Patara Patara

ପତର ପତର ତୁଳସୀ ପତର
ପତର ପତର ତୁଳସୀ ପତର
ଗୁନ୍ଥି ମୁଁ କରିଛି ହାର

ଅତର ଅତର ମଲ୍ଲି ଅତରରେ
ଅତର ଅତର ମଲ୍ଲି ଅତରରେ
ମହକୁଛି ମୋର ଘର

ରେ କାଳିଆ ନାଗର ବର
ଆସିଲେ ଦେବି ମୁଁ ମୀରାର ଭକତି
ଆସିଲେ ଦେବି ମୁଁ ମୀରାର ଭକତି

ରାଧା ପ୍ରେମ ଉପହାର, ରାଧା ପ୍ରେମ ଉପହାର

ପତର ପତର ତୁଳସୀ ପତର
ଭାବରେ ବନ୍ଧା ତୁ, ପ୍ରେମରେ ବନ୍ଧା ତୁ
ବନ୍ଧା ପୁଣି ଭକତିରେ
ସେଥି ପାଇଁ ତତେ ବାନ୍ଧି ରଖିବାରେ
ଆଜି ମୋର ମନ ଝୁରେ

ଭାବରେ ବନ୍ଧା ତୁ, ପ୍ରେମରେ ବନ୍ଧା ତୁ
ବନ୍ଧା ପୁଣି ଭକତିରେ
ସେଥି ପାଇଁ ତତେ ବାନ୍ଧି ରଖିବାକୁ
ଆଜି ମୋର ମନ ଝୁରେ

ରେ କାଳିଆ ନାଗର ବର
ଆସିଲେ ଦେବି ମୁଁ ମୀରାର ଭକତି
ଆସିଲେ ଦେବି ମୁଁ ମୀରାର ଭକତି

ରାଧା ପ୍ରେମ ଉପହାର, ରାଧା ପ୍ରେମ ଉପହାର

ପତର ପତର ତୁଳସୀ ପତର
ଯା' ମନ ଯେପରି, ତା ପ୍ରଭୁ ସେପରି
ଶୁଣିଛି ଅନେକ ଥର
ସେଥିପାଇଁ ପ୍ରଭୁ ତୋର ବାଟ ଚାହିଁ
ଜାଳୁଛି ବସି ଜାଗର

ଯା' ମନ ଯେପରି, ତା ପ୍ରଭୁ ସେପରି
ଶୁଣିଛି ଅନେକ ଥର
ସେଥିପାଇଁ ପ୍ରଭୁ ତୋର ବାଟ ଚାହିଁ
ଜାଳୁଛି ବସି ଜାଗର

ରେ କାଳିଆ ନାଗର ବର
ଆସିଲେ ଦେବି ମୁଁ ମୀରାର ଭକତି
ଆସିଲେ ଦେବି ମୁଁ ମୀରାର ଭକତି

ରାଧା ପ୍ରେମ ଉପହାର, ରାଧା ପ୍ରେମ ଉପହାର

ପତର ପତର ତୁଳସୀ ପତର
ପତର ପତର ତୁଳସୀ ପତର
ଗୁନ୍ଥି ମୁଁ କରିଛି ହାର

ଅତର ଅତର ମଲ୍ଲି ଅତରରେ
ଅତର ଅତର ମଲ୍ଲି ଅତରରେ
ମହକୁଛି ମୋର ଘର

ରେ କାଳିଆ ନାଗର ବର
ଆସିଲେ ଦେବି ମୁଁ ମୀରାର ଭକତି
ଆସିଲେ ଦେବି ମୁଁ ମୀରାର ଭକତି

ରାଧା ପ୍ରେମ ଉପହାର, ରାଧା ପ୍ରେମ ଉପହାର
ରାଧା ପ୍ରେମ ଉପହାର, ରାଧା ପ୍ରେମ ଉପହାର



Credits
Writer(s): Basant Raj Samal, Prasanta Kumar Padhi
Lyrics powered by www.musixmatch.com

Link