Dunia Re Kehi

ମଥାରେ ଦେଇ ପାଟ ଓଢଣୀ
ଆସିବୁ ଯେବେ ସାଜି ମୋ ରାଣୀ
ହେ, ମଥାରେ ଦେଇ ପାଟ ଓଢଣୀ
ଆସିବୁ ଯେବେ ସାଜି ମୋ ରାଣୀ

ରାତି ହେଇଯିବ ଦିନ

ତୁ ପରା ମୋର ପୁନେଇ-ଜହ୍ନ
ତୁ ପରା ମୋର ପୁନେଇ-ଜହ୍ନ

ମଥାରେ ଦେଇ ପାଟ ଓଢଣୀ
ଆସିବୁ ଯେବେ ସାଜି ମୋ ରାଣୀ

ରାତି ହେଇଯିବ ଦିନ

ତୁ ପରା ମୋର ପୁନେଇ-ଜହ୍ନ
ତୁ ପରା ମୋର ପୁନେଇ-ଜହ୍ନ

ଲାଜ-ଲାଜ ଆଖି ତୋର, କହୁଥିବ କଥା ସିଏ
ହସ-ହସ ଓଠୁ ତୋର ମହୁ ଝରୁଥିବ ହାଏ, ହାଏ, ହାଏ
ହାଏ, ଲାଜ-ଲାଜ ଆଖି ତୋର, କହୁଥିବ କଥା ସିଏ
ହସ-ହସ ଓଠୁ ତୋର ମହୁ ଝରୁଥିବ ହାଏ

ଆଖିରେ ନେଇ ଚୋରା ଚାହାଣି
ପାଖରେ ବସି ବାନ୍ଧିବୁ ବେଣୀ

ରାତି ହେଇଯିବ ଦିନ

ତୁ ପରା ମୋର ପୁନେଇ-ଜହ୍ନ
ତୁ ପରା ମୋର ପୁନେଇ-ଜହ୍ନ

ସାଜୁଥିବୁ ଫୁଲପତି ସକାଳରୁ ସଞ୍ଜ ଯାଏଁ
ଚାଲୁଥିବୁ ଅଗଣାରେ ବାସୁଥିବ ହେନା, ହାଏ, ହାଏ, ହାଏ, ହାଏ
ସାଜୁଥିବୁ ଫୁଲପତି ସକାଳରୁ ସଞ୍ଜ ଯାଏଁ
ଚାଲୁଥିବୁ ଅଗଣାରେ ବାସୁଥିବ ହେନା ହାଏ

ରାତିରେ ସାଜି ଅଳସ ରାଣୀ
କହିବୁ ଯେବେ ପ୍ରେମ କାହାଣୀ

ରାତି ହେଇଯିବ ଦିନ

ତୁ ପରା ମୋର ପୁନେଇ-ଜହ୍ନ
ତୁ ପରା ମୋର ପୁନେଇ-ଜହ୍ନ

ମଥାରେ ଦେଇ ପାଟ ଓଢଣୀ
ଆସିବୁ ଯେବେ ସାଜି ମୋ ରାଣୀ

ରାତି ହେଇଯିବ ଦିନ

ତୁ ପରା ମୋର ପୁନେଇ-ଜହ୍ନ
ତୁ ପରା ମୋର ପୁନେଇ-ଜହ୍ନ



Credits
Writer(s): Amrendra Mohanty, Nizam
Lyrics powered by www.musixmatch.com

Link