Tora Rupa Bhali Bhali

ତୋର ରୂପ ଭଳି-ଭଳି
ତୋର ବେଶ ଭଳି-ଭଳି

ତୋର ରୂପ ଭଳି-ଭଳି
ତୋର ବେଶ ଭଳି-ଭଳି
କିଏ ହବ କହ ମା' ତୋ ଭଳି?
କିଏ ହବ କହ ମା' ତୋ ଭଳି?

ଷୋହଳ ଉପଚାର ପୂଜାରେ ତୋହର
ମନ-ପ୍ରାଣ ଦେଲି ଢ଼ାଳି

ଜାଳେ ଦୀପାଳି ମା' ଜାଳେ ଦୀପାଳି
ଜାଳେ ଦୀପାଳି ମା' ଜାଳେ ଦୀପାଳି

ତୋର ରୂପ ଭଳି-ଭଳି
ତୋର ବେଶ ଭଳି-ଭଳି
କିଏ ହବ କହ ମା' ତୋ ଭଳି?
କିଏ ହବ କହ ମା' ତୋ ଭଳି?

ଷୋହଳ ଉପଚାର ପୂଜାରେ ତୋହର
ମନ-ପ୍ରାଣ ଦେଲି ଢ଼ାଳି

ଜାଳେ ଦୀପାଳି ମା' ଜାଳେ ଦୀପାଳି
ଜାଳେ ଦୀପାଳି ମା' ଜାଳେ ଦୀପାଳି
ସୁନାର ବେଶ ତୋ ସୁନ୍ଦର
ବେଶ ତୋ ଭୁବନେ ସରି
ବଇଷ୍ଣବୀ, ଜଗଧାତ୍ରୀ ବେଶ ତୋହରି

ଷୋଡ଼ସି ବେଶରେ ମା'ଲୋ ଭକ୍ତଙ୍କୁ ଦର୍ଶନ ଦଉ
ଉଗ୍ର ତାରା, ସିଦ୍ଧେଶ୍ୱରୀ ବେଶ ତୁ ହଉ

ହରଚଣ୍ଡୀ ବେଶ, ବନଦୁର୍ଗା ବେଶ ଦେଖିବାରେ ପୂଜା ଥାଳି

ଜାଳେ ଦୀପାଳି ମା' ଜାଳେ ଦୀପାଳି
ଜାଳେ ଦୀପାଳି ମା' ଜାଳେ ଦୀପାଳି
ସ୍ପନ୍ଦର ଜୟଦୁର୍ଗା ବେଶ ତୋ ବେଶ ସିଂହବାହିନୀ
ଗାୟତ୍ରୀ ବଗଳା ମୁଖେ ତୋ ବେଶ ପଣେ

ମା' ତୋ ମହାକାଳୀ ବେଶ, ଦର୍ଶନରେ ଭୟା ଭକ୍ତି
ମହାଲଷ୍ମୀ ବେଶ ଦେଖି ମିଳଇ ଶାନ୍ତି

ମହାସରସ୍ୱତୀ, ମହିସାମର୍ଦ୍ଦିନୀ, ଷୋଡଶ ବେଶ ତୋ'ରି

ଜାଳେ ଦୀପାଳି ମା' ଜାଳେ ଦୀପାଳି
ଜାଳେ ଦୀପାଳି ମା' ଜାଳେ ଦୀପାଳି
ଜାଳେ ଦୀପାଳି ମା' ଜାଳେ ଦୀପାଳି



Credits
Writer(s): Arun Kumar Mantri, Bijay Kumar Malla
Lyrics powered by www.musixmatch.com

Link