Ta Akhee Ru Pachare (From "Nirabata")

ତା ଆଖିର ଉଚାରେ ସେ ପରିଭାଷା (୨)
ବୁଝେନା ବୋଲି ମୁ। (୨)
ପ୍ରିୟା କରେ ରାଗ ରୁଷା
ତା ରାଗ ବି ନିରୋଳା ପ୍ରେମ ନିଶା (୨)
ଭଲ ପାଏ ବୋଲି (୨)
ଦେବିକି ମୁ ଭରଷା
ତା ଆଖିର ଉଚାରେ ସେ ପରିଭାଷା (୨)
ନିରୋଳା ପ୍ରେମ ନିଶା
ମୋ ଛୁଆଁ ରେ ତରଳି ଯାଏ
ଭିଜି ଭିଜି ସେ ମତେ ଭଲ ପାଏ
ସା ନିଧେ ପାମା ରି ଗାମା ପାଗରେ
ମୋ ଛୁଆଁ ରେ ତରଳି ଯାଏ
ଭିଜି ଭିଜି ସେ ମତେ ଭଲ ପାଏ
ଦୁରେ ରହିବା କୁ ରାଣ ଦିଏ
ତା ରାଣ ନ ମାନିଲେ ସେ ଋଷି ଯାଏ
ଋଷି ଗଲେ ଥରେ (୨)
ମାନିବାକୁ କରେ କେତେ ବାହାନା
ତା ଆଖିର ଉଚରେ ତା ପରିଭାଷା
ନୀରବତା କେତେ କଥା କହେ
ଅକୁହା କଥା ସମୂର୍ତି ସମୁକରେ
ସା ନିଧେ ପାମା ରି ଗାମା ପାଗରେ
ନୀରବତା କେତେ କଥା କହେ
ଅକୁହା କଥା ସମୂର୍ତି ସମୁକରେ
ସାଉଁଟି ନେଇ ମୋ ଭାବନା ସେ ଏ
ପ୍ରିୟା ମୋର କେତେ ଆନମନା ହୁଏ
ଆନମନା ପ୍ରିୟା (2)
ତା ଲୁହ ରେ ମତେ ଦିଏ ପା
ତା ଆଖିର ଉଚା ରେ ସେ ପରିଭାଷା
ବୁଝେନେ ବୋଲି ମୁଁ (୨)
ପ୍ରିୟ କରେ କେତେ ରାଗ ରୁଷା
ତା ଆଖିର ଉଚା ରେ ତା ପରିଭାଷା
ତା ରାଗ ବି ନିରୋଳା ପ୍ରେମ ନିଶା
ପ୍ରେମ ନିଶା ପ୍ରେମ ନିଶା
ତା ଆଖିର ଉଚା ରେ ତା ପରିଭାଷା
----///ଶେଷ///---



Credits
Writer(s): Gaurav Anand
Lyrics powered by www.musixmatch.com

Link