Tu Jahaku Rakhibu

ତୁ ଯାହାକୁ ରଖିବୁ ତାକୁ ମାରିବ କିଏ?
ତୁ ଯାହାକୁ ଗଢିବୁ ତାକୁ ଭାଙ୍ଗିବ କିଏ?
ତୁ ଯାହାକୁ ରଖିବୁ ତାକୁ ମାରିବ କିଏ?
ତୁ ଯାହାକୁ ଗଢିବୁ ତାକୁ ଭାଙ୍ଗିବ କିଏ?

ଦୁନିଆର ଯେତେ ଦୁଃଖ ସବୁତୁ ଛଡେଇ ନେ
ଦୁନିଆର ଯେତେ ଦୁଃଖ ସବୁତୁ ଛଡେଇ ନେ

ତୋର ଚରଣେ ସରଣ ଦେ

ଚକ୍ର ଘୋଡେଇଦେ କାଳିଆ, ଶଙ୍ଖ ଘୋଡେଇଦେ
ଗଦା ଘୋଡେଇଦେ କାଳିଆ, ପଦ୍ମ ଘୋଡେଇଦେ
ଶଙ୍ଖ ଘୋଡେଇଦେ କାଳିଆ, ଚକ୍ର ଘୋଡେଇଦେ
ଗଦା ଘୋଡେଇଦେ କାଳିଆ, ପଦ୍ମ ଘୋଡେଇଦେ

କାଳିଆ, କାଳିଆ, କାଳିଆ, କାଳିଆ, କାଳିଆ, କାଳିଆ, କାଳିଆ ମୋ କାଳିଆ

ତୋ ହାତେ ସ୍ୱର୍ଗ, ତୋ ହାତେ ନର୍କ
ତୋ ହାତେ ସବୁ ଖେଳ
ତୋ ହାତ ଛାଡି ବାଟ ଚାଲିବ
ନାହିଁ କାହାର ବଳ

ତୁ ଯାହାକୁ ଦାନ କରିବୁ ହବ ସେ ଧନୀ
ତୁ ଯାହାର ମାନ ରଖିବୁ ହବ ସେ ମାନି

ଦୁନିଆର ଯେତେ ପାପୀ ପାପ ତୁ ଛଡେଇ ନେ
ଦୁନିଆର ଯେତେ ପାପୀ ପାପ ତୁ ଛଡେଇ ନେ

ତୋର ଚରଣେ ସରଣ ଦେ

ଶଙ୍ଖ ଘୋଡେଇଦେ କାଳିଆ, ଚକ୍ର ଘୋଡେଇଦେ
ପଦ୍ମ ଘୋଡେଇଦେ କାଳିଆ, ଗଦା ଘୋଡେଇଦେ
ଚକ୍ର ଘୋଡେଇଦେ କାଳିଆ, ଶଙ୍ଖ ଘୋଡେଇଦେ
ପଦ୍ମ ଘୋଡେଇଦେ କାଳିଆ, ଗଦା ଘୋଡେଇଦେ

କାଳିଆ, କାଳିଆ, କାଳିଆ, କାଳିଆ, କାଳିଆ, କାଳିଆ, କାଳିଆ ମୋ କାଳିଆ

ତତେ ଡାକିଲା, ତ୍ରାହି ପାଇଲା ଦ୍ରୌପଦୀର ଲାଜ
ତତେ ଭଜିଲେ, ଉଦ୍ଧାର ହେଲେ ମୃଗୁଣି ଗଜରାଜ

ଜଗନ୍ନାଥ ସ୍ୱାମୀ କି ଜୟ

ତୁ ଯାହାକୁ ଆଶ୍ରୟ ଦବୁ ହବ ସେ ଧନ୍ୟ
ତୁ ଯାହାଠୁ ଛଡେଇ ନବୁ ହବ ସେ ଶୂନ୍ୟ

ଦୁନିଆର ଯେତେ ଗର୍ବୀ ଗର୍ବ ତୁ ଉଡେଇ ନେ
ଦୁନିଆର ଯେତେ ଗର୍ବୀ ଗର୍ବ ତୁ ଉଡେଇ ନେ

ତୋ ଚରଣେ ସରଣ ଦେ

ଶଙ୍ଖ ଘୋଡେଇଦେ କାଳିଆ, ଚକ୍ର ଘୋଡେଇଦେ
ପଦ୍ମ ଘୋଡେଇଦେ କାଳିଆ, ଗଦା ଘୋଡେଇଦେ
ଶଙ୍ଖ ଘୋଡେଇଦେ କାଳିଆ, ଚକ୍ର ଘୋଡେଇଦେ
ପଦ୍ମ ଘୋଡେଇଦେ କାଳିଆ, ଗଦା ଘୋଡେଇଦେ

କାଳିଆ, କାଳିଆ, କାଳିଆ, କାଳିଆ, କାଳିଆ, କାଳିଆ, କାଳିଆ ମୋ କାଳିଆ

ଶ୍ରଦ୍ଧାରେ ଦେଲା ଭକ୍ତ ଦାସିଆ, ହାତୁ ନଡ଼ିଆ ନେଲୁ
ଭାବରେ ଥିଲା ବିଦୁର ବୋଲି ଭୋଗ ଥାଳିଆ ଦେଲୁ

ଜୟ ଜଗନ୍ନାଥ

ତୁ ଯାହାକୁ ଭରସା ତାର କାହାକୁ ଡର
ଭାବରେ ସିନା ନିକଟେ ଥାଉ ଅଭାବେ ଦୂର

ଦୁନିଆର ଯେତେ ଭକ୍ତ ଦେ ତୁ କୋଳେଇ ନେ
ଦୁନିଆର ଯେତେ ଭକ୍ତ ଦେ ତୁ କୋଳେଇ ନେ

ତୋ ଚରଣେ ସରଣ ଦେ

ଶଙ୍ଖ ଘୋଡେଇଦେ କାଳିଆ, ଚକ୍ର ଘୋଡେଇଦେ
ଗଦା ଘୋଡେଇଦେ କାଳିଆ, ପଦ୍ମ ଘୋଡେଇଦେ
ଶଙ୍ଖ ଘୋଡେଇଦେ କାଳିଆ, ଚକ୍ର ଘୋଡେଇଦେ
ପଦ୍ମ ଘୋଡେଇଦେ କାଳିଆ, ଗଦା ଘୋଡେଇଦେ
ଶଙ୍ଖ ଘୋଡେଇଦେ କାଳିଆ ଚକ୍ର ଘୋଡେଇଦେ
ଗଦା ଘୋଡେଇଦେ କାଳିଆ, ପଦ୍ମ ଘୋଡେଇଦେ

କାଳିଆ, କାଳିଆ, କାଳିଆ, କାଳିଆ, କାଳିଆ, କାଳିଆ, କାଳିଆ, କାଳିଆ
କାଳିଆ, କାଳିଆ, କାଳିଆ, କାଳିଆ, କାଳିଆ, କାଳିଆ, କାଳିଆ ମୋ କାଳିଆ



Credits
Writer(s): Harshad Shinde, Basantraj Samal
Lyrics powered by www.musixmatch.com

Link