Ae Saragara Shashee

ଏଇ ସରଗର ଶଶୀ ଦେଖ ସରଗରୁ ଆସି
ଲୀଳା ଲଗାଇଛି କେତେ ବଡ ଦେଉଳେ
ବଡ ଦେଉଳେ ବସି

ଏଇ ସରଗର ଶଶୀ ଦେଖ ସରଗରୁ ଆସି
ଲୀଳା ଲଗାଇଛି କେତେ ବଡ ଦେଉଳେ
ବଡ ଦେଉଳେ ବସି

ସୁନା ପଞ୍ଜୁରୀରେ ମାନେନା ପୋଷା
ସୁନାର ସଂସାରେ ବନ୍ଧେନା ବସା
ହୋ, ସୁନା ପଞ୍ଜୁରୀରେ ମାନେନା ପୋଷା
ସୁନାର ସଂସାରେ ବନ୍ଧେନା ବସା

ସରଧାରେ ବନ୍ଧା, ସରଧାରେ ଛନ୍ଦା
ସରଧା ପାଇଲେ ଆସେ ଛାଡି ସବୁ ଖୁସି

ଏଇ ସରଗର ଶଶୀ ଦେଖ ସରଗରୁ ଆସି
ଲୀଳା ଲଗାଇଛି କେତେ ବଡ ଦେଉଳେ
ବଡ ଦେଉଳେ ବସି

ଯିଏ ଯେତେ ତାକୁ ନିନ୍ଦିଲେ ନିନ୍ଦୁ
ସଭିଙ୍କ ସଖା ସେ, ସଭିଙ୍କ ବନ୍ଧୁ
ହୋ, ଯିଏ ଯେତେ ତାକୁ ନିନ୍ଦିଲେ ନିନ୍ଦୁ
ସଭିଙ୍କ ସଖା ସେ, ସଭିଙ୍କ ବନ୍ଧୁ

କରୁଣାର ସିନ୍ଧୁ, ଜଗତର ବନ୍ଧୁ
ବ୍ରାହ୍ମଣ, ଚଣ୍ଡାଳ ସାଙ୍ଗେ ଯାଏ ପୁଣି ମିଶି

ଏଇ ସରଗର ଶଶୀ ଦେଖ ସରଗରୁ ଆସି
ଲୀଳା ଲଗାଇଛି କେତେ ବଡ ଦେଉଳେ
ବଡ ଦେଉଳେ ବସି

ଏଇ ସରଗର ଶଶୀ ଦେଖ ସରଗରୁ ଆସି
ଲୀଳା ଲଗାଇଛି କେତେ ବଡ ଦେଉଳେ
ବଡ ଦେଉଳେ ବସି
ବଡ ଦେଉଳେ ବସି
ବଡ ଦେଉଳେ ବସି
ବଡ ଦେଉଳେ ବସି



Credits
Writer(s): Deepak Kumar, Pradeepta Rai Mahapatra
Lyrics powered by www.musixmatch.com

Link