Aa Re Aa Re (From "Gote Suaa Gote Sari")
ଗୋଟେ ଶୁଆ, ଗୋଟେ ଶାରୀ (ଗୋଟେ ଶୁଆ, ଗୋଟେ ଶାରୀ)
ଦୁହେଁ ଆପଣାର ଭାରି (ଦୁହେଁ ଆପଣାର ଭାରି)
ହଜାରେ ଜନମକୁ ଦୁହେଁ ତ ଯୋଡ଼ି (ହଜାରେ ଜନମକୁ ଦୁହେଁ ତ ଯୋଡ଼ି)
ଉପର ବାଲା ସତେ ଦେଇଛି ଗଢ଼ି (ଉପର ବାଲା ସତେ ଦେଇଛି ଗଢ଼ି)
ହାଏରେ, ହାଏ-ହାଏ-ହାଏ
ମୁଁ ତତେ ସବୁବେଳେ ଚାହେଁ
କଲୁ କଉ କିମିଆ କହ?
ଭଲ ଲାଗେ ତୋରି ମୁହଁ
କଲୁ କଉ କିମିଆ କହ?
ଭଲ ଲାଗେ ତୋରି ମୁହଁ
ତୋ ପାଇଁ ସବୁ ଭୁଲିଯାଏ, ହାଏ, ହାଏ, ହାଏ
ହାଏରେ, ହାଏ-ହାଏ-ହାଏ
ମୁଁ ତୋର ପାଖେପାଖେ ଥାଏ
ଥିଲୁ ସତେ କଉଠି କହ?
ସବୁଦିନେ ମୋ ପାଖେ ରହ
ଥିଲୁ ସତେ କଉଠି କହ?
ସବୁଦିନେ ମୋ ପାଖେ ରହ
ମୁଁ ତତେ ଭାରି ଭଲପାଏ, ହାଏ, ହାଏ, ହାଏ
ହାଏରେ, ହାଏ-ହାଏ-ହାଏ
ହଁ, ମୁଁ ତୋର ପାଖେପାଖେ ଥାଏ
ଆ-ଆ-ଆ (ଆ-ଆ-ଆ)
ଆ-ଆ-ଆ (ଆ-ଆ-ଆ)
ଓଠ ମହୁ, ହସ ମହୁ
ମହୁଲି ନିଶା ତୋ ପ୍ରେମ
କେମିତି ଛାଡ଼ିବ ସେ ନିଶା କହ ମୋ?
ଗପ ମିଠା, ଗୀତ ମିଠା
ଦେଲୁ ତୁ ମିଠା ଜଖମ
ତୋ ପରି ଦୁନିଆଁରେ କେହି ନୁହଁ ମ
ଦୁନିଆଁ ସାରା, ଖୋଜିଲି ପରା
ପାଇଲି ନାହିଁ ତୋଠୁ ସୁନ୍ଦରୀ
ସୁନ୍ଦରୀ ଥିଲି, କି ପ୍ରେମ କଲି?
ସୁନ୍ଦରୀ ମୁଁ ଯେ ହେଲି ଆହୁରି
ସୁନ୍ଦର ଚେହେରା ତୋର
ଉଡ଼େଇଲା ହୋସ୍ ମୋର
ସୁନ୍ଦର ଚେହେରା ତୋର
ଉଡ଼େଇଲା ହୋସ୍ ମୋର
ବେହୋସ୍ ମୁଁ ଯେ ହୋଇଯାଏ, ହାଏ, ହାଏ, ହାଏ
ହାଏରେ, ହାଏ-ହାଏ-ହାଏ-ହାଏ-ହାଏ-ହାଏ
ମୁଁ ତତେ ସବୁବେଳେ ଚାହେଁ-ଚାହେଁ-ଚାହେଁ-ଚାହେଁ
ଗୋଟେ ଶୁଆ, ଗୋଟେ ଶାରୀ (ଗୋଟେ ଶୁଆ, ଗୋଟେ ଶାରୀ)
ଅତୁଟ ଏ ପ୍ରେମ ଡୋରି (ଅତୁଟ ଏ ପ୍ରେମ ଡୋରି)
ଏ ସାରା ଦୁନିଆଁ ହେଲେ ହଉ ବଇରୀ (ଏ ସାରା ଦୁନିଆଁ ହେଲେ ହଉ ବଇରୀ)
ପାରିବେନି କେହି କେବେ ଅଲଗା କରି (ପାରିବେନି କେହି କେବେ ଅଲଗା କରି)
ଥିଲି ଏକା, ହେଲୁ ଦେଖା
ଲେଖା ତ ହେଲା କାହାଣୀ
ମିଶିଲା ଚାହାଣି ରେ ଚୋରା-ଚାହାଣି
ଦେଲୁ ମନ, ନେଲୁ ମନ
ଝିଅ ତୁ ବଡ଼ ସିଆଣି
ଛାଡୁନୁ ମତେ ଆଉ ଧରିଛୁ ଟାଣି
ଧରିଛି ଟାଣି, ମୁଁ ତୋର ରାଣୀ
ଯିବୁନି ଛାଡ଼ି ତୁ ମୋ ଚଗଲା ରାଜା
କୁଆଡେ ଯିବି? କାହିଁକି ଯିବି?
ତୋ ସାଥେ ଜୀବନଟା ଲାଗୁଛି ମଜା
ମୋ ଜୀବନେ ଆସିଲୁ ଯଦି
କଲି ତତେ ନଜର ବନ୍ଦୀ
ମୋ ଜୀବନେ ଆସିଲୁ ଯଦି
କଲି ତତେ ନଜର ବନ୍ଦୀ
ସାଥୀ ତୁ ଶହେ ଜନମ ଯାଏ, ହାଏ, ହାଏ, ହାଏ
ହାଏରେ, ହାଏ-ହାଏ-ହାଏ
ମୁଁ ତତେ ସବୁବେଳେ ଚାହେଁ
କଲୁ କଉ କିମିଆ କହ?
ଭଲ ଲାଗେ ତୋରି ମୁହଁ
ମୁଁ ତତେ ଭାରି ଭଲପାଏ, ହାଏ, ହାଏ, ହାଏ
ହାଏରେ, ହାଏ-ହାଏ-ହାଏ (ହାଏରେ, ହାଏ-ହାଏ-ହାଏ)
ହାଏରେ, ହାଏ-ହାଏ-ହାଏ (ହାଏରେ, ହାଏ-ହାଏ-ହାଏ)
ହାଏରେ, ହାଏ-ହାଏ-ହାଏ (ହାଏରେ, ହାଏ-ହାଏ-ହାଏ)
ଗୋଟେ ଶୁଆ, ଗୋଟେ ଶାରୀ (ଗୋଟେ ଶୁଆ, ଗୋଟେ ଶାରୀ)
ସତେ ଲାଗେ ଗପ ପରି (ସତେ ଲାଗେ ଗପ ପରି)
ଜଣେ ବୁଝେ କଥା ଜଣେ କହିଲେ ଠାରି (ଜଣେ ବୁଝେ କଥା ଜଣେ କହିଲେ ଠାରି)
ରହିବାକୁ ଇଚ୍ଛା ଟିକେ ବସାଟେ କରି (ରହିବାକୁ ଇଚ୍ଛା ଟିକେ ବସା ଟେ କରି)
ଗୋଟେ ଶୁଆ, ଗୋଟେ ଶାରୀ (ଗୋଟେ ଶୁଆ, ଗୋଟେ ଶାରୀ)
ଦୁହେଁ ଆପଣାର ଭାରି (ଦୁହେଁ ଆପଣାର ଭାରି)
ଗୋଟେ ଶୁଆ, ଗୋଟେ ଶାରୀ (ଗୋଟେ ଶୁଆ, ଗୋଟେ ଶାରୀ)
ଦୁହେଁ ଆପଣାର ଭାରି (ଦୁହେଁ ଆପଣାର ଭାରି)
ଗୋଟେ ଶୁଆ, ଗୋଟେ ଶାରୀ (ଗୋଟେ ଶୁଆ, ଗୋଟେ ଶାରୀ)
ଦୁହେଁ ଆପଣାର ଭାରି (ଦୁହେଁ ଆପଣାର ଭାରି)
ଦୁହେଁ ଆପଣାର ଭାରି (ଦୁହେଁ ଆପଣାର ଭାରି)
ହଜାରେ ଜନମକୁ ଦୁହେଁ ତ ଯୋଡ଼ି (ହଜାରେ ଜନମକୁ ଦୁହେଁ ତ ଯୋଡ଼ି)
ଉପର ବାଲା ସତେ ଦେଇଛି ଗଢ଼ି (ଉପର ବାଲା ସତେ ଦେଇଛି ଗଢ଼ି)
ହାଏରେ, ହାଏ-ହାଏ-ହାଏ
ମୁଁ ତତେ ସବୁବେଳେ ଚାହେଁ
କଲୁ କଉ କିମିଆ କହ?
ଭଲ ଲାଗେ ତୋରି ମୁହଁ
କଲୁ କଉ କିମିଆ କହ?
ଭଲ ଲାଗେ ତୋରି ମୁହଁ
ତୋ ପାଇଁ ସବୁ ଭୁଲିଯାଏ, ହାଏ, ହାଏ, ହାଏ
ହାଏରେ, ହାଏ-ହାଏ-ହାଏ
ମୁଁ ତୋର ପାଖେପାଖେ ଥାଏ
ଥିଲୁ ସତେ କଉଠି କହ?
ସବୁଦିନେ ମୋ ପାଖେ ରହ
ଥିଲୁ ସତେ କଉଠି କହ?
ସବୁଦିନେ ମୋ ପାଖେ ରହ
ମୁଁ ତତେ ଭାରି ଭଲପାଏ, ହାଏ, ହାଏ, ହାଏ
ହାଏରେ, ହାଏ-ହାଏ-ହାଏ
ହଁ, ମୁଁ ତୋର ପାଖେପାଖେ ଥାଏ
ଆ-ଆ-ଆ (ଆ-ଆ-ଆ)
ଆ-ଆ-ଆ (ଆ-ଆ-ଆ)
ଓଠ ମହୁ, ହସ ମହୁ
ମହୁଲି ନିଶା ତୋ ପ୍ରେମ
କେମିତି ଛାଡ଼ିବ ସେ ନିଶା କହ ମୋ?
ଗପ ମିଠା, ଗୀତ ମିଠା
ଦେଲୁ ତୁ ମିଠା ଜଖମ
ତୋ ପରି ଦୁନିଆଁରେ କେହି ନୁହଁ ମ
ଦୁନିଆଁ ସାରା, ଖୋଜିଲି ପରା
ପାଇଲି ନାହିଁ ତୋଠୁ ସୁନ୍ଦରୀ
ସୁନ୍ଦରୀ ଥିଲି, କି ପ୍ରେମ କଲି?
ସୁନ୍ଦରୀ ମୁଁ ଯେ ହେଲି ଆହୁରି
ସୁନ୍ଦର ଚେହେରା ତୋର
ଉଡ଼େଇଲା ହୋସ୍ ମୋର
ସୁନ୍ଦର ଚେହେରା ତୋର
ଉଡ଼େଇଲା ହୋସ୍ ମୋର
ବେହୋସ୍ ମୁଁ ଯେ ହୋଇଯାଏ, ହାଏ, ହାଏ, ହାଏ
ହାଏରେ, ହାଏ-ହାଏ-ହାଏ-ହାଏ-ହାଏ-ହାଏ
ମୁଁ ତତେ ସବୁବେଳେ ଚାହେଁ-ଚାହେଁ-ଚାହେଁ-ଚାହେଁ
ଗୋଟେ ଶୁଆ, ଗୋଟେ ଶାରୀ (ଗୋଟେ ଶୁଆ, ଗୋଟେ ଶାରୀ)
ଅତୁଟ ଏ ପ୍ରେମ ଡୋରି (ଅତୁଟ ଏ ପ୍ରେମ ଡୋରି)
ଏ ସାରା ଦୁନିଆଁ ହେଲେ ହଉ ବଇରୀ (ଏ ସାରା ଦୁନିଆଁ ହେଲେ ହଉ ବଇରୀ)
ପାରିବେନି କେହି କେବେ ଅଲଗା କରି (ପାରିବେନି କେହି କେବେ ଅଲଗା କରି)
ଥିଲି ଏକା, ହେଲୁ ଦେଖା
ଲେଖା ତ ହେଲା କାହାଣୀ
ମିଶିଲା ଚାହାଣି ରେ ଚୋରା-ଚାହାଣି
ଦେଲୁ ମନ, ନେଲୁ ମନ
ଝିଅ ତୁ ବଡ଼ ସିଆଣି
ଛାଡୁନୁ ମତେ ଆଉ ଧରିଛୁ ଟାଣି
ଧରିଛି ଟାଣି, ମୁଁ ତୋର ରାଣୀ
ଯିବୁନି ଛାଡ଼ି ତୁ ମୋ ଚଗଲା ରାଜା
କୁଆଡେ ଯିବି? କାହିଁକି ଯିବି?
ତୋ ସାଥେ ଜୀବନଟା ଲାଗୁଛି ମଜା
ମୋ ଜୀବନେ ଆସିଲୁ ଯଦି
କଲି ତତେ ନଜର ବନ୍ଦୀ
ମୋ ଜୀବନେ ଆସିଲୁ ଯଦି
କଲି ତତେ ନଜର ବନ୍ଦୀ
ସାଥୀ ତୁ ଶହେ ଜନମ ଯାଏ, ହାଏ, ହାଏ, ହାଏ
ହାଏରେ, ହାଏ-ହାଏ-ହାଏ
ମୁଁ ତତେ ସବୁବେଳେ ଚାହେଁ
କଲୁ କଉ କିମିଆ କହ?
ଭଲ ଲାଗେ ତୋରି ମୁହଁ
ମୁଁ ତତେ ଭାରି ଭଲପାଏ, ହାଏ, ହାଏ, ହାଏ
ହାଏରେ, ହାଏ-ହାଏ-ହାଏ (ହାଏରେ, ହାଏ-ହାଏ-ହାଏ)
ହାଏରେ, ହାଏ-ହାଏ-ହାଏ (ହାଏରେ, ହାଏ-ହାଏ-ହାଏ)
ହାଏରେ, ହାଏ-ହାଏ-ହାଏ (ହାଏରେ, ହାଏ-ହାଏ-ହାଏ)
ଗୋଟେ ଶୁଆ, ଗୋଟେ ଶାରୀ (ଗୋଟେ ଶୁଆ, ଗୋଟେ ଶାରୀ)
ସତେ ଲାଗେ ଗପ ପରି (ସତେ ଲାଗେ ଗପ ପରି)
ଜଣେ ବୁଝେ କଥା ଜଣେ କହିଲେ ଠାରି (ଜଣେ ବୁଝେ କଥା ଜଣେ କହିଲେ ଠାରି)
ରହିବାକୁ ଇଚ୍ଛା ଟିକେ ବସାଟେ କରି (ରହିବାକୁ ଇଚ୍ଛା ଟିକେ ବସା ଟେ କରି)
ଗୋଟେ ଶୁଆ, ଗୋଟେ ଶାରୀ (ଗୋଟେ ଶୁଆ, ଗୋଟେ ଶାରୀ)
ଦୁହେଁ ଆପଣାର ଭାରି (ଦୁହେଁ ଆପଣାର ଭାରି)
ଗୋଟେ ଶୁଆ, ଗୋଟେ ଶାରୀ (ଗୋଟେ ଶୁଆ, ଗୋଟେ ଶାରୀ)
ଦୁହେଁ ଆପଣାର ଭାରି (ଦୁହେଁ ଆପଣାର ଭାରି)
ଗୋଟେ ଶୁଆ, ଗୋଟେ ଶାରୀ (ଗୋଟେ ଶୁଆ, ଗୋଟେ ଶାରୀ)
ଦୁହେଁ ଆପଣାର ଭାରି (ଦୁହେଁ ଆପଣାର ଭାରି)
Credits
Writer(s): Prem Anand
Lyrics powered by www.musixmatch.com
Link
Other Album Tracks
- Dhire Dhire Bhala Pai Gali (From "Agastya")
- Zalima O Zalima (From "Kabula Barabula Searching Laila")
- Sun Zara (From "Baby")
- Tipi Tipi Barsha Topa (From "Agastya")
- O Sahiba (From "Kabula Barabula Searching Laila")
- Hela Mate Prema Jara Ai Ai Ai Ai Yooo (From "Hela Mate Prema Jara")
- Tora Mora Jodi (From "Bye Bye Dubai")
- Yebe Mo Bina (From "Godfather")
- Gotie Muhurtha Title (From "Gote Suaa Gote Sari")
- Duba Duba (From "Gud Boy")
© 2025 All rights reserved. Rockol.com S.r.l. Website image policy
Rockol
- Rockol only uses images and photos made available for promotional purposes (“for press use”) by record companies, artist managements and p.r. agencies.
- Said images are used to exert a right to report and a finality of the criticism, in a degraded mode compliant to copyright laws, and exclusively inclosed in our own informative content.
- Only non-exclusive images addressed to newspaper use and, in general, copyright-free are accepted.
- Live photos are published when licensed by photographers whose copyright is quoted.
- Rockol is available to pay the right holder a fair fee should a published image’s author be unknown at the time of publishing.
Feedback
Please immediately report the presence of images possibly not compliant with the above cases so as to quickly verify an improper use: where confirmed, we would immediately proceed to their removal.