Chinhaa Chinhaa Aakhire

ଚିହ୍ନା ଚିହ୍ନା ଆଖିରେ
ନେଲୁ ମୋତେ ଡାକିରେ
ଚିହ୍ନା ଚିହ୍ନା ଆଖିରେ
ନେଲୁ ମୋତେ ଡାକିରେ
ଦିଲ୍ ହେଲା दुशमन
ଓ सनम, ଓ सनम, ଓ सनम
ଓ सनम, ଓ सनम, ଓ सनम

ମିଠା-ମିଠା କଥାରେ
ଭୁଲିଗଲି ରାସ୍ତାରେ
ମିଠା ମିଠା କଥାରେ
ଭୁଲିଗଲି ରାସ୍ତାରେ
ଦିଲ୍ ହେଲା दुशमन
ଓ सनम, ଓ सनम, ଓ सनम
ଓ सनम, ଓ सनम, ଓ सनम

ହୋ, ମନ ଟିକେ ଖୋଜୁଥିଲା ମହୁଛିଟା ରାତିରେ
ମହୁ ସାଥେ ଦେଖା ହେଲା ତୋ ପାଇଁ ସାଥିରେ
ଆଖି ଟିକେ ଖୋଜୁଥିଲା ଦେଖିବାକୁ ସ୍ବପ୍ନରେ
ସ୍ବପ୍ନ ଯେବେ ସରିଗଲା, ସରିଗଲା, ସରିଗଲା
ଆସିଲୁ ତୁ ସତେରେ
ଝୁମା-ଝୁମା ରାତିରେ
ଛୁଇଁଦେଲୁ ସାଥିରେ

ଦିଲ୍ ହେଲା दुशमन
ଓ सनम, ଓ सनम, ଓ सनम
ଓ सनम, ଓ सनम, ଓ सनम
ଓ सनम, ଓ सनम, ଓ सनम
ଓ सनम, ଓ सनम, ଓ सनम

ଇଛା ଥିଲା ବସିବାକୁ ପାଖରେ
ଜିଇଁବା ଟା ଶିଖେଇଲୁ ହାତ ରଖି ହାତରେ
ଥରେ-ଥରେ ଭାବନାରେ ଲାଗୁଥିଲୁ ନିଜର
ଆଜି ସବୁ ହେଇଗଲି, ହେଇଗଲି, ହେଇଗଲି
ସବୁଦିନ ତମର

ଚୁନା-ଚୁନା ହସରେ
ହେଲି ମୁଁ ବେହୋସରେ
ଦିଲ୍ ହେଲା दुशमन
ଓ सनम, ଓ सनम, ଓ सनम
ଓ सनम, ଓ सनम, ଓ सनम



Credits
Writer(s): Prem Anand, Subrat Swain
Lyrics powered by www.musixmatch.com

Link