Akhire Akhire

ଲିଭେଇକି light, ହେଇଗଲି tight ସର-ସର nightରେ
ଏବେ ଥିଲି ଏଇଠି ହଜିଗଲି ସେଇଠି ଦେଖାହେଲା ଯଉଠିରେ
ଲିଭେଇକି light, ହେଇଗଲି tight ସର-ସର nightରେ
ଏବେ ଥିଲି ଏଇଠି ହଜିଗଲି ସେଇଠି ଦେଖାହେଲା ଯଉଠିରେ

Oh my dear, teddy bear
ହେଇଗଲି, ହେଇଗଲି, ହେଇଗଲି ମୁଁ ଦିୱାନୀ ତୋର

ଆଖି ଆଖିରେ, ଆଖି ଆଖିରେ ମୁଁ ଲେଖିଦେଲି love letter
ଆଖି ଆଖିରେ ମୁଁ ଲେଖିଦେଲି love letter

First time ଏଇ ଛାତି ତଳେ ହଉ-ହଉ ହେଲା କିଛି-କିଛି
First time ବୟସର ବଗିଚାରେ ପଶିଗଲା ଦୁଷ୍ଟ ମହୁମାଛି
First time ଏଇ ଛାତି ତଳେ ହଉ-ହଉ ହେଲା କିଛି-କିଛି
First time ବୟସର ବଗିଚାରେ ପଶିଗଲା ଦୁଷ୍ଟ ମହୁମାଛି

Oh my darling, ପ୍ରେମରେ ମୁଁ falling
ଦେଇଦେଲି, ଦେଲିଦେଲି, ଦେଇଦେଲି ଏଇ ମନ ମୋର

ଆଖି ଆଖିରେ, ଆଖି ଆଖିରେ ମୁଁ ଲେଖିଦେଲି love letter
ଆଖି ଆଖିରେ ମୁଁ ଲେଖିଦେଲି love letter

First time ଜାଣେନା ମୁଁ କେତେବେଳେ ତୋ ପ୍ରେମରେ ମୁଁ ହେଇଗଲି फ़िदा
First time ତୋ କଥା ଭାବି-ଭାବି ମହୁରେ ହେଇଗଲି ଓଦା

Oh my handsome
ରହିଗଲୁ, ରହିଗଲୁ, ରହିଗଲୁ ତୁ ଛାତିରେ ମୋର

ଆଖି ଆଖିରେ, ଆଖି ଆଖିରେ ମୁଁ ଲେଖିଦେଲି love letter
ଆଖି ଆଖିରେ ମୁଁ ଲେଖିଦେଲି love letter
ଆଖି ଆଖିରେ ମୁଁ ଲେଖିଦେଲି love letter



Credits
Writer(s): Baidyanath Das, Arun Mantri
Lyrics powered by www.musixmatch.com

Link