Aji Mote Miligala

ଆଜି ମୋତେ ମିଳିଗଲା ମୋ ମନ ମୟୂରୀ
ଛାଡ଼ିବିନି ତୁମକୁ ମୁଁ ଯିବି ପଛେ ମରି
ବହୁଦିନୁ ଖୋଜି ଖୋଜି ପାଇଚି ତୁମକୁ ଆଜି
ତୁମେ ମୋର ମନ ମୟୂରୀ
ହୁଁ ତୁମେ ମୋର ମନ ମୟୂରୀ

ଭାରି ଦୁଷ୍ଟ ତୁମେ ମୋର ମନ କଲ ଚୋରି
ସବୁକିଛି ଭୁଲି ତୁମ ସାଜିଲି ମୟୂରୀ
ହଜିଗଲା ମନ ମୋର, ଶୁଣି ତୁମ ଗୀତ ସୁର
ସାଜିଲି ମୁଁ ତୁମ ମୟୂରୀ
ଓ, ସାଜିଲି ମୁଁ ତୁମ ମୟୂରୀ

ହସି ହସିକା ହାତଧରି ଆମେ ଗଢ଼ିବା ସ୍ବପ୍ନ ପୁରୀ
ଜହ୍ନ ହସିବ କିରିକିରି
ଓହୋ, ଓହୋ, ଓହୋ, ହୋଏ, ହୋଏ, ହୋଏ
ହସି ହସିକା ହାତଧରି ଆମେ ଗଢ଼ିବା ସ୍ବପ୍ନ ପୁରୀ
ଜହ୍ନ ହସିବ କିରିକିରି
ଲାଲା, ଲାଲା, ଲାଲା, ଲାଲାଲା

ଆଜି ମୋତେ ମିଳିଗଲା ମୋ ମନ ମୟୂରୀ
ଛାଡ଼ିବିନି ତୁମକୁ ମୁଁ ଯିବି ପଛେ ମରି
ବହୁଦିନୁ ଖୋଜି ଖୋଜି ପାଇଚି ତୁମକୁ ଆଜି
ସାଜିଲି ମୁଁ ତୁମ ମୟୂରୀ
ଓ, ସାଜିଲି ମୁଁ ତୁମ ମୟୂରୀ

ବହେ ପବନ ଥିରି ଥିରି
ଭସେଇଦେବା ପ୍ରେମ ତରୀ
ଆମେ ନଯିବା କେବେ ଡ଼ରି
ଓହୋ, ଓହୋ, ଓହୋ, ହୋଏ, ହୋଏ, ହୋଏ
ବହେ ପବନ ଥିରି ଥିରି
ଭସେଇଦେବା ପ୍ରେମ ତରୀ
ଆମେ ନଯିବା କେବେ ଡ଼ରି
ଲାଲା, ଲାଲା, ଲାଲା, ଲାଲାଲା

ଆଜି ମୋତେ ମିଳିଗଲା ମୋ ମନ ମୟୂରୀ
ଛାଡ଼ିବିନି ତୁମକୁ ମୁଁ ଯିବି ପଛେ ମରି
ବହୁଦିନୁ ଖୋଜି ଖୋଜି ପାଇଚି ତୁମକୁ ଆଜି
ସାଜିଲି ମୁଁ ତୁମ ମୟୂରୀ
ଓ, ସାଜିଲି ମୁଁ ତୁମ ମୟୂରୀ

ଭାରି ଦୁଷ୍ଟ ତୁମେ ମୋର ମନ କଲ ଚୋରି
ସବୁକିଛି ଭୁଲି ତୁମ ସାଜିଲି ମୟୂରୀ
ହଜିଗଲା ମନ ମୋର, ଶୁଣି ତୁମ ଗୀତ ସୁର
ସାଜିଲି ମୁଁ ତୁମ ମୟୂରୀ
ଓ, ସାଜିଲି ମୁଁ ତୁମ ମୟୂରୀ

ସାଜିଲି ମୁଁ ତୁମ ମୟୂରୀ
ଓ, ସାଜିଲି ମୁଁ ତୁମ ମୟୂରୀ
ସାଜିଲି ମୁଁ ତୁମ ମୟୂରୀ
ଓ, ସାଜିଲି ମୁଁ ତୁମ ମୟୂରୀ



Credits
Writer(s): Sirshananda Das Kanungo
Lyrics powered by www.musixmatch.com

Link