Tu Chorei Nelu Ye Dil

ତୁ ଚୋରେଇନେଲୁ ଏ ଦିଲ
ଦିଲ ଏ ଦିଲ, ଦିଲ କରେ feel
ତୁ କରେଇ ଦେଲୁ ଏ ଦିଲ
ଦିଲ ଏ ଦିଲ, ଦିଲ କରେ feel

ତୋ ବିନା ସାଥିରେ ଦିନ ଅବା ରାତିରେ
ତୋ ବିନା ସାଥିରେ ଦିନ ଅବା ରାତିରେ
ହାଁ ଜିଇଁବାଟା मुश्किल

ଦିଲ ଏ ଦିଲ, ଦିଲ କରେ feel
ଦିଲ ଏ ଦିଲ, ଦିଲ କରେ feel

ଆଜିକାଲି ମୋ ଆଖିରେ ନାଚେ ଖାଲି ତୋ ଚେହେରା
ବର୍ଷା ଲାଗେ, ବସନ୍ତ ଲାଗେ ନିଆଁରା-ନିଆଁରା
ଆଜିକାଲି ସପନରେ ମହ-ମହ ମୋ ଗଜରା
ବାଟସାରା ବରଷେ ମହୁ ଅସରା-ଅସରା

ତୁ ରଙ୍ଗେଇଦେଲୁ ଏ ଦିଲ
ଦିଲ ଏ ଦିଲ, ଦିଲ କରେ feel
ତୁ ନଚେଇଦେଲୁ ଏ ଦିଲ
ଦିଲ ଏ ଦିଲ, ଦିଲ କରେ feel

ତୋବିନା ଖରାରେ, ତୋବିନା ଛାଇରେ
ତୋବିନା ଖରାରେ, ତୋବିନା ଛାଇରେ
ହଁ ଚାଲିବାଟା मुश्किल

ଦିଲ ଏ ଦିଲ, ଦିଲ କରେ feel
ଦିଲ ଏ ଦିଲ, ଦିଲ କରେ feel

ସବୁବେଳେ ମୋ ଭାବନା ତତେ ଛାଡ଼ି ନଯାଏନା
ଇଚ୍ଛାହୁଏ ହବାକୁ ତୋର ଖେଳର ଖେଳନା
ସବୁବେଳେ ମୋ ଭାବନା ହେଇଯାଏ ତୋ ଦିୱାନା
ନିଶ୍ୱାସରେ ଖେଳଇ ଆସି ତୋ ଦେହର ବାସ୍ନା

ତୁ ସଜେଇଦେଲୁ ଏ ଦିଲ
ଦିଲ ଏ ଦିଲ, ଦିଲ କରେ feel
ତୁ ହଜେଇଦେଲୁ ଏ ଦିଲ
ଦିଲ ଏ ଦିଲ, ଦିଲ କରେ feel

ତୋବିନା ସାଥିରେ ପ୍ରେମର ଏ ବାଜିରେ
ତୋବିନା ସାଥିରେ ପ୍ରେମର ଏ ବାଜିରେ
ହଁ ଜିତିବାଟା मुश्किल

ଦିଲ ଏ ଦିଲ, ଦିଲ କରେ feel
ଦିଲ ଏ ଦିଲ, ଦିଲ କରେ feel



Credits
Writer(s): Basantaraj Samal, Prem Anand
Lyrics powered by www.musixmatch.com

Link