Ye Loveship

ଗୋଟେ ପେନସିଲକୁ ଭାଙ୍ଗି ଦୁହେଁ ଲେଖିବା
ଥିଲା friendship
ଗୋଟେ ଚକଲେଟକୁ share କରି ଖାଇବା
ଥିଲା friendship

ଗୋଟେ ପେନସିଲକୁ ଭାଙ୍ଗି ଦୁହେଁ ଲେଖିବା
ଥିଲା friendship
ଗୋଟେ ଚକଲେଟକୁ share କରି ଖାଇବା
ଥିଲା friendship
ପ୍ରଥମ ଥର ମୁଁ ଆଜି
ତୋଠୁ ଗଲିରେ ବୁଝି
Friendship ଟିକେ ବଢିଗଲେ
ହେଇଯାଏ loveship

ये loveship-loveship
ये loveship-loveship
ये loveship-loveship
ये loveship-loveship

ତୋ ସାଙ୍ଗରେ ରେ ସାଥି ହେଇ school ଯିବୁ ବୋଲି
ତୋ cycle କୁ କରୁଥିଲି leak
ହଁ ତୋ ପାଖରେ ପାଖାପାଖି ବସିବାକୁ daily
ମୁଁ କରୁଥିଲି କେତେ କେତେ trick

ଗୋଟେ ଭୁଲ କରି ସାଙ୍ଗହେଇ ଲୁଚିବା
ଥିଲା friendship
ଗୋଟେ ଜିଦପାଇଁ ସାଙ୍ଗହେଇ ଲଢ଼ିବା
ଥିଲା friendship
ପ୍ରଥମ ଥର ମୁଁ ଆଜି
କେମିତି ଗଲିରେ ବୁଝି
Friendship ଟିକେ ବଢିଗଲେ
ହେଇଯାଏ loveship

ये loveship-loveship
ये loveship-loveship
ये loveship-loveship
ये loveship-loveship

ମୋତେ ଯଦି ଦୁଷ୍ଟବୋଲି କହେ କେବେ କିଏ
ସେ ଦିନଟା ସାରା ମୋ mood off
ଦୁଷ୍ଟବୋଲି ଜାଣିଲେ ବି ଦିନେହେଲେ ମୋତେ
କହିନୁ ତୁ କେବେ କଥାପଦେ rough

ଗୋଟେ book ଧରି ଅଧା ଅଧା ପଢିବା
ଥିଲା friendship
ଗୋଟେ feelings କୁ ଅଧା ଅଧା ବାଣ୍ଟିବା
ଥିଲା friendship
ପ୍ରଥମଥର ମୁଁ ଆଜି
ତୋଠୁ ଗଲିରେ ବୁଝି
Friendship ଟିକେ ବଢିଗଲେ
ହେଇଯାଏ loveship

ये loveship-loveship
ये loveship-loveship
ये loveship-loveship
ये loveship-loveship



Credits
Writer(s): Bibhuti Bhusan Gadnayak
Lyrics powered by www.musixmatch.com

Link