Tara Duplicate Hasa

ତାର duplicate photo କୁ duplicate ଓଠ
ତାରି ପାଇଁ ହେଇଗଲେଣି ଲକ୍ଷେ ପୁଅ ନଷ୍ଟ
ତାର duplicate photo କୁ duplicate ଓଠ
ତାରି ପାଇଁ ହେଇଗଲେଣି ଲକ୍ଷେ ପୁଅ ନଷ୍ଟ

ତା I love you china ମାଲ ପୁରା ନକଲି

ଏ ଥରେ Aadhaar card link ହେଉ facebook ରେ ଖାଲି
ଆ ଜଣା ପଡିବ angel ପ୍ରିୟା ସୁକୁଟି ସାହୁ ବୋଲି
ହଁ, ଥରେ Aadhaar card link ହେଉ facebook ରେ ଖାଲି
ହଁ, ଜଣା ପଡିବ angel ପ୍ରିୟା ସୁକୁଟି ସାହୁ ବୋଲି

ଆରେ ଯେବେ-ଯେବେ angel ପ୍ରିୟା ଛାଡି ଦିଏ dp
ରାତି ଅଧରେ ବଢି ଯାଏ ପୁଅଙ୍କର bp
ଆରେ ସହ-ସହ like ଆସେ, ହାଏ cute baby
Comment କରି ଲେଖେ କିଏ କୁଲଫି ଖୁଆଇ ନେବି

ହଁ, Netpack ପକେଇ ଟୋକା ମରନ୍ତି daily-daily

ଏ ଥରେ Aadhaar card link ହେଉ facebook ରେ ଖାଲି
ଆ ଜଣା ପଡିବ angel ପ୍ରିୟା ସୁକୁଟି ସାହୁ ବୋଲି
ହଁ, ଥରେ Aadhaar card link ହେଉ facebook ରେ ଖାଲି
ଜଣା ପଡିବ angel ପ୍ରିୟା ସୁକୁଟି ସାହୁ ବୋଲି (ସୁକୁଟି ସାହୁ ବୋଲି, ସୁକୁଟି ସାହୁ ବୋଲି)

ଆରେ facebook ନୁହେଁ ଏ ତ fakebook ଭାଇ
ଅଜାଣତେ ଅଜାର ହୁଏ girlfriend ର ଆଈ
Facebook ଆସିଲା ଦିନୁ ନଜର ଥରେ ପକା
ଝିଅ ମନେ ଭାଉଖାନ୍ତି, ପୁଅ ଖାନ୍ତି ଧୋକା

ଆରେ କାରଣ ତାର ଅଟା ମାହଙ୍ଗା data ଶସ୍ତା ବୋଲି

ଏ ଥରେ Aadhaar card link ହେଉ facebook ରେ ଖାଲି
ଆ ଜଣା ପଡିବ angel ପ୍ରିୟା ସୁକୁଟି ସାହୁ ବୋଲି
ହଁ, ଥରେ Aadhaar card link ହେଉ facebook ରେ ଖାଲି
ହଁ ଜଣା ପଡିବ angel ପ୍ରିୟା ସୁକୁଟି ସାହୁ ବୋଲି (ସୁକୁଟି ସାହୁ ବୋଲି, ସୁକୁଟି ସାହୁ ବୋଲି)



Credits
Writer(s): Dash Nath, Nayak Nirmal
Lyrics powered by www.musixmatch.com

Link