Sukha Dukhhara Thakura

ସୁଖ, ଦୁଃଖର ଠାକୁର ତୁ
କାଳିଆ, କାଳିଆ
ହସ, ଲୁହର ଠାକୁର ତୁ
କାଳିଆ, କାଳିଆ

ସବୁ ଜନମେ-ଜନମେ ମୋ, ହୋଇଥା ଠାକୁର ତୁ

ସୁଖ, ଦୁଃଖର ଠାକୁର ତୁ
କାଳିଆ, କାଳିଆ
ହସ, ଲୁହର ଠାକୁର ତୁ
କାଳିଆ, କାଳିଆ

ଏଇ ଜନମେ ତୋତେ ପାଇ
ମୋର ଆଶା ପୁରିଲା ନାହିଁ
ତୋର ପୂଜା ମୁଁ କଲି ଯେତେ
ବାକି ରହିଲା ପୁଣି ସେତେ

ସୁଖ, ଦୁଃଖର ଠାକୁର ତୁ
କାଳିଆ, କାଳିଆ
ହସ, ଲୁହର ଠାକୁର ତୁ
କାଳିଆ, କାଳିଆ

ତୁ ତ ଅନ୍ଧାର ଆଖି ହେଉ
ତୁ ତ ଖଞ୍ଜର ସାଥେ ଥାଉ
ତୁ ତ ଜଗତ ବନ୍ଧୁ ହେଉ
ତୁ ତ ପାପୀ ର ପାପ ଧୋଉ

ସୁଖ, ଦୁଃଖର ଠାକୁର ତୁ
କାଳିଆ, କାଳିଆ
ହସ, ଲୁହର ଠାକୁର ତୁ
କାଳିଆ, କାଳିଆ

ସବୁ ଦେଖେ ତୋ ଚକାଆଖି
ସବୁ ଭାଗ୍ୟ ତୁ ଦେଉ ଲେଖି
ବଡ଼ ଦେଉଳ ରଖି ସାକ୍ଷୀ
ମନ ଦେଇଛି ତୋତେ ବିକି

ସୁଖ, ଦୁଃଖର ଠାକୁର ତୁ
କାଳିଆ, କାଳିଆ
ହସ, ଲୁହର ଠାକୁର ତୁ
କାଳିଆ, କାଳିଆ

ସବୁ ଜନମେ-ଜନମେ ମୋ, ହୋଇଥା ଠାକୁର ତୁ

ସୁଖ, ଦୁଃଖର ଠାକୁର ତୁ
କାଳିଆ, କାଳିଆ



Credits
Writer(s): Amrendra Mohanty, Sirsanada
Lyrics powered by www.musixmatch.com

Link