O Baby

ମଲକା-ମଲକା ହାଲକା ଏ ମନଟା ଭଲଲାଗେ କାଇଁ baby?
ଠୁମକା-ଠୁମକା ହାଏ ତୋର ଝୁମକା ଭଲଲାଗେ କାଇଁ baby?
ମଲକା-ମଲକା ହାଲକା ଏ ମନଟା ଭଲଲାଗେ କାଇଁ baby?
ଠୁମକା-ଠୁମକା ହାଏ ତୋର ଝୁମକା ଭଲଲାଗେ କାଇଁ baby?

ଏଣୁତେଣୁ କଥା କହୁକହୁ, ଗୁଣୁ-ଗୁଣୁ ଗୀତ ଗାଉ-ଗାଉ
ତୂଳୀ ଟିଏ ଖୋଲି ଛୁଉଁ-ଛୁଉଁ ଆଙ୍କେ ତୋ ଛବି

ଓ baby, ଓ baby, ଓ baby
ଓ baby, ଓ baby, ଓ baby

ଝିଲକା-ଝିଲକା ଝିଲମିଲ୍ ଆଖିଟା ଦେଖୁଥାଏ ତୋ ଛବି
मेहका-मेहका ମତୁଆଲା ମୁହଁଟା ମତେଖାଲି ନିଏ ଡାକି

ମନ ମୋର ଚୋରିହେଲେ ହଉ, ପାଖେଆଖେ କିଏ ଥିଲେ ଥାଉ
ନିଦ ମୋର ହଜିଗଲେ ଯାଉ ତୋ କଥା ଭାବି

ଓ baby, ଓ baby, ଓ baby
ଓ baby, ଓ baby, ଓ baby

ଅନ୍ଧାର ଆଜି ଆଲୁଅ ଲାଗେ ବଦଳି ଗଲା ପାଗ
ଛାତିରେ ମୋର ଯେବେଠୁ ତୋର ଲାଗିଲା ପ୍ରେମଦାଗ
ମେଘରେ ଆଜି ବରଷେ ମହୁ, କାକର ଲାଗେ ମୋତି
ଆଖିରେ ମୋର ଯେବେଠୁ ତୋର ଆଖି ମିଶିଲା ସାଥି

ଛଲକା-ଛଲକା ହଲଚଲ ଛବିଟା ଭଲଲାଗେ କାଇଁ baby?
ହାଲକା-ହାଲକା ମିଠା-ମିଠା ହସଟା ଭଲଲାଗେ କାଇଁ baby?

ସଞ୍ଜ ହଉ ଅବା ରାତି ହଉ, ଆକାଶରେ ତାରା ଥିଲେ ଥାଉ
ଭାବୁଥାଏ ରାତି ପାହୁପାହୁ, ତୋ ପାଖେ ଥିବି

ଓ baby, ଓ baby, ଓ baby
ଓ baby, ଓ baby, ଓ baby

ସପନ କାଇଁ ନିଦରେ ନଇଁ ଦିନରେ ଘୁରି ବୁଲେ?
ପାଦଟି ମୋର ଯେବେଠୁ ତୋର ଛାଇ ସାଥିରେ ଚାଲେ
ବସନ୍ତ ଆଜି ବରଷାବେଳେ ଫୁଲରେ ଖେଳେ ଦୋଳି
ମୋରି ମନ ତୋ ସାଥେ ଯେବେ ଖେଳିଲା ଲୁଚକାଳି

लेहका-लेहका ଚୁଲବୁଲ ଛାଇଟା ଭଲଲାଗେ କାଇଁ baby?
बेहका-बेहका भोला-भाला ଦିଲଟା ଭଲଲାଗେ କାଇଁ baby?

ଏଠି-ସେଠି ପାଦ ଥଉ-ଥଉ, ଫୁଲ ହଉ ଅବା କଣ୍ଟା ହଉ
ଚାଲୁଥାଉ ଅବା ଝୁଣ୍ଟୁଥାଉ ତୋ ବାଟ ଖୋଜି

ଓ baby, ଓ baby, ଓ baby
ଓ baby, ଓ baby, ଓ baby



Credits
Writer(s): Samal Premananda, Swain Subrat
Lyrics powered by www.musixmatch.com

Link