Awara Dil Mo Kahe
आवारा ଦିଲ୍ ମୋ କହେ
ତୋତେ ଖାଲି ଭଲ ପାଏ
आवारा ଦିଲ୍ ମୋ କହେ
ତୋତେ ଖାଲି ଭଲ ପାଏ
ତୋ ସାଥିରେ ଯାଉ ବିତି
ସବୁ ଦିନ, ସବୁ ରାତି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
दीवानी ଦିଲ୍ ମୋ କହେ
ତୋତେ ଖାଲି ତତେ ଚାହେଁ
ତୁ ଥିଲେ ସାଥେ ମୋର
ବାଟସାରା ହୀରା ମୋତି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି (ଓରେ ସାଥି, ଓରେ ସାଥି)
ଓରେ ସାଥି, ଓରେ ସାଥି (ଓରେ ସାଥି, ଓରେ ସାଥି)
ତୋ ଆଖି, ମୋ ଆଖି
ହଁ, ମିସିଲା ଜେବେଠୁ
ଗୋଟିଏ ରାତିବି ମୁଁ ଶୋଇନି ସେବେଠୁ
ଅଲଗା ଲାଗୁଛୁ
ତୁ ମୋତେ ତ ସବୁଠୁ
ତୋ ବାଟ ଚାହିଁରେ
ମୁଁ ବସିଛି କେବେଠୁ
पागलपन ମୋ କହେ
ତୁ ଆଉ କାହାର ନୁହେଁ
ତୋ ସାଥିରେ ଯାଉ ଉଡି ମୋ ମନ ପ୍ରଜାପତି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି (ଓରେ ସାଥି, ଓରେ ସାଥି)
ଓରେ ସାଥି, ଓରେ ସାଥି (ଓରେ ସାଥି, ଓରେ ସାଥି)
ହୃଦୟ ଯଉଠି
ମୋ ସ୍ପନ୍ଦନ ସେଇଠି
ତୁ ଥିବୁ ଯାଉଠି
ମୁଁ ଥିବିରେ ସେଇଠି
ଖୋଜିବି ତତେରେ ମୁଁ କାହିଁକି କଉଠି
ଆଖିରେ, ଓଠରେ ତୁ ଅଛୁରେ ସବୁଠି
ଚୁଲବୁଲି ମନ ମୋ କହେ
ତୋ ବିନା ମୁଁ କିଛି ନୁହେଁ
ତୋ ସାଥିରେ ବାଣ୍ଟିନେବି
ସବୁ ସ୍ମୃତି-ଅନୁଭୁତି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ତୋତେ ଖାଲି ଭଲ ପାଏ
आवारा ଦିଲ୍ ମୋ କହେ
ତୋତେ ଖାଲି ଭଲ ପାଏ
ତୋ ସାଥିରେ ଯାଉ ବିତି
ସବୁ ଦିନ, ସବୁ ରାତି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
दीवानी ଦିଲ୍ ମୋ କହେ
ତୋତେ ଖାଲି ତତେ ଚାହେଁ
ତୁ ଥିଲେ ସାଥେ ମୋର
ବାଟସାରା ହୀରା ମୋତି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି (ଓରେ ସାଥି, ଓରେ ସାଥି)
ଓରେ ସାଥି, ଓରେ ସାଥି (ଓରେ ସାଥି, ଓରେ ସାଥି)
ତୋ ଆଖି, ମୋ ଆଖି
ହଁ, ମିସିଲା ଜେବେଠୁ
ଗୋଟିଏ ରାତିବି ମୁଁ ଶୋଇନି ସେବେଠୁ
ଅଲଗା ଲାଗୁଛୁ
ତୁ ମୋତେ ତ ସବୁଠୁ
ତୋ ବାଟ ଚାହିଁରେ
ମୁଁ ବସିଛି କେବେଠୁ
पागलपन ମୋ କହେ
ତୁ ଆଉ କାହାର ନୁହେଁ
ତୋ ସାଥିରେ ଯାଉ ଉଡି ମୋ ମନ ପ୍ରଜାପତି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି (ଓରେ ସାଥି, ଓରେ ସାଥି)
ଓରେ ସାଥି, ଓରେ ସାଥି (ଓରେ ସାଥି, ଓରେ ସାଥି)
ହୃଦୟ ଯଉଠି
ମୋ ସ୍ପନ୍ଦନ ସେଇଠି
ତୁ ଥିବୁ ଯାଉଠି
ମୁଁ ଥିବିରେ ସେଇଠି
ଖୋଜିବି ତତେରେ ମୁଁ କାହିଁକି କଉଠି
ଆଖିରେ, ଓଠରେ ତୁ ଅଛୁରେ ସବୁଠି
ଚୁଲବୁଲି ମନ ମୋ କହେ
ତୋ ବିନା ମୁଁ କିଛି ନୁହେଁ
ତୋ ସାଥିରେ ବାଣ୍ଟିନେବି
ସବୁ ସ୍ମୃତି-ଅନୁଭୁତି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
Credits
Writer(s): Arun Kumar Mantri, Baidya Nath Dash
Lyrics powered by www.musixmatch.com
Link
Other Album Tracks
- Aakhi Re Aakhi Goal Keeper
- Elina Bhumika Sivani Hai Ram
- Hai Baby Doll
- Dei Gote Gendu Phula
- Tu Ete Bhala Helu Kaain
- Awara Dil Mo Kahe
All Album Tracks: Love Express (Original Motion Picture Soundtrack) >
Altri album
- Khojiba Mate Dine Hrudaya Tore (Male Version) - Single
- Prataranara Sahare - Single
- Tu Chalijibu - Single
- Premara Pahili Sidire - Single
- Jigar Queen - Single
- Achinha Premika - Single
- Nisthura Hrudaya - Single
- To Duare Mu Desi Kukura - Single
- Jibanare Jibana - Single
- Lambi Lambi Jaantaki Rasta (From "'Tike Tike Achinha Tu") - Single
© 2024 All rights reserved. Rockol.com S.r.l. Website image policy
Rockol
- Rockol only uses images and photos made available for promotional purposes (“for press use”) by record companies, artist managements and p.r. agencies.
- Said images are used to exert a right to report and a finality of the criticism, in a degraded mode compliant to copyright laws, and exclusively inclosed in our own informative content.
- Only non-exclusive images addressed to newspaper use and, in general, copyright-free are accepted.
- Live photos are published when licensed by photographers whose copyright is quoted.
- Rockol is available to pay the right holder a fair fee should a published image’s author be unknown at the time of publishing.
Feedback
Please immediately report the presence of images possibly not compliant with the above cases so as to quickly verify an improper use: where confirmed, we would immediately proceed to their removal.