Maa Tarini Pakhe Mo Mana

ମାଆ ତାରିଣୀ ପାଖେ ମୋ ମନ
ଶୁଣ ମୋ ଚଇତି ପୁନେଇ ଜହ୍ନ
ମାଆ ତାରିଣୀ ପାଖେ ମୋ ମନ
ଶୁଣ ମୋ ଚଇତି ପୁନେଇ ଜହ୍ନ

ଯିବା ପାଇଁ ଘଟଗାଁ, ଡାକୁଥିଲି, "ମାଆ-ମାଆ"
ମୁଁ ଗଣୁଥିଲି ବସି ଦିନ

ଶୁଣ ମୋ ଚଇତି ପୁନେଇ ଜହ୍ନ
ଶୁଣ ମୋ ଚଇତି ପୁନେଇ ଜହ୍ନ

ଜୀବନର ବାଟ ଅସରା
କେବେ ଛାଇ କେବେ ତ ଖରା
ଖରା ଛାଇ ଯାହାବି ଥାଉ
ମୋ ଠିକଣା ଘଟଗାଁ ପରା

ଜୀବନର ବାଟ ଅସରା
କେବେ ଛାଇ କେବେ ତ ଖରା
ଖରା ଛାଇ ଯାହାବି ଥାଉ
ମୋ ଠିକଣା ଘଟଗାଁ ପରା

ଘଟଗାଁ ଶାଳ ବଣେ ମାଆ ବସି ସବୁ ଜାଣେ
ମୁଁ କଲି କେତେ ପାପ ପୁଣ୍ୟ

ଶୁଣ ମୋ ଚଇତି ପୁନେଇ ଜହ୍ନ
ଶୁଣ ମୋ ଚଇତି ପୁନେଇ ଜହ୍ନ

ମାଆ ମୋର ଶାଳ-ସୁନ୍ଦରୀ
ମାଆ ମୋର ଶିଳା-ସୁନ୍ଦରୀ
କିଏ ମୋତେ ରୋକିବ କହ?
ଥରେ ତାର ଲାଗିଲେ ଡୋରି

ମାଆ ମୋର ଶାଳ-ସୁନ୍ଦରୀ
ମାଆ ମୋର ଶିଳା-ସୁନ୍ଦରୀ
କିଏ ମୋତେ ରୋକିବ କହ?
ଥରେ ତାର ଲାଗିଲେ ଡୋରି

ତା ଡୋରି ଲାଗିଥାଉ, କୃପା ତାର ରହିଥାଉ
ମୁଁ ଲୋଡ଼ିବିନି ଧନ-ଜନ

ଶୁଣ ମୋ ଚଇତି ପୁନେଇ ଜହ୍ନ

ମାଆ ତାରିଣୀ ପାଖେ ମୋ ମନ
ଶୁଣ ମୋ ଚଇତି ପୁନେଇ ଜହ୍ନ

ଯିବା ପାଇଁ ଘଟଗାଁ, ଡାକୁଥିଲି, "ମାଆ-ମାଆ"
ମୁଁ ଗଣୁଥିଲି ବସି ଦିନ

ଶୁଣ ମୋ ଚଇତି ପୁନେଇ ଜହ୍ନ
ଶୁଣ ମୋ ଚଇତି ପୁନେଇ ଜହ୍ନ
ଶୁଣ ମୋ ଚଇତି ପୁନେଇ ଜହ୍ନ
ଶୁଣ ମୋ ଚଇତି ପୁନେଇ ଜହ୍ନ



Credits
Writer(s): Arun Kumar Mantri, Manmath Mishra
Lyrics powered by www.musixmatch.com

Link