Dhire Dhire Bhala Pai Gali (Sad Version)

ଭଲ ପାଇ କିବା ଭୁଲ କଲି ଆଜି କେମିତି ପାରିବି ଭୁଲି
ଆଜି କେମିତି ପାରିବି ଭୁଲି
କଥା ହେଇ କିବା ଭୁଲ କଲି ଆଜି କେମିତି ଯିବି ମୁଁ ଚାଲି
ଆଜି କେମିତି ଯିବି ମୁଁ ଚାଲି
ହାଏ କେମିତି କା ୟେ ଚୋରାବାଲି
ଆଜି ପାଦ ତଳ ଲାଗେ ଖାଲି ଖାଲି
କେମିତି ଯିଁବି ଏକା କାଲି
ଦେଖା ହେଲା ଭଲ ହେଲା ଭଲ କାହିଁ ପାଇଲି
ଭଲ ପାଇଲି
କିଛି ବାଟ ଗଲାପରେ ବାଟ କାହିଁ ଭୂଲିଲି
ବାଟ ଭୂଲିଲି
କେତେ ସ୍ବପ୍ନ ମୁଁ ଦେଖିଥିଲି, ତୋ ସାଥେ ଚାଲିବି ବୋଲି
ତୋ ସାଥେ ଚାଲିବୀ ବୋଲି
ସ୍ବପ୍ନ ସାଜିବାକୁ କାଲି ଡରୁ ଥିଲି
ଆଜି ସତରେ ମୁଁ ବାଟ ଭୁଲିଗଲି
କେମିତି ଯିଏଁବି ଏକା କାଲି
(ଶେଷ)



Credits
Writer(s): Prem Anand
Lyrics powered by www.musixmatch.com

Link