Tu Mo Hero (Title)

ଆରେ ଆଜିଠାରୁ start ହେଲା प्यार की गाड़ी
Ready, ready ତୁ ready ମୁଁବି ready

ଆରେ ଆଜିଠାରୁ start ହେଲା प्यार की गाड़ी
Ready, ready ତୁ ready ମୁଁବି ready
ଏଇ ଦୁନିଆଁ ଯଦି ପଚାରେ ତୁ କଣ ଦବୁ ଉତ୍ତର?

ତୁ, ତୁ, ତୁ ମୋ hero
ତୁ, ତୁ, ତୁ ମୋ hero
ତୁ, ତୁ, ତୁ ମୋ hero
ତୁ ମୋ hero
ମୁଁ, ମୁଁ, ମୁଁ ତୋ hero
ମୁଁ, ମୁଁ, ମୁଁ ତୋ hero
ମୁଁ, ମୁଁ, ମୁଁ ତୋ hero
ମୁଁ ତୋ hero

ହଁ मार गोली ଥିଲେ ଥାଉ Mummy କି Daddy
प्यार ଆମ ଚାଲିବରେ ଛପର फाड़ी
ଏଇ love story ମାମଲାରେ ତୁ କଣ ହବୁରେ ମୋର?

ମୁଁ, ମୁଁ, ମୁଁ ତୋ hero
ମୁଁ, ମୁଁ, ମୁଁ ତୋ hero
ମୁଁ, ମୁଁ, ମୁଁ ତୋ hero
ମୁଁ ତୋ hero
ତୁ, ତୁ, ତୁ ମୋ hero
ତୁ, ତୁ, ତୁ ମୋ hero
ତୁ, ତୁ, ତୁ ମୋ hero
ତୁ ମୋ hero

ଆଲୋ ମୋର दिल जानिया
କରିଦେଲୁ ମୋତେ किमियाँ
ଯେବେଠୁ ତୋ ସାଥେ love ହେଇଛି
ଛାତିତଳେ ringtone ring ହଉଚି

ମୁଁ लैला, ତୁ मजनू
କେମିତିରେ କହ ବୁଝୁନୁ
ତୋ ପାଇଁ ମନ ମୋ twist ହଉଚି
Miss କଲେ missed-call ଚାଲି ଯାଉଛି
କହ କହୁଛି जानी ଆଜି ଧକ-ଧକ ଦିଲ ତୋର

ତୁ, ତୁ, ତୁ ମୋ hero
ତୁ, ତୁ, ତୁ ମୋ hero
ତୁ, ତୁ, ତୁ ମୋ hero
ତୁ ମୋ hero
ମୁଁ, ମୁଁ, ମୁଁ ତୋ hero
ମୁଁ, ମୁଁ, ମୁଁ ତୋ hero
ମୁଁ, ମୁଁ, ମୁଁ ତୋ hero
ମୁଁ ତୋ hero

ଏମିତି ତୁ ଦିୱାନା ଖଣ୍ଡେ
ଖୋଜେ ତତେ monday ରୁ sunday
ଯେବେଠୁ ତତେ ମୁଁ ଦେଲି line
ସବୁଦିନ ଲାଗେ ମୋତେ valentine

ହାଏ ତୋର ପ୍ରେମର cement
ଯୋଡିଦେଲା permanent
କେମିତି ତୋଠାରୁ ହେବି ଅଲଗା?
जो होगा darling ହାଏ देखा जाएगा
ଆରେ breaking-news ହବ ଏଇ hit ଯୋଡି ଆମର

ମୁଁ, ମୁଁ, ମୁଁ ତୋ hero
ମୁଁ, ମୁଁ, ମୁଁ ତୋ hero
ମୁଁ, ମୁଁ, ମୁଁ ତୋ hero
ମୁଁ ତୋ hero
ହଁ ତୁ, ତୁ, ତୁ ମୋ hero
ତୁ, ତୁ, ତୁ ମୋ hero
ତୁ, ତୁ, ତୁ ମୋ hero
ତୁ ମୋ hero
ମୁଁ, ମୁଁ, ମୁଁ ତୋ hero
ମୁଁ, ମୁଁ, ମୁଁ ତୋ hero
ମୁଁ, ମୁଁ, ମୁଁ ତୋ hero
ମୁଁ ତୋ hero



Credits
Writer(s): Nirmal Nayak, Baida
Lyrics powered by www.musixmatch.com

Link