Pyar Wala Hichki

Dear छोरी ତୁ beautiful କନ୍ୟାକୁମାରୀ
ମୁଁ ତୋର କୁଆଁରା बाल ବ୍ରହ୍ମଚାରୀ
ହେ, Dear छोरी ତୁ beautiful କନ୍ୟାକୁମାରୀ
ମୁଁ ତୋର କୁଆଁରା बाल ବ୍ରହ୍ମଚାରୀ

ଆରେ दो घूंट ତୋର ପ୍ରେମନିଶା ହାଏ
दो घूंट ତୋର ପ୍ରେମନିଶା
ଚାହାଣି ତୋ मिरची

ମୋତେ ମାଇଲାରେ, ମାଇଲାରେ ତୋର प्यार ବାଲା हिचकी
ମୋତେ ମାଇଲା, ମାଇଲା ତୋର प्यार ବାଲା हिचकी
ମୋତେ ମାଇଲାରେ, ମାଇଲାରେ ତୋର प्यार ବାଲା हिचकी
ମୋତେ ମାଇଲା, ମାଇଲା ତୋର प्यार ବାଲା हिचकी

ଆଲୋ ବାଳିକା, ରସବତୀ ବାଳିକା
ମୋତେ ପଢେଇଲୁ baby ପ୍ରେମମାଳିକା
प्यार का, मौसम प्यार का
ଟିକେ ଆମଆଡେ ଦୃଷ୍ଟି ପକା, ପକା, ପକା
ବାଳିକା, ରସବତୀ ବାଳିକା
ମୋତେ ପଢେଇଲୁ baby ପ୍ରେମମାଳିକା
प्यार का, मौसम प्यार का
ଟିକେ ଆମଆଡେ ଦୃଷ୍ଟି ପକା, ପକା, ପକା

Miss ଗୋରୀ ତୁ hot ବାଲି मीठी काटोरी
ବାବା ସାଆନ୍ତେ ଦେଖି ତୋ ରୂପ ଦିବ୍ୟସୁନ୍ଦରୀ
ଆରେ ଦିଠୋପା ତୋର love honey ହାଏ
ଦିଠୋପା ତୋର love honey ଦେଲୋ ଟିକେ ଛିଞ୍ଚି

ମୋତେ ମାଇଲାରେ, ମାଇଲାରେ ତୋର प्यार ବାଲା हिचकी
ମୋତେ ମାଇଲା, ମାଇଲା ତୋର प्यार ବାଲା हिचकी

ଆରେ ଲାଜେଇ very, very ଲାଜେଇ
ତୁ entry ମରିଦେଲୁ ଘଣ୍ଟି ବଜେଇ
ଭିଜେଇ, ପ୍ରେମଜଳେ ଭିଜେଇ
Day, whole-night ମୋ ନିଦ ହଜେଇ
ଆରେ ଲାଜେଇ very, very ଲାଜେଇ
ତୁ entry ମରିଦେଲୁ ଘଣ୍ଟି ବଜେଇ
ଭିଜେଇ, ପ୍ରେମଜଳେ ଭିଜେଇ
Day, whole-night ମୋ ନିଦ ହଜେଇ

Darling sorry ତୁ sweet sixteen राम प्यारी
ଦେ ଠାରି ନଉ pickup ଆମ lovestory
ଆରେ दो दिन ଏଇ ଯବାନୀ ଟା କଟିଯାଉ କିଛି
दो दिन ଏଇ ଯବାନୀ ଟା କଟିଯାଉ କିଛି

ମୋତେ ମାଇଲାରେ, ମାଇଲାରେ ତୋର प्यार ବାଲା हिचकी
ମୋତେ ମାଇଲା, ମାଇଲା ତୋର प्यार ବାଲା हिचकी
ମୋତେ ମାଇଲାରେ, ମାଇଲାରେ ତୋର प्यार ବାଲା हिचकी
ମୋତେ ମାଇଲା, ମାଇଲା ତୋର प्यार ବାଲା हिचकी



Credits
Writer(s): Abhijit Majumdar, Nirmal Nayak
Lyrics powered by www.musixmatch.com

Link