Tu Ete Bhala Helu Kaain

ତୁ ଏତେ ଭଲହେଲୁ କାଇଁ?
ତୁ ଏତେ ଭଲହେଲୁ କାଇଁ?
ମୁଁ ବାଧ୍ୟ ହୁଏ ତତେ ଚାହିଁବାକୁ
ତୁ ଏତେ ଭଲଲାଗୁ କାଇଁ?
ମୁଁ ବାଧ୍ୟ ହୁଏ ଭଲପାଇବାକୁ

କହିବା ଆଗରୁ ଏଇ ମନ କଥା
ଆସି କହିଦେଲୁ ମୋତେ ତୁ

ମୋ first love ତୁ
ମୋ sweet dream ହଁ ତୁ
ମୋ heart beat ହଁ ତୁ, अब तू ही तू
ମୋ first love ତୁ
ମୋ sweet dream ହଁ ତୁ
ମୋ heart beat ହଁ ତୁ, अब तू ही तू

ଯେବେଠୁ ତତେ ଆଖି ଦେଖିଛି
ନା ମୁଁ ସେବେଠୁ କେବେ ଶୋଇଛି
ହଁ, ଯେବେଠୁ ତତେ ଆଖି ଦେଖିଛି
ନା ମୁଁ ସେବେଠୁ କେବେ ଶୋଇଛି

ତୋ ପ୍ରେମ ମୋତେ ଏତେ ଛୁଇଁଛି
ନା ମୁଁ କାହାକୁ ଭାବି ପାରୁଛି
ଭାବିଲେ କେବେଳ ତତେ ହିଁ ଭାବୁଛି
ଆଉ କାହାକୁ ଜାଣେନା ମୁଁ

ମୋ first love ତୁ
ମୋ sweet dream ହଁ ତୁ
ମୋ heart beat ହଁ ତୁ, अब तू ही तू
ମୋ first love ତୁ
ମୋ sweet dream ହଁ ତୁ
ମୋ heart beat ହଁ ତୁ, अब तू ही तू

ତୋ ମନ ଆଉ ମୋ ମନ ଲୁଚି
କଥା ହୁଅନ୍ତି ଆଜିତ କିଛି
ତୋ ମନ ଆଉ ମୋ ମନ ଲୁଚି
କଥା ହୁଅନ୍ତି ଆଜିତ କିଛି

ସେକଥା ମୋତେ ଖବର ଅଛି
ଲକ୍ଷେରୁ ତତେ ନେଇଚି ବାଛି
ଆଜିକାଲି ମୋତେ ଏମିତି ଲାଗୁଚି
କିଛି ନୁହେଁ ରେ ତୋ ବିନା ମୁଁ

ମୋ first love ତୁ
ମୋ sweet dream ହଁ ତୁ
ମୋ heart beat ହଁ ତୁ, अब तू ही तू
ମୋ first love ତୁ
ମୋ sweet dream ହଁ ତୁ
ମୋ heart beat ହଁ ତୁ, अब तू ही तू



Credits
Lyrics powered by www.musixmatch.com

Link