Premare Premare

ପ୍ରେମରେ-ପ୍ରେମରେ, ପ୍ରେମରେ-ପ୍ରେମରେ
ପ୍ରେମରେ-ପ୍ରେମରେ, ପ୍ରେମରେ-ପ୍ରେମରେ

ଆଜି କାଇଁ ଜିଇଁବାକୁ ଇଛା ହୁଏ ରେ?
ଆଜି କାଇଁ ମରିବାକୁ ଇଛା ହୁଏ ରେ?
ହୋ, ଆଜି କାଇଁ ଜିଇଁବାକୁ ଇଛା ହୁଏ ରେ?
ଆଜି ପୁଣି ମରିବାକୁ ଇଛା ହୁଏ ରେ

ସତ ମୁଁ କହୁଛି ସାଙ୍ଗ
ସତ ମୁଁ କହୁଛି ସାଙ୍ଗ
ତୋ ରାଣ ରେ

ପ୍ରେମରେ-ପ୍ରେମରେ, ପ୍ରେମରେ-ପ୍ରେମରେ
ପ୍ରେମରେ-ପ୍ରେମରେ, ପ୍ରେମରେ-ପ୍ରେମରେ

ପ୍ରେମ ଏମିତିକା ଛଳ-ଛଳ ନଈ
ଯେତେ ପହଁରିଲେ କୂଳ ଦିଶେନାହିଁ
ମନ ତଳେ ପ୍ରେମ ଫୁଲ ହେଇ ଫୁଟେ
କେବେ ସିଏ ହସେ, କେବେ ସିଏ ଲୋଟେ

ଆଜି କାଇଁ ବୁଡ଼ିବାକୁ ଇଛା ହୁଏ ରେ
ଆଜି କାଇଁ ଉଡ଼ିବାକୁ ଇଛା ହୁଏ ରେ

ସତ ମୁଁ କହୁଛି ସାଙ୍ଗ
ସତ ମୁଁ କହୁଛି ସାଙ୍ଗ
ତୋ ରାଣ ରେ

ପ୍ରେମରେ-ପ୍ରେମରେ, ପ୍ରେମରେ-ପ୍ରେମରେ
ପ୍ରେମରେ-ପ୍ରେମରେ, ପ୍ରେମରେ-ପ୍ରେମରେ

ଜିତିବାକୁ କିଏ ଶହେଥର ହାରେ
ଜିତିଯାଏ କିଏ ମନେ-ମନେ ମରେ
ମିତ ପୁଣି କେବେ ଛାଡ଼ିଦିଏ ହାତ
ଅଧା-ଅଧା ରହେ ଜୀବନର ଗୀତ

ଆଜି କାଇଁ ହସିବାକୁ ଇଛା ହୁଏ ରେ
ଆଜି ପୁଣି କାନ୍ଦିବାକୁ ଇଛା ହୁଏ ରେ

ସତ ମୁଁ କହୁଛି ସାଙ୍ଗ
ସତ ମୁଁ କହୁଛି ସାଙ୍ଗ
ତୋ ରାଣ ରେ

ପ୍ରେମରେ-ପ୍ରେମରେ, ପ୍ରେମରେ-ପ୍ରେମରେ
ପ୍ରେମରେ-ପ୍ରେମରେ, ପ୍ରେମରେ-ପ୍ରେମରେ

ଆଜି କାଇଁ ଜିଇଁବାକୁ ଇଛା ହୁଏ ରେ?
ଆଜି ପୁଣି ମରିବାକୁ ଇଛା ହୁଏ ରେ
ଆଜି କାଇଁ ଜିଇଁବାକୁ ଇଛା ହୁଏ ରେ?
ଆଜି କାଇଁ ମରିବାକୁ ଇଛା ହୁଏ ରେ?

ସତ ମୁଁ କହୁଛି ସାଙ୍ଗ
ସତ ମୁଁ କହୁଛି ସାଙ୍ଗ
ତୋ ରାଣ ରେ

ପ୍ରେମରେ-ପ୍ରେମରେ, ପ୍ରେମରେ-ପ୍ରେମରେ

ହୁଁ-ହୁଁ-ହୁଁ
ଲା-ଲା-ଲା



Credits
Writer(s): Panchanan Nayak, Sarat Kumar Nayak
Lyrics powered by www.musixmatch.com

Link