Aama Saai Re Bhadaa Rahuchi

ଆମ ସାଇରେ ଭଡ଼ା ରହିଛି ଗୋଟେ beautiful छोरी
ଝରକା ବାଟେ smile ଦେଇ heart କଲା ଚୋରି
ଆମ ସାଇରେ ଭଡ଼ା ରହିଛି ଗୋଟେ beautiful छोरी
ଝରକା ବାଟେ smile ଦେଇ Heart କଲା ଚୋରି

ସକାଳୁ ସଞ୍ଜ ତା' ଘର ଆଗେ
ସକାଳୁ ସଞ୍ଜ ତା' ଘର ଆଗେ
ସାଇ ଟୋକାଙ୍କ ଭିଡ଼

ହେଲେ ମୁଁ, ହେଲେ ମୁଁ
ତାକୁ bullet ପଛରେ ବୁଲେଇନେବି ଦଶହରା ବଜାର ମେଢ଼
ତାକୁ bullet ପଛରେ ବୁଲେଇନେବି ଦଶହରା ବଜାର ମେଢ଼
ତାକୁ bullet ପଛରେ ବୁଲେଇନେବି ଦଶହରା ବଜାର ମେଢ଼

ସକାଳେ ଯାଏ college ସିଏ, ସଞ୍ଜରେ ଯାଏ tuition
ଦେଖା ସେ ନହେଲେ ଲାଗେ tension
ଆରେ, Ollywood ର heroin ପରି ଆଖିରେ କଳା-ଚଷମା
ତା'ପାଇଁ ଛାତିରେ daily ହଙ୍ଗାମା

ଦିୱାନା ତା'ର ପିମ୍ପୁଡି ପରି
ଦିୱାନା ତା'ର ପିମ୍ପୁଡି ପରି
ସତେ କି ସିଏ ଗୁଡ଼

ହେଲେ ମୁଁ, ହେଲେ ମୁଁ
ତାକୁ bullet ପଛରେ ବୁଲେଇନେବି ଦଶହରା ବଜାର ମେଢ଼
ତାକୁ bullet ପଛରେ ବୁଲେଇନେବି ଦଶହରା ବଜାର ମେଢ଼
ତାକୁ bullet ପଛରେ ବୁଲେଇନେବି ଦଶହରା ବଜାର ମେଢ଼

ତା' ଘରେ ଯେବେ ଖୋଲେ ସେ ଛୁଟି, ମୋ ଘରେ shampoo ବାସୁଛି
Dream ରେ ସିଏ ମୋ daily ଆସୁଛି
ହାଏ, viral ହେଇ ଚେହେରା ତାର ବୁଲୁଛି ମୋର ଛାତିରେ
ଶୋଇ ମୁଁ ପାରୁନି ଆଉ ଶାନ୍ତିରେ

ଯାହା ସାଥିରେ କଲେ ସେ କରୁ
ଯାହା ସାଥିରେ କଲେ ସେ କରୁ
ଆଖିରେ ଆଖି ମାଳ

ହେଲେ ମୁଁ, ହେଲେ ମୁଁ
ତାକୁ bullet ପଛରେ ବୁଲେଇନେବି ଦଶହରା ବଜାର ମେଢ଼
ତାକୁ bullet ପଛରେ ବୁଲେଇନେବି ଦଶହରା ବଜାର ମେଢ଼
ତାକୁ bullet ପଛରେ ବୁଲେଇନେବି ଦଶହରା ବଜାର ମେଢ଼



Credits
Writer(s): Arun Kumar Mantri, Baidya Nath Dash
Lyrics powered by www.musixmatch.com

Link