିବା ପ୍ରେମ ବିନ୍ଦାସ୍

I'm in love, I'm in love
I'm in love, I'm in love
I'm in love

(Oh, baby, oh, baby, oh, baby, you are mine)
(Oh, baby, oh, baby, oh, baby, you are mine)

ବିନା ଋତୁରେ ଏତେ ଯେ ରଙ୍ଗ, କୋଉଠୁ ଗଲା ଝରି?
ସବୁ ରଙ୍ଗ ଯେ ଲାଗୁଛି ଆଜି, ନାଲି ଅଭିର ପରି

(Oh, baby, oh, baby, oh, baby, you are mine)

କିଏ ସେ ଏତେ ସପନ ଆଣି, ଆଖିରେ ଦେଲା ବୁଣି?
ହଁ, ସପନେ ଫୁଟେ କେତେ ଯେ ଫୁଲ, ହେଉନି ତାକୁ ଗଣି

ଟାଣୁଛି ମତେ ସେ ଫୁଲର ସୁବାସ

ହେ, ଆ କରିବା, ଆ କରିବା ପ୍ରେମ ବିନ୍ଦାସ୍
ହଁ, ଆ କରିବା, ଆ କରିବା ପ୍ରେମ ବିନ୍ଦାସ୍

I'm in love, I'm in love
I'm in love, I'm in love
I'm in love

(Oh, baby, oh, baby, oh, baby, you are mine)
(Oh, baby, oh, baby, oh, baby, you are mine)



Credits
Writer(s): Abhijit Majumdar
Lyrics powered by www.musixmatch.com

Link