Dakilani Baba Mate

ଡାକିଲେଣି ବାବା ମୋତେ ରେ
ମୁଁ ଯାଉଛି ଶିରିଡ଼ି ଧାମ
ଡାକିଲେଣି ବାବା ମୋତେ ରେ
ମୁଁ ଯାଉଛି ଶିରିଡ଼ି ଧାମ

ନିମ ଗଛ ମୂଳେ ବସି ମୁହିଁ

ଆଜି ଗାଇବି ତାଙ୍କରି ନାମ
ଆଜି ଗାଇବି ତାଙ୍କରି ନାମ
ଆଜି ଗାଇବି ତାଙ୍କରି ନାମ
ମୁଁ ଯାଉଛି ଶିରିଡ଼ି ଧାମ

ସଂସାର ଜଞ୍ଜାଳ ବାନ୍ଧିଥିଲା ମୋତେ
ଏବେ ବାନ୍ଧିହେବି ବାବାଙ୍କ ପ୍ରେମେ
ଘର କାମ କରି ଦିନ ଯାଉଥିଲା
ଏବେ ଦିନ ଯିବ ବାବାଙ୍କ କାମେ

ସଂସାର ଜଞ୍ଜାଳ ବାନ୍ଧିଥିଲା ମୋତେ
ଏବେ ବାନ୍ଧିହେବି ବାବାଙ୍କ ପ୍ରେମେ
ଘର କାମ କରି ଦିନ ଯାଉଥିଲା
ଏବେ ଦିନ ଯିବ ବାବାଙ୍କ କାମେ

ପାପେ ଆଉ ଘାଣ୍ଟି ହେବି ନାହିଁ

ଏବେ ରଖିବି ସାଇତି ଧର୍ମ
ଏବେ ରଖିବି ସାଇତି ଧର୍ମ
ଏବେ ରଖିବି ସାଇତି ଧର୍ମ
ମୁଁ ଯାଉଛି ଶିରିଡ଼ି ଧାମ

ଦେଲେ ନେଲେ ସବୁ କରନ୍ତି ଆଦର
ନଦେଲେ ମୁହଁକୁ ଚାହାନ୍ତି ନାହିଁ
ଦୁନିଆଁ ଦାଣ୍ଡରେ କାନ୍ଦୁଥିଲେ ବସି
ସରଣ ଦିଅନ୍ତି ଶିରିଡ଼ି ସାଇ

ଦେଲେ ନେଲେ ସବୁ କରନ୍ତି ଆଦର
ନଦେଲେ ମୁହଁକୁ ଚାହାନ୍ତି ନାହିଁ
ଦୁନିଆଁ ଦାଣ୍ଡରେ କାନ୍ଦୁଥିଲେ ବସି
ସରଣ ଦିଅନ୍ତି ଶିରିଡ଼ି ସାଇ

ସେଇ ଧାମେ ସଦା ରହିଥିଲେ

ମୋତେ ନେଇ ପାରିବନି ଯମ
ମୋତେ ନେଇ ପାରିବନି ଯମ
ମୋତେ ନେଇ ପାରିବନି ଯମ
ମୁଁ ଯାଉଛି ଶିରିଡ଼ି ଧାମ

ଡାକିଲେଣି ବାବା ମୋତେ ରେ
ମୁଁ ଯାଉଛି ଶିରିଡ଼ି ଧାମ
ଡାକିଲେଣି ବାବା ମୋତେ ରେ
ମୁଁ ଯାଉଛି ଶିରିଡ଼ି ଧାମ

ନିମ ଗଛ ମୂଳେ ବସି ମୁହିଁ

ଆଜି ଗାଇବି ତାଙ୍କରି ନାମ
ଆଜି ଗାଇବି ତାଙ୍କରି ନାମ
ଆଜି ଗାଇବି ତାଙ୍କରି ନାମ
ମୁଁ ଯାଉଛି ଶିରିଡ଼ି ଧାମ



Credits
Writer(s): Narendra Kumar, Dilip Jena
Lyrics powered by www.musixmatch.com

Link