Chumma Fotaka - From "Sita Rama Nka Bahaghara Kalijugare"

ମାଠିଆରେ ପାଣି ହେଲାଣି ଡ଼ାବୁ-ଡ଼ାବୁ
ଚୁଇଁ-ମୁଁଇଁ ମନ ତୋ ପାଇଁ ଉବୁ-ଟୁବୁ
ମୁଁ କଳିଯୁଗ ସୀତା, ତୁ ପରା ମୋର ରାମବାବୁ

ଆଲୋ କଉଠି ଥିଲୁ ମୋ ଗେଲ୍ହୀ ଝିଣ୍ଟିକା
ଖୁଆଇଦେଲୁ ପ୍ରେମପାଥି ବଟିକା
ଆଲୋ କଉଠି ଥିଲୁ ମୋ ଗେଲ୍ହୀ ଝିଣ୍ଟିକା
ଖୁଆଇଦେଲୁ ପ୍ରେମପାଥି ବଟିକା

ତତେ ଦେଖି दिल का पंछी मीठ-मीठ बोलेरे
Hero ଟା ମୋ ପୁରା ଛଇ-ଛଟକା
Signal ରେ ଗାଡ଼ି ଟିକେ ଅଟକା
ଛାତିତଳେ ମନ ମୋର ହୁକୁ-ହୁକୁ ହେଲାରେ

ଏ लड़की ଲୁଡି-ମୁଡିକି
ଖୋଲିଦେ ତୋ दिल की खिड़की
ତୁ ready, ମୁଁ ready
ଓଡ଼ିଶାକୁ ଦେବ ଝଟକା

ମୁଁ ତୋର ରାମବାବୁଟା
ଫୁଟା, ଫୁଟା, ଫୁଟା, ଫୁଟା ଚୁମ୍ମା ଫୋଟୋକା
ରହିଯା ଟୋକା, ରହିଯା ଟୋକା
ମୋତେ ଭାରି ଡରଲାଗେ ଚୁମ୍ମା ଫୋଟୋକା

ତୋ ମନ ମୋ ମନ ମିଶାଣ
ଲାଗେ ସତେ ରାମାୟଣ ପୁରାଣ
ତୋ ବାପା, ମୋ ବାପା ରାବଣ
ଜଗିଛନ୍ତି ଆମ ବାଟକୁ

ଆରେ ଏଇଥର ରାବଣପୋଡ଼ିରେ
ଆମ ଗାଁ ଦଶହରା ଭାଡ଼ିରେ
ଯିବେ ସବୁ दुशमन ଉଡ଼ିରେ
ଦେଖିଯିବୁ ନଈପଠାକୁ

ନଈପଠା ନିଚ୍ଛାଟିଆ
ଯିବିନି ମୁଁ ଏକୁଟିଆ
କାହାକୁଲୋ ତୋର ଏତେ ଡର?
Bodyguard ହେଇ ତୋର ରହିଥିବ ଏ ଟୋକା

ମୁଁ ତୋର ରାମବାବୁଟା
ଫୁଟା, ଫୁଟା, ଫୁଟା, ଫୁଟା ଚୁମ୍ମା ଫୋଟୋକା
ରହିଯା ଟୋକା, ରହିଯା ଟୋକା
ମୋତେ ଭାରି ଡରଲାଗେ ଚୁମ୍ମା ଫୋଟୋକା

ଆଲୋ ମୋର ମଲ୍ଲିଫୁଲ ଅତର
ମୁହଁ ତୋର ସରୁ ପାନପତର
କରିଦେଲୁ ମୋତେ ଛୁ-ମନ୍ତର
Hurt କଲୁ heart କୁ ମୋର

ରସମଲି ମୁଁ ରଙ୍ଗବତୀରେ
Long-drive ରେ ଯିବା ସାଥିରେ
ପ୍ରେମଲୀଳା ଜମିଯିବ ରାତିରେ
Headline ହେବ T.V. ରେ

ଆଲୋ ମୋର ଚିକନି darling
ତୋ ପ୍ରେମରେ I'm falling
ସବୁଆଡେ ହବ howling
ତୋର ମୋର lovestory market ରେ କଡକା

ମୁଁ ତୋର ରାମବାବୁଟା
ଫୁଟା, ଫୁଟା, ଫୁଟା, ଫୁଟା ଚୁମ୍ମା ଫୋଟୋକା
ଏ ରହିଯା ଟୋକା, ରହିଯା ଟୋକା
ମୋତେ ଭାରି ଡରଲାଗେ ଚୁମ୍ମା ଫୋଟୋକା



Credits
Writer(s): Kishan Kavadiya
Lyrics powered by www.musixmatch.com

Link