Nagei De Bhoga - From "Nagei De Bhoga"
ତୋ bright ହସ ଘାଣ୍ଟି ଦେଲା
ମୁଁ tweet କଲି ଓଠ ତଳେ
ତୋ bright ହସ ଘାଣ୍ଟି ଦେଲା
ମୁଁ tweet କଲି ଓଠ ତଳେ
ତୋ shinning କେଶ ଉଡୁଥିଲା
ମୋ joining ହେଲା ଖରାବେଳେ
ମୋ ଚିଲ୍ଲମ, ଫିଲମ୍ ହେଇଯା
ତତେ ଚୁମି-ଚୁମି-ଚୁମି ଯିବି
ମୋ bottle, ଫଟଲ ହେଇଯା
ସବୁ ଝୁମି-ଝୁମି-ଝୁମି ଦେବି
କିଛି ବଦଳେ କିଛି ନ ଦେଇ
କାହିଁ ଦେଖଉଛୁ ରଙ୍ଗ?
ନଗେଇଦେ, ନଗେଇଦେ ଭୋଗ
ତୁ ନଗେଇଦେ ଭୋଗ
ନଗେଇଦେ ଭୋଗ
ନଗେଇ-ନଗେଇ, ନଗେଇଦେ ଭୋଗ
ଖୋଲି ଦିଅ bottle ଆଜି ଗଡ଼ିଯିବା road ରେ
ନିଶା ଯଦି ଖସିଯିବ ମାରିଦବା joint ରେ
Quat ଗଲା, point ଆଇଲା, neev, ninety ସଇଲା ରେ
ରାତି ଆଜି ସାରିଦବା ଏଇ ଭୋଗ ଗୀତରେ
ନଗେଇଦେ, ଆରେ ନଗେଇଦେ ଭୋଗ
ତୁ ନଗେଇଦେ ଭୋଗ
ତୋ ଗୋରା ଦେହରେ ଯେବେ ପଡେ କାହା ନଜର
ପଇଡ଼ପାଣି ବି ଲାଗେ, Beer-Beer
ତୁ ଆଗେ ଚାଲିଲେ ଏଠି, ଚାଲେ ଏ ସହର
କହୁନୁ ଆମେ କି ଲାଗୁ? ନିଜର-ନିଜର
ତୋ ମଲମ-ଫଲମ ଦେଇଯା
ଭଲ ଧିରେ-ଧିରେ ହେଇଯିବ
ମୋ ଜଖମ-ଫଖମ ନେଇଯା
ତୋର ଚିହ୍ନ ହୋଇ ରହିଥିବ
କିଛି ବଦଳେ କିଛି ନ ଦେଇ
କାହିଁ ଭିଡୁଛୁ ତୁ ପାଗ?
ନଗେଇଦେ, ନଗେଇଦେ ଭୋଗ
ତୁ ନଗେଇଦେ ଭୋଗ
ନଗେଇଦେ ଭୋଗ
ନଗେଇ-ନଗେଇ, ନଗେଇଦେ ଭୋଗ
Soda ଦିଅ ଧିରେ-ଧିରେ, ପାଣି ନାହିଁ peg ରେ
Hard ଟିକେ ଟେକିଦିଅ, ଅଧା ସିଝା egg ରେ
ହେଇଯା ତୁ cocktail ରହି-ରହି ପିଇବି
ଗରମ ତୋ ଓଠ ଧାରେ ବରଫ ମୁଁ ବୋଳିବି
ନଗେଇଦେ, ନଗେଇଦେ ଭୋଗ
ତୁ ନଗେଇଦେ ଭୋଗ
ତୋ ଅଣ୍ଟା ହଲିଲେ ଆଜି
ହଲେ ମୋ ପଞ୍ଜରା
ଗୋଲାପ ଲାଗୁଛି କାଇଁ ଗଜରା-ଗଜରା?
ତୁ ସଜ ହେଇକି ଯେବେ ଦଉଛୁ ଇଶାରା
ବରଷା ପ୍ରେମର କାଚେ ଅସରା-ଅସରା
ମୋ ଗିଲାସ-ଫିଲାସ ହେଇଯା
ତୋ ଓଠେ-ଓଠ ଛୁଇଁ ଦେବି
ତୁ ମହୁଲି-ଫହୁଲି ହେଇଯା
ତତେ ପିଇ ପାଇ ଢୋକି ଦେବି
କିଛି ବଦଳେ କିଛି ନ ଦେଇ
କାହିଁ ସୁଝଉଛୁ ରାଗ?
ନଗେଇଦେ, ନଗେଇଦେ ଭୋଗ
ତୁ ନଗେଇଦେ ଭୋଗ
ନଗେଇଦେ ଭୋଗ
ତୁ-ତୁ, ନଗେଇଦେ ଭୋଗ
ମୁଁ tweet କଲି ଓଠ ତଳେ
ତୋ bright ହସ ଘାଣ୍ଟି ଦେଲା
ମୁଁ tweet କଲି ଓଠ ତଳେ
ତୋ shinning କେଶ ଉଡୁଥିଲା
ମୋ joining ହେଲା ଖରାବେଳେ
ମୋ ଚିଲ୍ଲମ, ଫିଲମ୍ ହେଇଯା
ତତେ ଚୁମି-ଚୁମି-ଚୁମି ଯିବି
ମୋ bottle, ଫଟଲ ହେଇଯା
ସବୁ ଝୁମି-ଝୁମି-ଝୁମି ଦେବି
କିଛି ବଦଳେ କିଛି ନ ଦେଇ
କାହିଁ ଦେଖଉଛୁ ରଙ୍ଗ?
ନଗେଇଦେ, ନଗେଇଦେ ଭୋଗ
ତୁ ନଗେଇଦେ ଭୋଗ
ନଗେଇଦେ ଭୋଗ
ନଗେଇ-ନଗେଇ, ନଗେଇଦେ ଭୋଗ
ଖୋଲି ଦିଅ bottle ଆଜି ଗଡ଼ିଯିବା road ରେ
ନିଶା ଯଦି ଖସିଯିବ ମାରିଦବା joint ରେ
Quat ଗଲା, point ଆଇଲା, neev, ninety ସଇଲା ରେ
ରାତି ଆଜି ସାରିଦବା ଏଇ ଭୋଗ ଗୀତରେ
ନଗେଇଦେ, ଆରେ ନଗେଇଦେ ଭୋଗ
ତୁ ନଗେଇଦେ ଭୋଗ
ତୋ ଗୋରା ଦେହରେ ଯେବେ ପଡେ କାହା ନଜର
ପଇଡ଼ପାଣି ବି ଲାଗେ, Beer-Beer
ତୁ ଆଗେ ଚାଲିଲେ ଏଠି, ଚାଲେ ଏ ସହର
କହୁନୁ ଆମେ କି ଲାଗୁ? ନିଜର-ନିଜର
ତୋ ମଲମ-ଫଲମ ଦେଇଯା
ଭଲ ଧିରେ-ଧିରେ ହେଇଯିବ
ମୋ ଜଖମ-ଫଖମ ନେଇଯା
ତୋର ଚିହ୍ନ ହୋଇ ରହିଥିବ
କିଛି ବଦଳେ କିଛି ନ ଦେଇ
କାହିଁ ଭିଡୁଛୁ ତୁ ପାଗ?
ନଗେଇଦେ, ନଗେଇଦେ ଭୋଗ
ତୁ ନଗେଇଦେ ଭୋଗ
ନଗେଇଦେ ଭୋଗ
ନଗେଇ-ନଗେଇ, ନଗେଇଦେ ଭୋଗ
Soda ଦିଅ ଧିରେ-ଧିରେ, ପାଣି ନାହିଁ peg ରେ
Hard ଟିକେ ଟେକିଦିଅ, ଅଧା ସିଝା egg ରେ
ହେଇଯା ତୁ cocktail ରହି-ରହି ପିଇବି
ଗରମ ତୋ ଓଠ ଧାରେ ବରଫ ମୁଁ ବୋଳିବି
ନଗେଇଦେ, ନଗେଇଦେ ଭୋଗ
ତୁ ନଗେଇଦେ ଭୋଗ
ତୋ ଅଣ୍ଟା ହଲିଲେ ଆଜି
ହଲେ ମୋ ପଞ୍ଜରା
ଗୋଲାପ ଲାଗୁଛି କାଇଁ ଗଜରା-ଗଜରା?
ତୁ ସଜ ହେଇକି ଯେବେ ଦଉଛୁ ଇଶାରା
ବରଷା ପ୍ରେମର କାଚେ ଅସରା-ଅସରା
ମୋ ଗିଲାସ-ଫିଲାସ ହେଇଯା
ତୋ ଓଠେ-ଓଠ ଛୁଇଁ ଦେବି
ତୁ ମହୁଲି-ଫହୁଲି ହେଇଯା
ତତେ ପିଇ ପାଇ ଢୋକି ଦେବି
କିଛି ବଦଳେ କିଛି ନ ଦେଇ
କାହିଁ ସୁଝଉଛୁ ରାଗ?
ନଗେଇଦେ, ନଗେଇଦେ ଭୋଗ
ତୁ ନଗେଇଦେ ଭୋଗ
ନଗେଇଦେ ଭୋଗ
ତୁ-ତୁ, ନଗେଇଦେ ଭୋଗ
Credits
Writer(s): Asad Nizam
Lyrics powered by www.musixmatch.com
Link
Other Album Tracks
- Dussehra Bazara Sandha - From "Kabula Barabula Searching Laila"
- Chuti Kholile - From "Godfather"
- Chumma Fotaka - From "Sita Rama Nka Bahaghara Kalijugare"
- Payr Wala - From "Godfather"
- The BB Song - From "The BB Song"
- Sonu - From "Kabula Barabula Searching Laila"
- Halu Halu - From "Mu Khanti Odia Jhia"
- Rate Kete - From "Badmash Toka"
- Nagei De Bhoga - From "Nagei De Bhoga"
- Happy Happy Happy New Year - From "The End"
© 2024 All rights reserved. Rockol.com S.r.l. Website image policy
Rockol
- Rockol only uses images and photos made available for promotional purposes (“for press use”) by record companies, artist managements and p.r. agencies.
- Said images are used to exert a right to report and a finality of the criticism, in a degraded mode compliant to copyright laws, and exclusively inclosed in our own informative content.
- Only non-exclusive images addressed to newspaper use and, in general, copyright-free are accepted.
- Live photos are published when licensed by photographers whose copyright is quoted.
- Rockol is available to pay the right holder a fair fee should a published image’s author be unknown at the time of publishing.
Feedback
Please immediately report the presence of images possibly not compliant with the above cases so as to quickly verify an improper use: where confirmed, we would immediately proceed to their removal.