Badal Tale Chaka Jan

ସପନର୍ ମଉନାବତୀ, ରାତି ନିନ୍ଦେ ଆସି
ଚୁରେଇ ନେଲା ମୋର୍ ଝୁମୁରା ଲୋ, ମୋର୍ ସୁନ୍ଦରୀ ବଉଲ-କଷି
ହୋ, ମୋର୍ ଫୁଲ୍-ଗଜରା ରାଜା, ଲାଜେ-ଲାଜେ ହେଇ
ଗଭାରେ ଖୁଚିଦେଲ ଗୋ, ମିଠା କଥା କହି

ଦିହି ତୋର୍ ପାନ-ପତର
କଥା ତୋର୍ ମହୁର ଧାର
କପାଲର୍ ନାଲି ବିନ୍ଦିଆ
ଭୁଲିଯାଉଁ ଲେଖେ ଚେହେରା

ତୋ ନାଁ, ମୋ ନାଁ ଦେଇଛେ ଛାତିରେ ଲେଖି

ବାଦଲ୍ ତଲେ ଚକା-ଜନ୍ ଲେଖେଁ
ତୋର୍ ମୁହଁ ନାଇଁ ଲୁକା ବାଉରୀ
ତୁ ମୋର୍ ଗେହ୍ଲେଇ ଚାନ୍ଦିନୀ
ଆଇବା ଲାଲ୍ ଚୁନରି ଉଡେଇ

ପଞ୍ଜୁରୀ ଭିତରେ ରହିଥିଲୁ ଆମେ ଶୁଆ, ଶାରୀ
ଜନ୍ ରାଇଜରେ ରହିଥିଲୁ ଆମେ ଘର୍ କରି
ଓ, ଝରନା ଆର୍ କୂଲେ ବସି ରଜା କେତେ ଗପୁଥିଲ
ତୁମର୍ କୂଲେ ଶୁଏଇ ମୋତେ ସପନ୍ ଦେଖଉଥିଲ

ବାଦଲ୍ ଲେଖେ ତୁଇ କଜଲି
ପାଗଲ୍ କରସି ଚଣର ଲାଲି
ମୋର୍ ଆଖିର୍ ତୁମେ ଆଇନା
ଦିଲ୍ धड़कन ତୁମେ ଗୋ ସୁନା

ତୋ ନାଁ, ମୋ ନାଁ ଦେଇଛେ ଛାତିରେ ଲେଖି

ବାଦଲ୍ ତଳେ ଚକା-ଜନ୍ ଲେଖେ
ତୋର୍ ମୁହଁ ନାଇଁ ଲୁକା ବାଉରୀ
ତୁ ମୋର୍ ଗେହ୍ଲେଇ ଚାନ୍ଦିନୀ
ଆଇବା ଲାଲ୍ ଚୁନରି ଉଡେଇ

ଫୁଲେ ବସି ଗୁନ-ଗୁନେଇ भवँर ଗାଉଥିସି
ମନେ-ମନେ କେତେ ତାହାକେ ସେ ଭଲ ପାଉଥିସି
ହୋ, ଛମ୍-ଛମ୍ ବାଜୁଥିଲେ ତୋର୍ ପାଦର୍ ଲୋ ପାଏଁରି
ମୋର୍ ଛାତିର୍ କାଲିଜା ସେତେବେଲେ ରାନୀ ଯାଏସି ଚିରି

ପ୍ରେମର୍ ଚକାଭଉଁରୀ ଖେଲ
ଭାଙ୍ଗିଦେଲା ତାଜମହଲ
ଉଡ଼ିଗଲା ପ୍ରେମର୍ ଚଢେଇ
ଫଗୁନର୍ ଧୁକା ବଉଲି

ତୋ ନାଁ, ମୋ ନାଁ ଦେଇଛେ ଛାତିରେ ଲେଖି

ତୁ ମୋର୍ ଗେହ୍ଲେଇ ଚାନ୍ଦିନୀ
ଆଇବା ଲାଲ୍ ଚୁନରି ଉଡେଇ
ବାଦଲ୍ ତଳେ ଚକା-ଜନ୍ ଲେଖେ
ତୋର୍ ମୁହଁ ନାଇଁ ଲୁକା ବାଉରୀ
ତୁ ମୋର୍ ଗେହ୍ଲେଇ ଚାନ୍ଦିନୀ
ଆଇବା ଲାଲ୍ ଚୁନରି ଉଡେଇ
ହେ, ବାଦଲ୍ ତଳେ ଚକା-ଜନ୍ ଲେଖେ
ତୋର୍ ମୁହଁ ନାଇଁ ଲୁକା ବାଉରୀ



Credits
Writer(s): Thabira Nag, Brundaban Meher
Lyrics powered by www.musixmatch.com

Link