Shirdi Dham Re

ସିରିଦି ଧାମରେ କିଏ ଲୋ
ଭକତଙ୍କୁ ଟାଣି ନିଏ ଲୋ
ସିରିଦି ଧାମରେ କିଏ ଲୋ
ଭକତଙ୍କୁ ଟାଣି ନିଏ ଲୋ
ସାତ ନିରାକରସେବୁଲା ଫକୀର
ସାତ ନିରାକରସେବୁଲା ଫକୀର
ସବୁରି ପ୍ରାଣ କୁ ଛୁଏ ଲୋ
ବିଭୁତିକୁ ବାନ୍ତି ନିଏ ଲୋ
ସବୁରି ପ୍ରାଣ କୁ ଛୁଏ ଲୋ
ବିଭୁତିକୁ ବାନ୍ତି ନିଏ ଲୋ

ଭାବ କରିଲେ ତା ସାଙ୍ଗରେ
ନାଵ ଲାଗେଇବ ଖୁଳରେ
ଆହା ଭାବ କରିଲେ ତା ସାଙ୍ଗରେ
ନାଵ ଲାଗେଇବ ଖୁଳରେ
ବଲୁସ କାଳୀଂମା ଯେତେରେ
ଧୋଇଦେଵ କୃପା ଜଳରେ
ସାଇ ପଡେ ଯିଏ ସରଣ ନିଅଇ
ସାଇ ପଡେ ଯିଏ ସରଣ ନିଅଇ
ଆଶୀର୍ବାଦ ଦିଏ ସିଏଲୋ
ମୁକ୍ତି ପଥ ଦେଇ ଦିଏଲ
ବାବା ଆଶୀର୍ବାଦ ଦିଏ ସିଏଲୋ
ମୁକ୍ତି ପଥ ଦଲେଇ ଦିଏ ଲୋ

ଭକ୍ତ ପାଇଁ ଖୁଲେ ଦୁଆର
ଚାହିଁଛନ୍ତି ସାଇ ଠାକୁର
ଆହା ଭକ୍ତ ପାଇଁ ଖୁଲେ ଦୁଆର
ଚାହିଁଛନ୍ତି ସାଇ ଠାକୁର
ଚାଲିଗଲେ ସାଇ ମନ୍ଦିର
ଘୁଂଚିଯିବ ଦୁଃଖ ତୋହର
ପ୍ରଣତି ଢାଳିରେ ପଡେ ପୂଜା କଲେ
ପ୍ରଣତି ଢାଳିରେ ପଡେ ପୂଜା କଲେ
ଖାଇ ପଡି ରହେ ସିଏଲୋ
ସୁଖ ଶାନ୍ତି ଦିଏ ସିଏ ଲୋ
ବାବା ଖାଇ ପଡି ରହେ ସିଏଲୋ
ସୁଖ ଶାନ୍ତି ଦିଏ ସିଏ ଲୋ
ସରିଡ଼ି ଧାମରେ କିଏ ଲୋ
ଭକତଙ୍କୁ ଟାଣି ନିଏ ଲୋ
ସରିଡ଼ି ଧାମରେ କିଏ ଲୋ
ଭକତଙ୍କୁ ଟାଣି ନିଏ ଲୋ
ଶାନ୍ତ ନିରାକାର ସେକବୁଲା ଫକୀର
ଶାନ୍ତ ନିରାକାର ସେକବୁଲା ଫକୀର
ସବୁରି ପ୍ରାଣ କୁ ଛୁଏଁ ଲୋ
ବିଭୁତିକୁ ବାନ୍ତି ନିଏ ଲୋ
ବାବା ସବୁରି ପ୍ରାଣ କୁ ଛୁଏଁ ଲୋ
ବିଭୁତିକୁ ବାନ୍ତି ନିଏ ଲୋ
ବାବା ସବୁରି ପ୍ରାଣ କୁ ଛୁଏଁ ଲୋ
ବିଭୁତିକୁ ବାନ୍ତି ନିଏ ଲୋ
ବାବା ସବୁରି ପ୍ରାଣ କୁ ଛୁଏଁ ଲୋ
ବିଭୁତିକୁ ବାନ୍ତି ନିଏ ଲୋ



Credits
Writer(s): Narendra Kumar, Dilip Jena
Lyrics powered by www.musixmatch.com

Link