Saajna (From "Saajna")
ଆଖି ପଲକ ରେ ତୁ ମୋ ସପନ ରେ ତୁ
ତୁ ଥିଲେ ତୁ ଥିଲେ କିଛି ଚାହେଁନା,
ଏଇ ଜୀବନ ରେ ତୁ ମୋ ହୃଦୟ ରେ ତୁ
ତୁ ଥିଲେ ତୁ ଥିଲେ ରାତି ପାହେନା
ଭଲ ଲାଗୁ ଏତେ କାହିଁକି ଜାଣେନା
ଭଲ ପାଏ ତୋତେ କାହିଁକି ଜାଣେନା
ଏତେ ଭଲ ପାଏ ଭୁଲି ପାରେନା,
ସାଜନା,ସାଜନା,ସାଜନା,ସାଜନା
ତୋ ବିନା କିଛି ଭଲ ଲାଗେନା,
ସାଜନା,ସାଜନା,ସାଜନା,ସାଜନା
ତୋ ବିନା କିଛି ଭଲ ଲାଗେନା
ଋତୁ ହୋଇ ଆସିଲୁ ତୁ ସାତ ରଂଗ ଢାଳିଲୁ ତୁ
ମିଠା ମିଠା ଛୁଆଁ ରେ ତୋ ମିଠା ନିଆଁ ଜାଳିଲୁ ତୁ
ଋତୁ ହୋଇ ଆସିଲୁ ତୁ ସାତ ରଂଗ ଢାଳିଲୁ ତୁ
ମିଠା ମିଠା ଛୁଆଁ ରେ ତୋ ମିଠା ନିଆଁ ଜାଳିଲୁ ତୁ
ଏତେ ଜଳିଗଲି କାହିଁକି ଜାଣେନା
ତୋତେ ପ୍ରେମ କଲି କାହିଁକି ଜାଣେନା
ଆଉ କାହାକୁ ମୁଁ ଭାବି ପାରେନା
ସାଜନା,ସାଜନା,ସାଜନା,ସାଜନା
ତୋ ବିନା କିଛି ଭଲ ଲାଗେନା,
ସାଜନା,ସାଜନା,ସାଜନା,ସାଜନା
ତୋ ବିନା କିଛି ଭଲ ଲାଗେନା
ଖରାବେଳେ ଛାଇ ଟେ ତୁ
ଶୋଷ ବେଳେ ନଈ ଟେ ତୁ
ରହିଗଲୁ ଜୀବନେ ମୋ
ବାଟଭୁଲା ପରୀ ଟେ ତୁ
ଖରାବେଳେ ଛାଇ ଟେ ତୁ
ଶୋଷ ବେଳେ ନଈ ଟେ ତୁ
ରହିଗଲୁ ଜୀବନେ ମୋ
ବାଟଭୁଲା ପରୀ ଟେ ତୁ
ମୋର ଦେଖାହେଲୁ କାହିଁକି ଜାଣେନା
ମନେ ଅଙ୍କା ହେଲୁ କାହିଁକି ଜାଣେନା
ତୋତେ ମୋ ଛାତି ରୁ କାଢ଼ି ପାରେନା
ସାଜନା,ସାଜନା,ସାଜନା,ସାଜନା
ତୋ ବିନା କିଛି ଭଲ ଲାଗେନା,
ସାଜନା,ସାଜନା,ସାଜନା,ସାଜନା
ତୋ ବିନା କିଛି ଭଲ ଲାଗେନା
ସାଜନା,ସାଜନା,ସାଜନା,ସାଜନା
ତୋ ବିନା କିଛି ଭଲ ଲାଗେନା,
ସାଜନା,ସାଜନା,ସାଜନା,ସାଜନା
ତୋ ବିନା କିଛି ଭଲ ଲାଗେନା
ତୁ ଥିଲେ ତୁ ଥିଲେ କିଛି ଚାହେଁନା,
ଏଇ ଜୀବନ ରେ ତୁ ମୋ ହୃଦୟ ରେ ତୁ
ତୁ ଥିଲେ ତୁ ଥିଲେ ରାତି ପାହେନା
ଭଲ ଲାଗୁ ଏତେ କାହିଁକି ଜାଣେନା
ଭଲ ପାଏ ତୋତେ କାହିଁକି ଜାଣେନା
ଏତେ ଭଲ ପାଏ ଭୁଲି ପାରେନା,
ସାଜନା,ସାଜନା,ସାଜନା,ସାଜନା
ତୋ ବିନା କିଛି ଭଲ ଲାଗେନା,
ସାଜନା,ସାଜନା,ସାଜନା,ସାଜନା
ତୋ ବିନା କିଛି ଭଲ ଲାଗେନା
ଋତୁ ହୋଇ ଆସିଲୁ ତୁ ସାତ ରଂଗ ଢାଳିଲୁ ତୁ
ମିଠା ମିଠା ଛୁଆଁ ରେ ତୋ ମିଠା ନିଆଁ ଜାଳିଲୁ ତୁ
ଋତୁ ହୋଇ ଆସିଲୁ ତୁ ସାତ ରଂଗ ଢାଳିଲୁ ତୁ
ମିଠା ମିଠା ଛୁଆଁ ରେ ତୋ ମିଠା ନିଆଁ ଜାଳିଲୁ ତୁ
ଏତେ ଜଳିଗଲି କାହିଁକି ଜାଣେନା
ତୋତେ ପ୍ରେମ କଲି କାହିଁକି ଜାଣେନା
ଆଉ କାହାକୁ ମୁଁ ଭାବି ପାରେନା
ସାଜନା,ସାଜନା,ସାଜନା,ସାଜନା
ତୋ ବିନା କିଛି ଭଲ ଲାଗେନା,
ସାଜନା,ସାଜନା,ସାଜନା,ସାଜନା
ତୋ ବିନା କିଛି ଭଲ ଲାଗେନା
ଖରାବେଳେ ଛାଇ ଟେ ତୁ
ଶୋଷ ବେଳେ ନଈ ଟେ ତୁ
ରହିଗଲୁ ଜୀବନେ ମୋ
ବାଟଭୁଲା ପରୀ ଟେ ତୁ
ଖରାବେଳେ ଛାଇ ଟେ ତୁ
ଶୋଷ ବେଳେ ନଈ ଟେ ତୁ
ରହିଗଲୁ ଜୀବନେ ମୋ
ବାଟଭୁଲା ପରୀ ଟେ ତୁ
ମୋର ଦେଖାହେଲୁ କାହିଁକି ଜାଣେନା
ମନେ ଅଙ୍କା ହେଲୁ କାହିଁକି ଜାଣେନା
ତୋତେ ମୋ ଛାତି ରୁ କାଢ଼ି ପାରେନା
ସାଜନା,ସାଜନା,ସାଜନା,ସାଜନା
ତୋ ବିନା କିଛି ଭଲ ଲାଗେନା,
ସାଜନା,ସାଜନା,ସାଜନା,ସାଜନା
ତୋ ବିନା କିଛି ଭଲ ଲାଗେନା
ସାଜନା,ସାଜନା,ସାଜନା,ସାଜନା
ତୋ ବିନା କିଛି ଭଲ ଲାଗେନା,
ସାଜନା,ସାଜନା,ସାଜନା,ସାଜନା
ତୋ ବିନା କିଛି ଭଲ ଲାଗେନା
Credits
Writer(s): Vighnanz The Band
Lyrics powered by www.musixmatch.com
Link
Other Album Tracks
- O Sahiba (From "Kabula Barabula Searching Laila")
- Saajna (From "Saajna")
- Zalima O Zalima (From "Kabula Barabula Searching Laila")
- Chumma Fotaka (From "Sita Rama Nka Bahaghara Kalijugare")
- Sonu (From "Kabula Barabula Searching Laila")
- Dil Janiye (From "Mu Khanti Odia Jhia")
- Achinha Ta Nuhe (From "Last Summer")
- Ta Akhee Ru Pachare (From "Nirabata")
- Deewana Deewani (From "Deewana Deewani")
- Toh Bina (From "Toh Bina")
© 2024 All rights reserved. Rockol.com S.r.l. Website image policy
Rockol
- Rockol only uses images and photos made available for promotional purposes (“for press use”) by record companies, artist managements and p.r. agencies.
- Said images are used to exert a right to report and a finality of the criticism, in a degraded mode compliant to copyright laws, and exclusively inclosed in our own informative content.
- Only non-exclusive images addressed to newspaper use and, in general, copyright-free are accepted.
- Live photos are published when licensed by photographers whose copyright is quoted.
- Rockol is available to pay the right holder a fair fee should a published image’s author be unknown at the time of publishing.
Feedback
Please immediately report the presence of images possibly not compliant with the above cases so as to quickly verify an improper use: where confirmed, we would immediately proceed to their removal.