Kaha Kemiti a Aakhire Male

କହ କେମିତି ଏ ଆଖିରେ ଆସି ଚିପିକିଗଲୁ ମୋର?
ତୋର ଗୋଟେ ଥର ହସରେ ମନ ଛିଟକେ ଶହେଥର
କହ କେମିତି ଏ ଆଖିରେ ଆସି ଚିପିକିଗଲୁ ମୋର?
ତୋର ଗୋଟେ ଥର ହସରେ ମନ ଛିଟକେ ଶହେଥର

ନିଜ ଛାଇ ଦେଖି ତୁ ବୋଲି feel କରେ
ତତେ ଛୁଇଁବାକୁ ଛାତି ଖାଲି thrill କରେ
ତତେ ଦିନ ସାରା କାହିଁକି ମୁଁ miss କରେ?
ତତେ ରାତିସାରା ସପନରେ kiss କରେ

ଇଏ କି ପାଗଳାମି?
ହୋ, ଇଏ କି ପାଗଳାମି?

କହ କେମିତି ଏ ଆଖିରେ ଆସି ଚିପିକିଗଲୁ ମୋର?
ତୋର ଗୋଟେ ଥର ହସରେ ମନ ଛିଟକେ ଶହେଥର

ଥରେ, କହିଦେ ମତେ ଥରେ
ମୋ ପରି ତୋର ଦିନକି ସରେ?
ଭାଙ୍ଗେକି ନିଦ ଅଧା ରାତିରେ?
ଖୋଜୁକି ମୋତେ ପ୍ରତି ପଲକରେ?

ଥରେ, କହିଦେ ମତେ ଥରେ
ମୋ ପରି ତୋର ଦିନକି ସରେ?
ଭାଙ୍ଗେକି ନିଦ ଅଧା ରାତିରେ?
ଖୋଜୁକି ମୋତେ ପ୍ରତି ପଲକରେ?

ତୋ ବାଟ ଚାହିଁ ତତେ ଯେବେ wait କରେ
ଏଇ ମନର ଗଳିରେ ତତେ meet କରେ

କେବେ ଲାଗିଯାଉ ମୋ ଦେହରେ dress ପରି
ପୁଣି ଚାଲିଯାଉ mood ମୋର fresh କରି

ଇଏ କି ପାଗଳାମି?
ହୋ, ଇଏ କି ପାଗଳାମି?

କହ କେମିତି ଏ ଆଖିରେ ଆସି ଚିପିକିଗଲୁ ମୋର?
ତୋର ଗୋଟେ ଥର ହସରେ ମନ ଛିଟକେ ଶହେଥର
ମନ ଛିଟକେ ଶହେଥର, ମନ ଛିଟକେ ଶହେଥର, ମନ ଛିଟକେ ଶହେଥର

ଲାଗେ, କାହିଁକି ଭଲଲାଗେ?
ଗପିବି ବୋଲି ତୋରି ସାଙ୍ଗେ
ଭିଜିବି ବୋଲି ତୋରି ପ୍ରେମରଙ୍ଗେ
ଏଇ ମନ ତତେ ଅନୁମତି ମାଗେ

ଲାଗେ, କାହିଁକି ଭଲଲାଗେ?
ଗପିବି ବୋଲି ତୋରି ସାଙ୍ଗେ
ଭିଜିବି ବୋଲି ତୋରି ପ୍ରେମରଙ୍ଗେ
ଏଇ ମନ ତତେ ଅନୁମତି ମାଗେ

ତତେ ହୃଦୟରେ ଯେବେଠାରୁ love କଲି
ଏଇ ଦୁନିଆଁରୁ ସବୁକିଛି block କଲି
ତତେ ଏମିତି ଏ life ରେ set କଲି
ତତେ ଛାଡିଦେଇ ସବୁକିଛି hate କଲି

ଇଏ କି ପାଗଳାମି?
ହୁ, ଇଏ କି ପାଗଳାମି?
ଇଏ କି ପାଗଳାମି?
ହେ, ଇଏ କି ପାଗଳାମି?
ଇଏ କି ପାଗଳାମି?
ଲା-ଲା, ଇଏ କି ପାଗଳାମି?



Credits
Writer(s): Nirmal Nayak, Baidya Nath Dash
Lyrics powered by www.musixmatch.com

Link