Aare Nata

ଆରେ ନଟ ବଦଳିଗଲାଣି ପ୍ରେମର ପାଠ
ଆରେ ନଟ ବଦଳିଗଲାଣି ପ୍ରେମର ପାଠ

ଆଗେ ପ୍ରେମଥିଲା ଲୁଚା-ଛପା ଖେଳ
ଏବେ ଚାରିଆଡେ ମାଳ-ମାଳ

ପୁଅ କୋଳରେ ଝିଅ ଶୋଇ କହୁଛି ତାକୁ

खींच, खींच, खींच
तू खींच मेरी photo
तू खींच मेरी photo
तू खींच मेरी photo
तू खींच मेरी photo

ପ୍ରେମ ଏଠି ଗରମ ଚାହା, ଦିଲଟା biscuit ପରି
ଦେଖିଚାହିଁ ବୁଡ଼େଇବୁ ନହେଲେ ଯିବ ବତୁରୀ
ସବୁ ଜିନିଷ ମହଙ୍ଗା ଏଠି, ପ୍ରେମଟା ଶସ୍ତା ଭାରି
ଯୁଆଡେ ଯିବୁ ମିଳୁଛି ଧନ relief ଚାଉଳ ପରି

ଦେଶୀ ଗାଈଘିଅ ସାଧା-ସିଧା ଝିଅ
ମିଳିବା मुश्किल ଜାଣିଥାରେ ପୁଅ

ଚିକଣା छोरा ପଟେଇ छोरी କହୁଛି ତାକୁ

खींच, खींच, खींच
तू खींच मेरी photo
तू खींच मेरी photo
तू खींच मेरी photo
तू खींच मेरी photo

Petrol rate ପରି ଏଠି ଝିଅଙ୍କ love story
କେବେ ବଢଇ, କେବେ କମଇ ଜାଣନ୍ତି ପ୍ରଭୁ ହରି

ରୂପ ସୁନ୍ଦରୀ ଯେତେ ମାଧୁରୀ duplicate କରି
ଚୁନରି ଥରେ ବଜେଇଦେଲେ दिमाग ଯିବ ଘୁରି
College park ଆଉ ରାସ୍ତା-ଘାଟ ଧନ
ସବୁତ ହେଲାଣି ପ୍ରେମ କୁଞ୍ଜବନ

मजनू ପାଖେ लैला ବସି କହୁଛି ତାକୁ

तू खींच मेरी photo
तू खींच मेरी photo
तू खींच मेरी photo
तू खींच मेर photo
तू खींच मेरी photo
तू खींच मेरी photo
तू खींच मेरी photo
तू खींच मेरी photo



Credits
Writer(s): Nirmal Nayak, Baidya Nath Dash
Lyrics powered by www.musixmatch.com

Link