A Aakhi Kou Punya Karithila

ଏ ଆଖି କଉ ପୁଣ୍ୟ କରିଥିଲା ତତେ ଦେଖିଲା
ଏ ମନ କଉ ପୁଣ୍ୟ କରିଥିଲା ତତେ ପାଇଲା
ଏ ଆଖି କଉ ପୁଣ୍ୟ କରିଥିଲା ତତେ ଦେଖିଲା
ଏ ମନ କଉ ପୁଣ୍ୟ କରିଥିଲା ତତେ ପାଇଲା

ଜାଣେନା ଜାଣେନା କାହିଁକି ଜାଣେନା?
ତୋ ବିନା ଆଉ ମୁଁ କାହାକୁ ଚାହେଁନା
ମୋ ଛାତିରେ ପ୍ରେମ ତୋର ଘରଟେ କଲା

ଲା-ଲା-ଲାଇଲାଇ-ଲାଇଲାଇ-ଲାଇଲାଇ-ଲା-ଲା-ଲାଇଲାଇ-ଲାଇଲାଇ-ଲା
ଲା-ଲା-ଲାଇଲାଇ-ଲାଇଲାଇ-ଲାଇଲାଇ-ଲା-ଲା-ଲାଇଲାଇ-ଲାଇଲାଇ-ଲା

ଏ ଆଖି କଉ ପୁଣ୍ୟ କରିଥିଲା ତତେ ଦେଖିଲା
ଏ ମନ କଉ ପୁଣ୍ୟ କରିଥିଲା ତତେ ପାଇଲା

ନ କହି ତୁ ସବୁ କହିଦେଲୁ
ନ ଛୁଇଁ ତୁ ମତେ ଛୁଇଁଦେଲୁ
ଲାଗୁଥିଲୁ ଭଲ, ମତେ ଆଜି ଭଲ ପାଇଗଲୁ

ନ ଡ଼ାକି ତୁ ମତେ ଡ଼ାକିଦେଲୁ
ସାତରଙ୍ଗ ମୋଠି ମାଖିଦେଲୁ
ମୋ ପାଖରେ ବସି ଗୀତ ପଦେ ହସି ଗାଇଦେଲୁ

ତୋ ପାଇଁ ସେଇ ଗୀତ ମୋର ହେଲା ସୁରିଲା

ଲା-ଲା-ଲାଇଲାଇ-ଲାଇଲାଇ-ଲାଇଲାଇ-ଲା-ଲା-ଲାଇଲାଇ-ଲାଇଲାଇ-ଲା
ଲା-ଲା-ଲାଇଲାଇ-ଲାଇଲାଇ-ଲାଇଲାଇ-ଲା-ଲା-ଲାଇଲାଇ-ଲାଇଲାଇ-ଲା

ଏ ଆଖି କଉ ପୁଣ୍ୟ କରିଥିଲା ତତେ ଦେଖିଲା
ଏ ମନ କଉ ପୁଣ୍ୟ କରିଥିଲା ତତେ ପାଇଲା

ଚଲାବାଟେ ଦିନେ ଚାଲୁ-ଚାଲୁ
ଅଧାବାଟେ ମତେ ମିଳିଗଲୁ
ଦେଲି ଆପେ ଧରା, ନିଦ ରାତିସାରା ଭାଙ୍ଗିଦେଲୁ

ଚାରିପାଖେ ଥିଲେ ଲକ୍ଷେ ଚିହ୍ନା
ତୁ ଖାଲି କଲୁ ଆନମନା
ଛାତି ମୋର ଚିରି ମନ ମୋର ଚୋରି କରିନେଲୁ

ତୋ ପାଇଁ ଏଇ ମନ ମୋର ଭାରି ଝୁରିଲା

ଲା-ଲା-ଲାଇଲାଇ-ଲାଇଲାଇ-ଲାଇଲାଇ-ଲା-ଲା-ଲାଇଲାଇ-ଲାଇଲାଇ-ଲା
ଲା-ଲା-ଲାଇଲାଇ-ଲାଇଲାଇ-ଲାଇଲାଇ-ଲା-ଲା-ଲାଇଲାଇ-ଲାଇଲାଇ-ଲା

ଏ ଆଖି କଉ ପୁଣ୍ୟ କରିଥିଲା ତତେ ଦେଖିଲା
ଏ ମନ କଉ ପୁଣ୍ୟ କରିଥିଲା ତତେ ପାଇଲା
ଏ ଆଖି କଉ ପୁଣ୍ୟ କରିଥିଲା ତତେ ଦେଖିଲା
ଏ ମନ କଉ ପୁଣ୍ୟ କରିଥିଲା ତତେ ପାଇଲା

ଲା-ଲା-ଲାଇଲାଇ-ଲାଇଲାଇ-ଲାଇଲାଇ-ଲା-ଲା-ଲାଇଲାଇ-ଲାଇଲାଇ-ଲା
ଲା-ଲା-ଲାଇଲାଇ-ଲାଇଲାଇ-ଲାଇଲାଇ-ଲା-ଲା-ଲାଇଲାଇ-ଲାଇଲାଇ-ଲା
ଲା-ଲା-ଲାଇଲାଇ-ଲାଇଲାଇ-ଲାଇଲାଇ-ଲା-ଲା-ଲାଇଲାଇ-ଲାଇଲାଇ-ଲା
ଲା-ଲା-ଲାଇଲାଇ-ଲାଇଲାଇ-ଲାଇଲାଇ-ଲା-ଲା-ଲାଇଲାଇ-ଲାଇଲାଇ-ଲା



Credits
Writer(s): Arun Kumar Mantri
Lyrics powered by www.musixmatch.com

Link