Batoi Bhai

ବାଟୋଇ ଭାଇ ଯାଉଚ କାହିଁ?
ବାଟୋଇ ଭାଇ ଯାଉଚ କାହିଁ?
ଆମ ଦ୍ବୀପରେ ରହିବକି?
ଆମ ଦ୍ବୀପରେ ରହିବକି?

ଆମ ଦ୍ବୀପରେ ଫୁଲ ଅଛି, ହେଲେ ନାହିଁ ତ ମହୁମାଛି
ମହୁମାଛି ହୋଇ ଏଇ ଫୁଲକୁ ଯିବକି ଚୁମି ଚୁମି

ଲା-ଲାଲା-ଲାଲା-ଲାଲା, ଲାଲା-ଲାଲା-ଲାଲା

ହେଲେ ହେଲି ବା ମହୁମାଛି
ଯେତେ ଦ୍ବୀପରେ ଫୁଲ ଅଛି
ହେଲେ ହେଲି ବା ମହୁମାଛି
ଯେତେ ଦ୍ବୀପରେ ଫୁଲ ଅଛି
ମହୁମାଛି ହୋଇ ସବୁ ଫୁଲକୁ ଯାଏ ମୁଁ ଯଦି ଚୁମି

ନା, ନାଇଁରେ ନାଇଁ, ନାଇଁରେ ନାଇଁ, ନାଇଁରେ ନାଇଁ-ନା
ନାନା-ନାନା-ନାନା-ନାନା

ବାଟୋଇ ଭାଇ ଯାଉଚ କାହିଁ?
ବାଟୋଇ ଭାଇ ଯାଉଚ କାହିଁ?
ଆମ ଦ୍ବୀପରେ ରହିବକି?
ଆମ ଦ୍ବୀପରେ ରହିବକି?

ଅଛି ଦ୍ବୀପରେ ପରବତ, ହେଲେ ନାହିଁ ତ ଭସା ବଉଦ
ଭିଯାଇ ଦେବ ଦେହକୁ ମୋର ତୁମେ ବରଷା ହୋଇ

ଲା-ଲାଲା-ଲାଲା-ଲାଲା, ଲାଲା-ଲାଲା-ଲାଲା

ଯଦି କଳାମେଘ ମୁଁ ହେବି ଏଇ ଦ୍ବୀପରେ ବରଷି ଯିବି
ଯଦି କଳାମେଘ ମୁଁ ହେବି ଏଇ ଦ୍ବୀପରେ ବରଷି ଯିବି
ସବୁ କଅଁଳ ଦେହକୁ ଯଦି ଯିବି ମୁଁ ଧୋଇଦେଇ

ନା, ନାଇଁରେ ନାଇଁ, ନାଇଁରେ ନାଇଁ, ନାଇଁରେ ନାଇଁ-ନା

ବାଟୋଇ ଭାଇ ଯାଉଚ କାହିଁ?
ବାଟୋଇ ଭାଇ ଯାଉଚ କାହିଁ?
ଆମ ଦ୍ବୀପରେ ରହିବକି?
ଆମ ଦ୍ବୀପରେ ରହିବକି?

ଅଛି ଦ୍ବୀପରେ ଆମ ନଉକା, ହେଲେ ନାଉରୀର ନାହିଁ ଦେଖା
ପାରି କରିଦେବ ମତେ ତୁମେ ଏକା ନାଉରୀଟିଏ ହୋଇ

ଲା-ଲାଲା-ଲାଲା-ଲାଲା, ଲାଲା-ଲାଲା-ଲାଲା

ତୁ କହିଲେ ନାଉରୀ ହେବି, ତୁ ଚାହିଁଲେ ପାରି କରିବି
ତୁ କହିଲେ ନାଉରୀ ହେବି, ତୁ ଚାହିଁଲେ ପାରି କରିବି
ଦ୍ବୀପରେ ଯେତେ ସୁନ୍ଦରୀ ସବୁ ନାଆରେ ଯିବି ନେଇ

ନା, ନାଇଁରେ ନାଇଁ, ନାଇଁରେ ନାଇଁ, ନାଇଁରେ ନାଇଁ-ନା



Credits
Writer(s): Sirshananda Das Kanungo
Lyrics powered by www.musixmatch.com

Link