Tu Keun Saragar

ତୁ କେଉଁ ସରଗର ଶଶୀ?
କେଉଁ ସରଗର ଶଶୀ?
ତୁ କେଉଁ ସରଗର ଶଶୀ?

କେଉଁ ସରଗର ଶଶୀ?
କେଉଁ ସରଗର ଶଶୀ?
ତୁ କେଉଁ ସରଗର ଶଶୀ?

ନୀଳାଚଳ ଧାମେ ପଡ଼ିଚୁ ଖସି
ନୀଳାଚଳ ଧାମେ ପଡ଼ିଚୁ ଖସି
ଧନ୍ୟ ଏ ଓଡ଼ିଶା ବାସୀ

କେଉଁ ସରଗର ଶଶୀ?
ତୁ କେଉଁ ସରଗର ଶଶୀ?
ତୁ କେଉଁ ସରଗର ଶଶୀ?
ତତେ ପାଇ ନାଚେ ଆମରି ମନ
ତୁହି ପରା ଆମ ଜୀବ ଜୀବନ
ତତେ ପାଇ ନାଚେ ଆମରି ମନ
ତୁହି ପରା ଆମ ଜୀବ ଜୀବନ

ବିମାନେ ଝୁଲେଇ, ଚନ୍ଦନ ଲଗେଇ
ଚାପରେ ଖେଳେଇ ରଥରେ ବସେଇ

ତେବେବି ପୁରେନି ଆମରି ମନ
ତେବେବି ପୁରେନି ଆମରି ମନ
ତତେ ପୂଜା କରୁ ବସି

କେଉଁ ସରଗର ଶଶୀ?
କେଉଁ ସରଗର ଶଶୀ?
ତୁ କେଉଁ ସରଗର ଶଶୀ?
ତୋର କଳାରୂପ ଏଡ଼େ ସୁନ୍ଦର
ତୋର ସାଥେ ପ୍ରଭୁ ତୁଳନା ତୋର
ତୋର କଳାରୂପ ଏଡ଼େ ସୁନ୍ଦର
ତୋର ସାଥେ ପ୍ରଭୁ ତୁଳନା ତୋର

ଖଣ୍ଡୁଆ ପିନ୍ଧେଇ, ଫୁଲରେ ସଜେଇ
ଷାଠିଏ ପଉଟି ସରାଗେ ଖୁଆଇ

ତୋ ସେବାରେ ଆମେ ହେଉ ତ ଖୁସି
ତୋ ସେବାରେ ଆମେ ହେଉ ତ ଖୁସି
ଯିବୁ ନାହିଁ କେବେ ରୁଷି

କେଉଁ ସରଗର ଶଶୀ?
ତୁ କେଉଁ ସରଗର ଶଶୀ?
ତୁ କେଉଁ ସରଗର ଶଶୀ?

ନୀଳାଚଳ ଧାମେ ପଡ଼ିଚୁ ଖସି
ନୀଳାଚଳ ଧାମେ ପଡ଼ିଚୁ ଖସି
ଧନ୍ୟ ଏ ଓଡ଼ିଶା ବାସୀ

କେଉଁ ସରଗର ଶଶୀ?
କେଉଁ ସରଗର ଶଶୀ?
ତୁ କେଉଁ ସରଗର ଶଶୀ?

କେଉଁ ସରଗର ଶଶୀ?
କେଉଁ ସରଗର ଶଶୀ?
ତୁ କେଉଁ ସରଗର ଶଶୀ?

କେଉଁ ସରଗର ଶଶୀ?
ତୁ କେଉଁ ସରଗର ଶଶୀ?
ତୁ କେଉଁ ସରଗର ଶଶୀ?



Credits
Writer(s): Amrendra Mohanty, Sirsanada
Lyrics powered by www.musixmatch.com

Link