Ilu Ilu Ilala

ଇଲୁ-ଇଲୁ ଇଲାଲା! ହେଇ ଆଖି ମାଇଲା
ଇଲୁ-ଇଲୁ ଇଲାଲା! ହେଇ ଟୋକା ଚମକିଲା
ହେ, ଇଲୁ-ଇଲୁ ଇଲାଲା! ହେଇ ଆଖି ମାଇଲା
ଇଲୁ-ଇଲୁ ଇଲାଲା! ହେଇ ଟୋକା ଚମକିଲା

ଝିଅ ବଡ଼ ରଙ୍ଗିଲା, କରିଦେଲା ଘାଇଲା
ପୁଅ ବଡ଼ ଚଗଲା, ଜାଲରେ ଫସିଲା
ଝିଅ ବଡ଼ ରଙ୍ଗିଲା, କରିଦେଲା ଘାଇଲା
ପୁଅ ବଡ଼ ଚଗଲା, ଜାଲରେ ଫସିଲା

ଇଲୁ-ଇଲୁ ଇଲାଲା! ହେଇ ଆଖି ମାଇଲା
ଇଲୁ-ଇଲୁ ଇଲାଲା! ହେଇ ଟୋକା ଚମକିଲା
ବୟସ ତ ହେଲେ ବାଜେ ମନରେ ଘଣ୍ଟି
ଡାକେ ସେ ତ ଝାମେଲାକୁ ବଜେଇ ସିଟି

ପୁଅ ହେଇ ଝାମେଲାକୁ ଡରିବ ଯେବେ
ବୟସ ତ ଖସିଯିବ ହାତରୁ ତେବେ

ପଡିଲା ତୋର ମୋର patch ପଡିଲା
ଖୋଜିଲା ଧନ ମତେ ଆଜି ମିଳିଲା
ଆରେ, ପଡିଲା ତୋର ମୋର patch ପଡିଲା
ଖୋଜିଲା ଧନ ମତେ ଆଜି ମିଳିଲା

ପ୍ରେମ-ଗାଡ଼ି ସିଟି ମାରି ଛୁକୁଛୁକୁ ଚାଲିଲା

ଇଲୁ-ଇଲୁ ଇଲାଲା! ହେଇ ଆଖି ମାଇଲା
ଇଲୁ-ଇଲୁ ଇଲାଲା! ହେଇ ଟୋକା ଚମକିଲା
ମୁହିଁ ତମ ରାଣୀ ଆଉ ତମେ ମୋ ରାଜା
ରାଜା ରାଣୀ ମିଶିଗଲେ ବାଜିବ ବାଜା

ଭାରି ମଜା ହବ ଯେବେ ସାଜିବି ବର
ବୋହୁ ବେଶେ ଚାହିଁଥିବୁ ବାଟକୁ ମୋର

ତୋ'ରି ପାଇଁ ଘର କବାଟ ଖୋଲା
ଆସିବି ଗୋରୀ କରି ହଲ୍ଲାଗୁଲ୍ଲା
ତୋ'ରି ପାଇଁ ଘର କବାଟ ଖୋଲା
ଆସିବି ଗୋରୀ କରି ହଲ୍ଲାଗୁଲ୍ଲା

ହାତ ଗଣ୍ଠି ପଡ଼ିବାକୁ ଖାଲି ବାକି ରହିଲା

ଇଲୁ-ଇଲୁ ଇଲାଲା! ହେଇ ଆଖି ମାଇଲା
ଇଲୁ-ଇଲୁ ଇଲାଲା! ହେଇ ଟୋକା ଚମକିଲା
ହେ, ଇଲୁ-ଇଲୁ ଇଲାଲା! ହେଇ ଆଖି ମାଇଲା
ଇଲୁ-ଇଲୁ ଇଲାଲା! ହେଇ ଟୋକା ଚମକିଲା

ଝିଅ ବଡ଼ ରଙ୍ଗିଲା, କରିଦେଲା ଘାଇଲା
ପୁଅ ବଡ଼ ଚଗଲା, ଜାଲରେ ଫସିଲା
ହେ, ଝିଅ ବଡ଼ ରଙ୍ଗିଲା, କରିଦେଲା ଘାଇଲା
ପୁଅ ବଡ଼ ଚଗଲା, ଜାଲରେ ଫସିଲା

ଇଲୁ-ଇଲୁ ଇଲାଲା! ହେଇ ଆଖି ମାଇଲା
ଇଲୁ-ଇଲୁ ଇଲାଲା! ହେଇ ଟୋକା ଚମକିଲା



Credits
Writer(s): Amrendra Mohanty, Nizam
Lyrics powered by www.musixmatch.com

Link